Daily Archives

September 4, 2020

ଲୁହରାଘାନିରେ ଜଳସେଚନ ପ୍ରକଳ୍ପ ସ୍ଥାପନ ଦାବି, ବିଧାୟକଙ୍କୁ ଚାଷୀ ଦେଲେ  ୨ଦଫା ଦାବିପତ୍ର

ଭବାନୀପାଟଣା: ଚଳିତ ବର୍ଷର ବିଳମ୍ବିତ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଥିବାବେଳେ ଲଗାତାର ବର୍ଷାଭାବ ଯୋଗୁଁ ଚାଷୀର ଦୁଃଖ ଆହୁରି ବଢିଯାଇଛି । ତେବେ ଚିର ମରୁଡି ପ୍ରପୀଡିତ ଓ ଜଳସେଚନର କୌଣସି ସୁବିଧା ନଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜର ସମ୍ପତ୍ତି: ଭୋଗ କରୁଛନ୍ତି ବାହାର ରାଜ୍ୟର ଲୋକ, ନିଯୁକ୍ତି ନ‌ଦେଲେ ଜିଲ୍ଲାରୁ ଲୁହାପଥର ରପ୍ତାନି ବନ୍ଦ‌…

ବାରିପଦା: ପୂଣ୍ୟଗର୍ଭା ମୟୂରଭଞ୍ଜରେ ଭରି ରହିଛି ଅପାର ପ୍ରାକୃତିକ ସମ୍ପତ୍ତି। ଅପରୂପା ଶିମିଳିପାଳଠାରୁ ଆରମ୍ଭ କରି ଗଡ଼ଜାତ ଅମଳର ଲୁହାପଥର ଖଣି। ସବୁଥାଇ ମଧ୍ୟ ଜିଲ୍ଲାର ଯୁବକ ହାତରେ ଚାକିରୀ ନାହିଁ। ନିଯୁକ୍ତି ସୁଯୋଗ ନାହିଁ କି ନାହିଁ କାମ ଧନ୍ଦାର ଉତ୍ସ। ଅଗତ୍ୟା ଜିଲ୍ଲା ବାହାରକୁ ଯାଇ…
ଅଧିକ ଖବର ଦେଖନ୍ତୁ...

କରୋନା ପୀଡ଼ିତଙ୍କ ଘର ସାମ୍ନାରେ ଲାଗିବ ନାହିଁ କ୍ଵାରେଣ୍ଟିନ ପୋଷ୍ଟର, ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁ ହେଲା ଏହି ନିୟମ

ଚଣ୍ଡୀଗଡ଼: ପଞ୍ଜାବରେ ହୋମ କ୍ଵାରେଣ୍ଟିନରେ ରହୁଥିବା କୋଭିଡ ରୋଗୀଙ୍କ ଘର ବାହାରେ ଆଉ କ୍ଵାରେଣ୍ଟିନ ପୋଷ୍ଟର ଲଗାଯିବ ନାହିଁ | ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର ଦିନ ରୋଗୀଙ୍କଠାରୁ ଭେଦଭାବ ଖବର ପାଇବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଯେଉଁଠାରେ ଏହି…
ଅଧିକ ଖବର ଦେଖନ୍ତୁ...

ଶେଷରେ ଗିରଫ ହେଲେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡା

ମୁମ୍ବାଇ: ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ଆଜି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ…
ଅଧିକ ଖବର ଦେଖନ୍ତୁ...

ସଂସ୍କୃତ ପ୍ରେମୀ ଓକିଲ: ଯିଏ ସଂସ୍କୃତ ଭାଷାରେ କୋର୍ଟରେ ମାମଲା ଲଢ଼ନ୍ତି

ବାରଣାସୀ: ପରିବର୍ତ୍ତିତ ପରିବେଶରେ ଦିନକୁ ଦିନ ସଂସ୍କୃତ ଭାଷାର ପରିଚୟ ହ୍ରାସ ପାଇବାରେ ଲାଗିଛି | ସମ୍ବିଧାନର ଅଷ୍ଟମ ସୂଚୀରେ ରେକର୍ଡ ହୋଇଥିବା ୨୨ ଟି ଭାଷା ମଧ୍ୟରେ ଏହା ବର୍ତ୍ତମାନ ସର୍ବନିମ୍ନ କଥିତ ଭାଷା ଭାବରେ ମାନ୍ୟତା ପାଇଛି | ତେବେ ସଂସ୍କୃତ ଭାଷାକୁ ସ୍ୱତନ୍ତ୍ର ପରିଚୟ ଦେବାକୁ…
ଅଧିକ ଖବର ଦେଖନ୍ତୁ...

