Daily Archives

September 5, 2020

ଜର୍ମାନୀ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଆସିଷ୍ଟାଣ୍ଟ୍ ହେଲେ ପ୍ରୀତିପ୍ରଭା, ଭାରତରୁ ଏକ ମାତ୍ର ଛାତ୍ରୀ ଭାବେ ମନୋନିତ 

ରାୟଗଡ଼ା: ଉଦ୍ଭିଦର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ବ୍ୟବହାର କରାଯାଉଥିବା ନାଇଟ୍ରୋଜେନକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବ ବିଜ୍ଞାନୀ ପ୍ରୀତିପ୍ରଭା ସାହୁ। ଉଦ୍ଭିଦ ନିଜେ ଯେପରି  ନାଇଟ୍ରୋଜନ ପ୍ରସ୍ତୁତ କରିବ ଏବଂ ଏହା ଦ୍ବାରା ସମଗ୍ର ବିଶ୍ୱ  ଯେପରି ପ୍ରଦୂଷଣ…
ଅଧିକ ଖବର ଦେଖନ୍ତୁ...

ବୋଲେରୋ ଧକ୍କାରେ ବାଇକ ଆରୋହୀ ମୃତ, ଦୁର୍ଘଟଣା ଘଟାଇ ଏଇ ଓ ଜେଇ ଫେରାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଶଗଡା ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଏକ ବାଇକକୁ ବୋଲେରୋ ଧକ୍କା ଦେଇଥିଲା। ଫଳରେ ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଥୁଆମୂଳ ରାମପୁର ବ୍ଲକର ଏଇ ଏବଂ ଜେଇ ଗୁରୁତରଙ୍କୁ ଡାକ୍ତରଖାନା ନେବା ପରିବର୍ତେ…
ଅଧିକ ଖବର ଦେଖନ୍ତୁ...

ବିନା ଧୂଆଁରେ ଏହି ୩ଟି ବାଟ ଆପଣାଇଲେ ଘରୁ ପଳାଇଯିବେ ମଶା

ବର୍ଷା ଆରମ୍ଭ ହେବା ମାତ୍ରେ ମଶା ସମ୍ବନ୍ଧୀୟ ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ | ବର୍ଷା ମଶାର ପ୍ରଜନନ ସମୟ ହୋଇଥିବାରୁ ସେମାନଙ୍କଠାରୁ ଉତ୍ପନ୍ନ ରୋଗର ମାତ୍ର ମଧ୍ୟ ବଢ଼ିଯାଇଥାଏ | ମଶା ଦ୍ୱାରା ଡେଙ୍ଗୁ, ଚିକୁନଗୁନିଆ ଏବଂ ମ୍ୟାଲେରିଆ ଭଳି ଭୟଙ୍କର ରୋଗ ହେଉଥିବା ବେଳେ ଆପଣ ମଧ୍ୟ ନିଜ…
ଅଧିକ ଖବର ଦେଖନ୍ତୁ...

+୨ କଳା ପରୀକ୍ଷୀଫଳରେ ରେକର୍ଡ କଲା ଏସଭିଏମ, ୮୦ ପ୍ରତିଶତରୁ ଉର୍ଦ୍ଧ୍ୱରେ ୪ ଛାତ୍ରଛାତ୍ରୀ

ବାରିପଦା: +୨ କଳାରେ ରାଜ୍ୟରେ ରେକର୍ଡ କରିଛି ବାରିପଦାସ୍ଥିତ ସାଇ ବିଦ୍ୟା ମନ୍ଦିର(ଏସଭିଏସ)। ଆଜି ପ୍ରକାଶ ପାଇଥିବା ପରୀକ୍ଷୀଫଳରେ ଏସଭିଏମର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସମସ୍ତ ୫୬ ପରୀକ୍ଷାର୍ଥୀ ପାସ୍‌ କରିଥିବାବେଳେ ୪ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଊର୍ଧ୍ବ…
ଅଧିକ ଖବର ଦେଖନ୍ତୁ...

ନା ଭୁଲିଛୁ, ନା ଭୁଲିବାକୁ ଦେବୁ, ପୋଷ୍ଟର ଛପାଇ ବାଣ୍ଟିଲେ ବିଜେପି ନେତା 

ପାଟନା: ବିହାର ନିର୍ବାଚନରେ ​​ସୁଶାନ୍ତ ସିଂ ରାଜପୁତ ମାମଲାର ମୁଖ୍ୟ ପ୍ରସଙ୍ଗ ହୋଇପାରେ | କିଛି ଏଭଳି ଆଭାସ ଏବେଠାରୁ ମିଳିସାରିଲାଣି | କାରଣ ଭାରତୀୟ ଜନତା ପାର୍ଟିର କଳା ସଂସ୍କୃତି ସେଲର ବିହାର ସଂଯୋଜକ ବରୁଣ କୁମାର ସିଂହ ,ସୁଶାନ୍ତ ସିଂଙ୍କ ଚିତ୍ର ସେୟାର କରି କହିଛନ୍ତି ଯେ 'ସେମାନେ…
ଅଧିକ ଖବର ଦେଖନ୍ତୁ...

