Daily Archives

September 5, 2020

ଚିକିଣି ଘାଟି ନିକଟ ୫୩ ନମ୍ବର ଜାତୀୟ ରାଜପଥ କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଦେବଗଡ଼: ଚିକିଣି ଘାଟି ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥ କଡରୁ ଶନିବାର ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଖବରପାଇ ଜିଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍‌ଡଲାଇନ ମିଳିତ ଭାବେ ଉକ୍ତ ଶିଶୁଟିକୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଏସ.ଏନ୍‌.ସି.ୟୁରେ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ଦିନରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ : ଜେ.ପି. ନଡ୍ଡା

ଭୁବନେଶ୍ୱର: ଓଡିଶାରେ ଦୀର୍ଘ ସମୟ ରାଜନୈତିକ ଲଢେଇ ପରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି । ଗତ ୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୧ କୋଟି ଭୋଟ ବିଜେପି ସପକ୍ଷରେ ପଡିଛି । ୩୩ଟି ଅନୁସୂଚିତ ଜାତି ଜନଜାତିର ବିଧାନସଭା ଆସନରୁ ୧୧ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ…
ଅଧିକ ଖବର ଦେଖନ୍ତୁ...

ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ମନ୍ଥର ହୋଇଛି ବୁଲେଟ ଟ୍ରେନ ପ୍ରକଳ୍ପ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ପ୍ରକଳ୍ପ ଅହମଦାବାଦ-ମୁମ୍ବାଇ ବୁଲେଟ ଟ୍ରେନ ପ୍ରକଳ୍ପ କାର୍ଯ୍ୟରେ ଦ୍ରୁତ ଅଗ୍ରଗତି ହେଉଛି । ଇତି ମଧ୍ୟରେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ସବୁ ବୈଧାନିକ ମଂଜୁରୀ ମିଳିସାରିଛି । ସେହିପରି ବୁଲେଟ ଟ୍ରେନର ଆଲାଇନମେଣ୍ଟ ଓ ଡିଜାଇନ…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କୁ ୨୦୧୯-୨୦ ମସିହାରୁ ନିଶାଦ୍ରବ୍ୟ ଯୋଗାଇ ଆସୁଥିଲେ ବୋଲି ସ୍ବୀକାର କଲେ ସାମୁଏଲ ମିରାଣ୍ଡା

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)କୁ ଦେଇଥିବା ବିବୃତ୍ତିରେ ସୁଶାନ୍ତ ସିଂ ରାଜପୁତଙ୍କ ଘର ମ୍ୟାନେଜର ସାମୁଏଲ ମିରାଣ୍ଡା ସ୍ୱୀକାର କରିଛନ୍ତି ଯେ ସେ ସେପ୍ଟେମ୍ବର ୨୦୧୯ରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ନିଶାଦ୍ରବ୍ୟ(ଗଞ୍ଜେଇ)…
ଅଧିକ ଖବର ଦେଖନ୍ତୁ...

ସରକାରୀ ଚାକିରି ମନୋନୟନ ପ୍ରକ୍ରିୟା ସ୍ବାଭାବିକ ଭାବେ ଚାଲୁ ରହିବ: ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତୀୟ ସରକାରୀ ଚାକିରି କ୍ଷେତ୍ରରେ ପଦବୀ ପୂରଣ କରିବାରେ କୌଣସି କଟକଣା କିଂବା ନିଷେଧାଜ୍ଞା ନାହିଁ ବୋଲି ଶନିବାର ଦିନ ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତି କାରଣରୁ ସରକାରୀ ସମ୍ବଳ ଉପରୁ ଚାପ ହ୍ରାସ କରିବା ଲାଗି କେନ୍ଦ୍ରୀୟ…
ଅଧିକ ଖବର ଦେଖନ୍ତୁ...

