Daily Archives

September 5, 2020

ଆତଙ୍କବାଦୀଙ୍କ ନାମରେ କ୍ରିକେଟ ମ୍ୟାଚ ଆୟୋଜନ କରିଥିବା ଅଭିଯୋଗରେ ଦଶଜଣ ଯୁବକ ଗିରଫ

ଶ୍ରୀନଗର: ଜାମ୍ମୁକାଶ୍ମୀରର ଶୋପିଆନ୍ ଜିଲ୍ଲାରେ UAPA (Unlawful Activities (Prevention) Act, 1967) ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରି ୧୦ ଜଣ ସ୍ଥାନୀୟ ଯୁବକଙ୍କୁ ଗିରଫ କରାଯାଇଛି। ଏହି ଯୁବକମାନେ ନିହତ ଆତଙ୍କବାଦୀର ସ୍ମୃତିରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିଥିଲେ। ଏହା ପରେ…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ସିଂ ରାଜପୁତଙ୍କ ଘରୋଇ ସହାୟକ ଦୀପେଶ ସାଓ୍ଵନ୍ତକୁ ଗିରଫ କଲା ଏନସିବି

ମୁମ୍ବାଇ : ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଉ ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଆଜି ସୁଶାନ୍ତ ସିଂଙ୍କ ପୂର୍ବତନ ଘରୋଇ ସହାୟକ ଦୀପେଶ ସାଓ୍ଵନ୍ତଙ୍କୁ ଗିରଫ କରିଛି । ସାଓ୍ଵନ୍ତ ସୁଶାନ୍ତ ରହୁଥିବା ଡ୍ୟୁପ୍ଲେକ୍ସର ତଳ…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ପୂରା ପିଟିସନ୍, ଜାଣନ୍ତୁ ଅନୁଭବଙ୍କ ବିରୋଧରେ କି କି ଅଭିଯୋଗ ନେଇ ଅଦାଲତ ଯାଇଛନ୍ତି ପତ୍ନୀ ବର୍ଷା

କଟକ : ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। କଟକ ସଦର ଏସ୍‌ଡିଜେଏମ୍ ଅଦାଲତରେ ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ (ପ୍ରୋଟେକ୍ସନ୍ ଅପ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ),…
ଅଧିକ ଖବର ଦେଖନ୍ତୁ...

ଅଧାରେ ରହିଲା ସୁରଟ ସ୍ବପ୍ନ: ବାଟ‌ରେ ଜଗିଥିଲା ଅକାଳ ମୃତ୍ୟୁ

ମାଲକାନଗିରି/ବ୍ରହ୍ମପୁର/ଭୁବନେଶ୍ବର : ‌ବେଳେ ବେଳେ ମୃତ୍ୟୁ ଏମିତି ଆସେ ଯେ ଭାଙ୍ଗିରୁଜି ଚୁର୍‌ମାର ହୁଏ ସ୍ବପ୍ଦ। ପୂରା ହେଇପାରେନି ଆଶା ଓ ଅଭିଳାଷ। ଅଧାରେ ରହିଯାଏ ଅନେକ କିଛି, ଯାହା ଆଉ କେବେ ବି ପୂରା ହୋଇପାରେନି। ସେହିପରି ଭାବେ ସୁଦୂର ସୁରତକୁ  ଉପାର୍ଜନ ଲକ୍ଷ୍ୟ ନେଇ ଗଞ୍ଜାମରୁ…
ଅଧିକ ଖବର ଦେଖନ୍ତୁ...

୧.୪୦ ଲକ୍ଷ ପଦବୀ ପାଇଁ ଡିସେମ୍ବର ୧୫ରୁ ପରୀକ୍ଷା କରାଇବ ରେଳବାଇ

ନୂଆଦିଲ୍ଲୀ: ଡିସେମ୍ବର ୧୫ ଠାରୁ ଭାରତୀୟ ରେଳବାଇ କମ୍ପ୍ୟୁଟର୍‌ଭିତ୍ତିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବ ବୋଲି ରେଳବାଇ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ ଶନିବାର ଦିନ କହିଛନ୍ତି। ଭର୍ଚ୍ୟୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଯାଦବ କହିଲେ, ଖାଲି ପଡ଼ିଥିବା ତିନି ବର୍ଗର ୧.…
ଅଧିକ ଖବର ଦେଖନ୍ତୁ...