ସେ ଡିସଲାଇକ ଓ କମେଣ୍ଟକୁ ବନ୍ଦ କରିପାରନ୍ତି, ତୁମ ସ୍ୱରକୁ ନୁହେଁ: ରାହୁଲ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ କି ବାତ' ଭିଡିଓ ୟୁଟ୍ୟୁବରେ ଲୋକମାନେ ଅଧିକ ନାପସନ୍ଦ କରିଥିଲେ। ଏହା ପଛର ମୁଖ୍ୟ କାରଣ ହେଉଛି ଛାତ୍ରମାନଙ୍କ ଅସନ୍ତୋଷ | ଏବେ ସରକାର ଆରଆରବି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ମଧ୍ୟ ଦେଇଛନ୍ତି। ଏହାକୁ ନେଇ କଂଗ୍ରେସ କ୍ରମାଗତ ଭାବେ ଶାସକ…
ଅଧିକ ଖବର ଦେଖନ୍ତୁ...

ନିଶା ହେଲା କାଳ: ଗୁରୁ ଦିବସରେ ପୁଅର କୋଦାଳ ଚୋଟରେ ମା’ର ଜୀବନ ଗଲା, ଅଭିଯୁକ୍ତ ଗିରଫ

ବାରିପଦା: ନିଶା ହୋଇଛି କାଳ। ଗୁରୁ ଦିବସରେ ଜୀବନର ପ୍ରଥମ ଗୁରୁ କୁହାଯାଉଥିବା ମା’ର ପ୍ରାଣ ନେଇଛି ଜଣେ ପୁଅ। ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟା ବ୍ଲକ୍‌ ଦୁଧିଆଶୋଳ ଗ୍ରାମରେ ଆଜି ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଶାସକ୍ତ ଅବସ୍ଥାରେ ଥିବା ପୁଅ ବୁଧୁ ସିଂ(୩୬)ର…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚନ୍ଦ୍ରବାବୁ ନାଇଡୁ 

ହାଇଦ୍ରାବାଦ : ତେଲଗୁଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାଟି ଶନିବାର ସଂଧ୍ୟାରେ  ତେଲେଙ୍ଗାନାର ୟାଦାଦ୍ରି ଭୋଙ୍ଗିର ଜିଲ୍ଲାରେ ଘଟିଥିବା ଜଣାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ବ୍ରାଣ୍ଡେଡ୍ କଲେଜ କିଛି ନ ଥାଏ, ପରିଶ୍ରମ ସହ ଶିକ୍ଷକଙ୍କ ଚେଷ୍ଟା ସଫଳ କରାଏ: ଯୁକ୍ତ ଦୁଇ କଳାର ସର୍ବୋଚ୍ଚ ମାର୍କ…

ଭୁବନେଶ୍ୱର/ଯାଜପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଯୁକ୍ତ ୨ କଳା ପରୀକ୍ଷାରେ ସମୁଦାୟ ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ତେବେ ଏଥର ଯୁକ୍ତ ଦୁଇ କଳାରେ ସର୍ବାଧିକ ମାର୍କ ରଖିଛନ୍ତି ସମ୍ଭାବନା ସାହୁ…
ଅଧିକ ଖବର ଦେଖନ୍ତୁ...

ମାତିଛନ୍ତି ସାଇବର ଲୁଟେରା: ଅବସରପ୍ରାପ୍ତ ଯୁଗ୍ମ ସଚିବଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୧ଲକ୍ଷ ୩୦ହଜାରରୁ ଊର୍ଧ୍ବ ଟଙ୍କା…

ବାରିପଦା: ମାତିଛନ୍ତି ସାଇବର୍‌ ଲୁଟେରା। ସାମାନ୍ୟ ଅସାବଧାନତାର ସୁଯୋଗ ନେଇ ହେଉ ଅବା ଅତ୍ୟନ୍ତ ଚତୁରତାର ସହିତ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ଲୁଟି ଚାଲିଛନ୍ତି ଲକ୍ଷାଧିକ ଟଙ୍କା। ସ୍ଥାନୀୟ ତକତପୁରଛକରେ ବାସ କରୁଥିବା ଅବସରପ୍ରାପ୍ତ ଯୁଗ୍ମ ସଚିବ କାର୍ତ୍ତିକେଶ୍ୱର ମହାନ୍ତି’ଙ୍କ ଏସବିଆଇ…
ଅଧିକ ଖବର ଦେଖନ୍ତୁ...