Daily Archives

September 4, 2020

ଦିନେ ଖବରକାଗଜ ବିକି ଖର୍ଚ୍ଚ ତୁଲାଉଥିଲେ, କ୍ୟାଟ୍‌ ପରୀକ୍ଷାରେ ୯୯.୮୬ ପ୍ରତିଶତ ମାର୍କ ରଖି ଉଦାହରଣ ସାଜିଲେ

ବେଙ୍ଗାଲୁର: ଦାର୍ଶନିକ ରାଲ୍ଫ ୱାଲଡୋ ଏମରସନଙ୍କର ଏକ ଉକ୍ତି ମନେ ପଡ଼େ, ‘ଜଣେ ବ୍ୟକ୍ତି ନିଜ ଲକ୍ଷ୍ୟ ସାଧନ ପାଇଁ ନିଜର ସର୍ବସ୍ବ ଲଗାଇ ଦେଲେ ପୂରା ବିଶ୍ବ ତା’ ନିକଟକୁ ଚାଲିଆସେ’। ଏହି ଉକ୍ତିର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ବେଙ୍ଗାଲୁରୁର ଶିବ କୁମାର ନାଗେନ୍ଦ୍ର। ବିଭିନ୍ନ ପ୍ରକାରର…
ଅଧିକ ଖବର ଦେଖନ୍ତୁ...

ଅନ୍ତଃସତ୍ତ୍ବା ପତ୍ନୀଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଲାଗି ୧୨୦୦ କିଲୋମିଟର୍‌ ସ୍କୁଟରରେ ଯାତ୍ରା କଲେ ଏହି ବ୍ୟକ୍ତି

ଗୋଆଲିଅର: ଶିକ୍ଷୟିତ୍ରୀ ହେବାକୁ ଚାହୁଁଥିବା ଅନ୍ତଃସତ୍ତ୍ବା ପତ୍ନୀଙ୍କୁ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ସ୍କୁଟର ପଛ ସିଟ୍‌ରେ ବସାଇ ଖାଲଖମା ଭରା ରାସ୍ତାରେ ବର୍ଷା ସତ୍ତ୍ବେ ୧୨୦୦ରୁ ଅଧିକ କିଲୋମିଟର୍ ଦୂର  ପରୀକ୍ଷା କେନ୍ଦ୍ରକୁ ନେଇଥିବା ଖବର ମିଳିଛି। ୨୭ ବର୍ଷିୟ ଧନଞ୍ଜୟ କୁମାର ଏବଂ…
ଅଧିକ ଖବର ଦେଖନ୍ତୁ...

ଆଉ ଦୁଇ ଘଣ୍ଟା ପରେ ସାମୁଏଲ୍ ମିରାଣ୍ଡା ଓ ରିୟାଙ୍କ ଭାଇ ସୌଭିକଙ୍କୁ ଗିରଫ କରିବ ଏନ୍‌ସିବି ; ଔପଚାରିକ ପ୍ରକ୍ରିୟା…

ମୁମ୍ବାଇ: ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ଆଜି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ…
ଅଧିକ ଖବର ଦେଖନ୍ତୁ...

ଜିଓକୁ ପୂରିଲା ୪ ବର୍ଷ : ଦେଶରେ ୪୦ କୋଟି ମୋବାଇଲ ଗ୍ରାହକ ହାସଲ କରିବାରେ ସକ୍ଷମ

ଭୁବନେଶ୍ୱର: ଆଜିକୁ ୪ ବର୍ଷ ପୂର୍ବେ ରିଲାଏନ୍ସ ଜିଓ ଭାରତରେ ମୋବାଇଲ ସେବା ଆରମ୍ଭ କରିଥିଲା । ତେବେ ସେତେବେଳେ ବହୁତ କମ ଲୋକ ଭାବିଥିବେ କି ଜିଓ ଚାରି ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସମର୍ଥ ହେବ ବୋଲି।  ଏରିକ୍‌ସନ୍ ମୋବିଲିଟିର ଏକ…
ଅଧିକ ଖବର ଦେଖନ୍ତୁ...

ପଥର ହୁଡ଼ିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଜମିଜମା ଗଣ୍ଡଗୋଳ ପାଇଁ ହତ୍ୟା ଅଭିଯୋଗ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦୁମାଡ଼ିହିରେ ଜନୈକ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଉକ୍ତ ଗ୍ରାମର ନିରଞ୍ଜନ ଗିରି (୫୫) ଗତକାଲି ସନ୍ଧ୍ୟାରେ ଗାଁ ହାଟକୁ ବାହାରି ଯାଇଥିଲେ। ଆଉ ସେ ରାତିରେ ଘରକୁ ଫେରି ନଥିଲେ। ପରିବାର ଲୋକ ଖୋଜା ଖୋଜି…
ଅଧିକ ଖବର ଦେଖନ୍ତୁ...

ଆଜି କଟକରୁ ୨୨୭ କରୋନା ସଂକ୍ରମିତ ଚିହ୍ନଟ, ୮୫ ସ୍ଥାନୀୟ ସଂକ୍ରମଣ

କଟକ: ଆଜି ପୂରା କଟକ ଜିଲ୍ଲାରୁ ସମୁଦାୟ ୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ସହରରୁ ମୋଟ୍‌ ୨୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୨ ଜଣ ଗୃହ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ ସରକାରୀ ସଂଗରୋଧରୁ ଓ  ୮୫ ଜଣ ସ୍ଥାନୀୟ ସଂକ୍ରମିତ ବୋଲି…
ଅଧିକ ଖବର ଦେଖନ୍ତୁ...

ଯନ୍ତ୍ରୀଙ୍କୁ ଆକ୍ରମଣ କରି ଗିରଫ ହୋଇଥିବା ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ

ବାରିପଦା:  ଯନ୍ତ୍ରୀଙ୍କୁ ଆକ୍ରମଣ କରି ଗିରଫ ହୋଇଥିବା ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ ମିଳିଛି। ଜଣେ ଜାମିନଦାର ଏବଂ ୩୦ହଜାର ଟଙ୍କା ବେଲବଣ୍ଡରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ ଜାମିନରେ କୌଣସି ସର୍ତ୍ତ ରଖାଯାଇ ନଥିବା ବିଧାୟକଙ୍କ ଓକିଲ ଅସିତ ଓତା ସୂଚନା…
ଅଧିକ ଖବର ଦେଖନ୍ତୁ...