Daily Archives

September 4, 2020

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୬୫୪ ଆକ୍ର‌ାନ୍ତଙ୍କ ସହ ୨୯୮୦ ସୁସ୍ଥ; ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୯୦ ହଜାର ଟପିଲା

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରାଜ୍ୟରେ ସୁସ୍ଥ ହାର ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରୁଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୬୫୪ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟର ୨ ହଜାର ୯ ଶହ ୮୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ…
ଅଧିକ ଖବର ଦେଖନ୍ତୁ...

‘ସାଣ୍ଡେଲଉଡ୍‌’ ଡ୍ରଗ୍‌ ର‍୍ୟାକେଟ୍‌: କନ୍ନଡ଼ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଗିରଫ କଲା ବେଙ୍ଗାଲୁରୁ କ୍ରାଇମ…

ବେଙ୍ଗାଲୁରୁ: ହାଇ ପ୍ରୋଫାଇଲ ‘ସାଣ୍ଡେଲଉଡ୍‌’ ଡ୍ରଗ୍‌ ର‍୍ୟାକେଟ୍‌ ମାମଲାରେ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଆଜି (ଶୁକ୍ରବାର) ବେଙ୍ଗାଲୁରୁ ସେଣ୍ଟ୍ରାଲ୍‌ କ୍ରାଇମ୍‌ ଶାଖା (ସିସିବି) ଗିରଫ କରିଛି। କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଆଜି ଗିରଫ କରବା ପୂର୍ବରୁ ସିସିବି…
ଅଧିକ ଖବର ଦେଖନ୍ତୁ...

୩୧ ଗଣମାଧ୍ୟମ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ୫୫୦ କରୋନା ପଜିଟିଭ୍‌

ଭୁବନେଶ୍ୱର: ଗଣମାଧ୍ୟମର ୩୧ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥି ସହିତ ଭୁବନେଶ୍ୱରରୁ ଆଜି ୫୫୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

ଶରୀରରେ ‘ଆଣ୍ଟିବଡି ରେସ୍‌ପନସ୍‌’ ଉତ୍ପାଦନ କରୁଛି ରୁଷ୍‌ର କୋଭିଡ୍-୧୯ ଟିକା ପରୀକ୍ଷଣ: ‘ଦି ଲାନ୍‌ସେଟ୍‌’

ମସ୍କୋ: ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷାରେ ସମସ୍ତ ଅଂଶଗ୍ରହଣକାରୀଙ୍କ ଠାରେ ରୁଷ୍‌ର କୋଭିଡ୍-୧୯ ନିରୋଧୀ ଟିକା ‘ସ୍ପୁଟ୍‌ନିକ୍-୫’ ‘ଆଣ୍ଟିବଡି ରେସ୍‌ପନସ୍‌’ ଉତ୍ପାଦନ କରିଥିବା କଥା ଶୁକ୍ରବାର ଦିନ ‘ଦି ଲାନ୍‌ସେଟ୍‌’ ଡାକ୍ତରୀ ପତ୍ରିକାରେ ପ୍ରକାଶିତ ଫଳାଫଳରେ ଉଲ୍ଲେଖ କରାଯାଇଛି। ମସ୍କୋ…
ଅଧିକ ଖବର ଦେଖନ୍ତୁ...

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ : ବଲାଙ୍ଗୀର ଉପଜିଲ୍ଲାପାଳ ନିଲମ୍ବିତ

ବଲାଙ୍ଗୀର/ଭୁବନେଶ୍ୱର: ବଲାଙ୍ଗୀର ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର ନିଲମ୍ବିତ ହୋଇଛନ୍ତି। ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏହା ସ୍ପଷ୍ଟ କରିଛନ୍ତି। ଉପଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ନାଁରେ ଜଣେ ମହିଳା କର୍ମଚାରୀ ଅସଦାଚରଣ…
ଅଧିକ ଖବର ଦେଖନ୍ତୁ...

ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି କରୋନା ପଜିଟିଭ୍‌ 

ଭୁବନେଶ୍ୱର: ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବିଧାୟକ ଶ୍ରୀ ମୁଦୁଲି ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କରୋନା ଲକ୍ଷଣ ଦେଖାଯିବା ପରେ ଗତକାଲି ମୁଁ କୋଭିଡ-୧୯…
ଅଧିକ ଖବର ଦେଖନ୍ତୁ...

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ବାରିପଦା ବିଧାୟକ ଗିରଫ, କୋର୍ଟ ଚାଲାଣ

ବାରିପଦା:  ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାର ଆଇଟିଡିଏ ସହକାରୀ ନିର୍ବହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ଆକ୍ରମଣ ଘଟଣାରେ ବାରିପଦା ପୁଲିସ୍‌ ସ୍ଥାନୀୟ ବିଧାୟକ ପ୍ରକାଶ ସୋରେନ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ବିରୋଧରେ ଆଇପିସି ଧାରା ୨୯୪, ୩୪୧,୩୨୩,୩୨୪,୫୦୬ ଏବଂ…
ଅଧିକ ଖବର ଦେଖନ୍ତୁ...

୨୦୨୧ ମଧ୍ୟଭାଗଯାଏଁ କୋଭିଡ୍-୧୯ ଟିକା ସାର୍ବଜନୀନ ହୋଇ ପାରିବ ନାହିଁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଜେନିଭା: ଆସନ୍ତାବର୍ଷ ମଧ୍ୟଭାଗଯାଏଁ କୋଭିଡ୍-୧୯ ନିରୋଧୀ ଟିକାକରଣ ସାର୍ବଜନୀନ ହୋଇ ପାରିବ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମନେକରୁଥିବା କଥା ଶୁକ୍ରବାର ଦିନ ମୁଖପାତ୍ରୀ ମାର୍ଗାରେଟ୍‌ ହ୍ୟାରିସ୍‌ କହିଛନ୍ତି। ଟିକାର ଫଳପ୍ରଦତା ଏବଂ ସୁରକ୍ଷା ଆଦିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୩ଟି ଜିଲ୍ଲାରେ ଖୋଲାଯିବ ୮ଟି ଅତିରିକ୍ତ କୋଭିଡ-୧୯ ହସ୍‌ପିଟାଲ

ଭୁବନେଶ୍ୱର: କୋଭିଡ୍ ମୁକାବିଲାକୁ ବ୍ୟାପକ କରିବା ଲାଗି ରାଜ୍ୟର ୩ଟି ଜିଲ୍ଲାରେ ୮ଟି ନୂଆ କୋଭିଡ-୧୯ ହସ୍‌ପିଟାଲ ଖୋଲାଯିବ। କଟକ, ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରେ ଥିବା ସରକାରୀ ଓ ଘରୋଇ ହସ୍‌ପିଟାଲରେ ଏହି କୋଭିଡ-୧୯ ହସ୍‌ପିଟାଲଗୁଡ଼ିକ ଖୋଲାଯିବ। ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ଅର୍ଥ ହଡ଼ପ କରି ନିର୍ଯାତନା ଦେବା ମହଙ୍ଗା ପଡ଼ିଲା; ଓଡ଼ିଆ ବଲିଉଡ ସିନେମାଟୋଗ୍ରାଫରଙ୍କ ବିରୋଧରେ ମାମଲା…

ଭୁବନେଶ୍ୱର: ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ମହିଳା ଥାନା ପୁଲିସ୍‌ ଆଜି ବଲିଉଡ୍‌ ସିନେମାଟୋଗ୍ରାଫର ମନୋଜ ଖଟୋଇଙ୍କୁ ଅଟକ ରଖିଛି। ମନୋଜଙ୍କ ପତ୍ନୀ ପ୍ରୀତି ତାଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ପ୍ରୀତିଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ୱରର ମହିଳା…
ଅଧିକ ଖବର ଦେଖନ୍ତୁ...