+୨କଳା ପରୀକ୍ଷା ଫଳ: ମୟୂରଭଞ୍ଜରେ ବଢ଼ିଲା ପାସ୍‌ହାର, କଳାରେ ୭୨.୫୪ ପ୍ରତିଶତ ପାସ୍ 

ବାରିପଦା: ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୟୂରଭଞ୍ଜରେ +୨ କଳା ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍ ପ୍ରତିଶତବଢ଼ିଛି। ଜିଲ୍ଲାରୁ +୨ କଳାରେ ଚଳିତ ବର୍ଷ ୭୨.୫୪ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। +୨…
ଅଧିକ ଖବର ଦେଖନ୍ତୁ...

ହିମାଳୟ ପାର୍ବତ୍ୟ ଅଞ୍ଚଳ ପାଇଁ ଭାରତୀୟ ସେନାରେ ସାମିଲ ହେବ ଏହି ଯୁଦ୍ଧଯାନ 

ନୂଆଦିଲ୍ଲୀ : ସୀମାରେ ଉଭୟ ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ ଭାରତ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିଚାଲିଛି । ବିଶେଷକରି ଚୀନକୁ ଲାଗିଥିବା ହିମାଳୟ ପାର୍ବତ୍ୟାଞ୍ଚଳରେ ଚୀନ ପଟୁ ସର୍ବାଧିକ ବିପଦ ଥିବାରୁ ଉକ୍ତ ପରିବେଶ ଅନୁସାରେ ଯୁଦ୍ଧଯାନ ଓ ଉପକରଣ ସାମିଲ କରୁଛି ଭାରତ ।…
ଅଧିକ ଖବର ଦେଖନ୍ତୁ...

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୯୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରୁ ୩୪୪୩ ସଂକ୍ରମିତ ସୁସ୍ଥ ହେଲେ

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରାଜ୍ୟରେ ସୁସ୍ଥ ହାର ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରୁଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୯୫୧ ଜଣ ସୁସ୍ଥଙ୍କ ସମେତ ରାଜ୍ୟରୁ ୩ ହଜାର ୪ ଶହ ୪୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ଭାରତରେ ‘ନିଟ୍‌’ ପରୀକ୍ଷା ଦେବେ ବୋଲି ଭିସା ପାଇଁ ଇସ୍‌ଲାମାବାଦ୍‌ରେ ଚାହିଁ ବସିଛନ୍ତି ତିନି ପାକିସ୍ତାନୀ…

ଜୟପୁର: ‘ନିଟ୍‌’ ପରୀକ୍ଷା ଦେବା ଲାଗି ଭାରତ ଆସିବାକୁ ବ୍ୟାକୁଳ ତିନିଜଣ ପାକିସ୍ତାନୀ ବିଦ୍ୟାର୍ଥୀ ସୀମା ପାରି ହେବାରେ ସାହାଯ୍ୟ କରିବାକୁ ଇସ୍‌ଲାମାବାଦସ୍ଥିତ ଭାରତୀୟ ହାଇକମିସନ୍‌ଙ୍କୁ ଆକୁଳ ନିବେଦନ କରିଛନ୍ତି। ସେପ୍ଟେମ୍ବର ୧୩ ତାରିଖରେ ‘ନିଟ୍‌’ ପରୀକ୍ଷା ଆରମ୍ଭ ହେବ। ତିନି…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ୧୮୪ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୭୭ ଜଣ

କଟକ: ଆଜି କଟକ ସହରରୁ ୧୮୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦୭ ଜଣ ସଂଗରୋଧରୁ ରହିଥିବା ବେଳେ ବାକି ୭୭ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କଟକ ସହରରୁ ଆଜି ପର୍ଯ୍ୟନ୍ତ ୫ ହଜାର ୯୮୦ ଜଣ…
ଅଧିକ ଖବର ଦେଖନ୍ତୁ...