କରୋନା ଯୋଦ୍ଧାଙ୍କୁ ମାଗଣାରେ ସ୍କୁଟି ଦେବା ନାଁରେ ଠକେଇ ମାମଲାରେ ୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କରୋନା ଯୋଦ୍ଧାଙ୍କୁ ମାଗଣାରେ ସ୍କୁଟି ପ୍ରଦାନ କରିବା ନାମରେ ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ପରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର କରୋନା ଯୋଦ୍ଧାଙ୍କୁ ମାଗଣାରେ ସ୍କୁଟି ପ୍ରଦାନ କରାଯିବା ନେଇ ଦୁଇ…
ଅଧିକ ଖବର ଦେଖନ୍ତୁ...

ବିନା ଗ୍ୟାରେଣ୍ଟିରେ ନିଅନ୍ତୁ ଶିକ୍ଷା ଋଣ, ସରକାର ଆରମ୍ଭ କଲେ ଏହି ଯୋଜନା

ନୂଆଦିଲ୍ଲୀ: ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ସମୟରେ ଆସୁଥିବା ଆର୍ଥିକ ବୋଝକୁ ହାଲୁକା କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି | ଛାତ୍ରଛାତ୍ରୀମାନଙ୍କର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଶିକ୍ଷା ଋଣ ଏବଂ…
ଅଧିକ ଖବର ଦେଖନ୍ତୁ...

ଅଟୋ ଇଣ୍ଡଷ୍ଟ୍ରି ପାଇଁ ସହାୟତା ଦିଅନ୍ତୁ ସରକାର: ମାରୁତି ସୁଜୁକି ସିଇଓ

ନୂଆଦିଲ୍ଲୀ: କରୋନା ସଙ୍କଟ ଯୋଗୁଁ ଅଟୋ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପଡିଛି। ଏହି ପରିସ୍ଥିତିରେ ମାରୁତି ସୁଜୁକିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ କେନିଚି ଆୟୁକାୱା ସରକାରଙ୍କ ସହାୟତା ଲୋଡିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଅଟୋ ଇଣ୍ଡଷ୍ଟ୍ରି ଇତିହାସର ସବୁଠାରୁ କଠିନ ପର୍ଯ୍ୟାୟ ଦେଇ ଗତି…
ଅଧିକ ଖବର ଦେଖନ୍ତୁ...

ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଗଲା ପବଜି, ଆଉ କରିପାରିବେନି ଡାଉନଲୋଡ଼

ନୂଆଦିଲ୍ଲୀ: ବ୍ୟବହାରକାରୀଙ୍କ ତଥ୍ୟର ସୁରକ୍ଷା ଏବଂ ଗୋପନୀୟତାକୁ ଦୃଷ୍ଟିରେ ରଖି ଭାରତ ସରକାର ପବଜି ସହ ୧୧୮ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି | ପବଜି ନିଷେଧ ହେବା ପରେ ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ହଟାଇ ଦିଆଯାଇଛି | ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପ୍ ଷ୍ଟୋର୍‌ରେ ପବଜି ଆଉ…
ଅଧିକ ଖବର ଦେଖନ୍ତୁ...

ଦେଶର ଜେଲରେ ବଢୁଛି କଏଦୀଙ୍କର ଅସ୍ୱାଭାବିକ ମୃତ୍ୟୁର ହାର

ନୂଆଦିଲ୍ଲୀ: ଦେଶରେ ଥିବା ଜେଲମାନଙ୍କରେ ଥିବା କଏଦୀମାନଙ୍କର ଅସ୍ୱାଭାବିକ ମୃତ୍ୟୁ ହାର ବଢିଛି | ଏନସିଆରବିର ତଥ୍ୟ ଅନୁଯାୟୀ, ୨୦୧୯ ମସିହାରେ ଜେଲରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦.୭୪ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୭ ଦେଶର ବିଭିନ୍ନ ଜେଲରେ ଏଭଳି ମୃତ୍ୟୁ ସଂଖ୍ୟା ୧୩୩ ​​ଥିଲା ଓ…
ଅଧିକ ଖବର ଦେଖନ୍ତୁ...