ବୀଭତ୍ସ ହତ୍ୟା: ରାସ୍ତାକଡ଼ ଜମିରୁ ଯୁବକଙ୍କ ହାତ-ଗୋଡ-ମୁଣ୍ଡ ବିହୀନ ଶବ ଉଦ୍ଧାର

ବୀରମହାରାଜପୁର: ରାସ୍ତାକଡ଼ରେ ଥିବା ଚାଷ ଜମିରୁ ଆଜି ସକାଳୁ ଜଣେ ଯୁବକଙ୍କର ହାତ, ଗୋଡ଼ ଓ ମୁଣ୍ଡ ବିହୀନ ଶବ ଉଦ୍ଧାର ହୋଇଛି। ଅଭିଯୁକ୍ତମାନେ ସଂପୃକ୍ତ ଯୁବକଙ୍କୁ ବୀଭତ୍ସ ଭାବରେ ହତ୍ୟା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଂଚଳରେ ଏହି ହତ୍ୟାକାଣ୍ଡ ହୋଇଛି। ମୃତକ ହେଲେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ବ୍ୟବସାୟ କରିବା ସହଜ ନୁହେଁ କି ?  ଇଜ୍ ଅଫ ଡୁଇଙ୍ଗ୍ ବିଜନେସ୍ ତାଲିକାରେ ୨୯ ତମ ସ୍ଥାନକୁ ଖସିଲା ରାଜ୍ୟ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ଇଜ୍ ଅଫ ଡୁଇଙ୍ଗ ବିଜନେସ’ ବା ବ୍ୟବସାୟ କରିବାର ସୁଗମତା ର‍୍ୟାଙ୍କିଙ୍ଗରେ ଓଡ଼ିଶା ୨୯ତମ ସ୍ଥାନରେ ରହିଛି। ପୂର୍ବବର୍ଷ ତୁଳନାରେ ଓଡ଼ିଶା ସୂଚୀରେ ତଳକୁ ଖସିଯାଇଛି ।  ୨୦୧୮ ‘ଇଜ୍ ଅଫ ଡୁଇଙ୍ଗ ବିଜନେସ’  ରିପୋର୍ଟରେ ସମଗ୍ର ଦେଶରେ ୧୪ ତମ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ପିରମିଡଠାରୁ ଦୁଇଗୁଣ ବଡ଼ ଏକ ଧୂମକେତୁ ପୃଥିବୀର କକ୍ଷପଥ ନିକଟ ଦେଇ ଅତିକ୍ରମ କରିବ

ନୂଆଦିଲ୍ଲୀ: ଗିଜାର ଆଇକନିକ୍ ପିରାମିଡ୍ ଠାରୁ ଦୁଇଗୁଣ ବଡ଼ ଏକ ଧୂମକେତୁ ସେପ୍ଟେମ୍ବର ୬ରେ ପୃଥିବୀର କକ୍ଷପଥ ନିକଟ ଦେଇ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି।  ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ୍ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ଏହି ଧୂମକେତୁ ଉପରେ ନଜର ରଖିଛି। ଏହି ଧୂମକେତୁକୁ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୧୨ରୁ ଚାଲିବ ୮୦ଟି ନୂଆ ସ୍ବତନ୍ତ୍ର ଟ୍ରେନ୍, ସେପ୍ଟେମ୍ବର ୧୦ରୁ ବୁକିଙ୍ଗ୍ ଆରମ୍ଭ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ ତାରିଖରୁ ୮୦ଟି ସ୍ବତନ୍ତ୍ର ଟ୍ରେନ୍  ଚଳାଚଳ କରିବ ଏବଂ ଏଥିପାଇଁ ସେପ୍ଟେମ୍ବର ୧୦ ତାରିଖରୁ ରିଜର୍ଭେସନ୍ ଆରମ୍ଭ ହେବ ବୋଲି ଶନିବାର ଦିନ ରେଳ ବୋର୍ଡ ଅଧ୍ୟକ୍ଷ ଭିକେ ଯାଦବ କହିଛନ୍ତି। ସେ କହିଛନ୍ତି ଆଜି କିଛି ସମୟ ପରେ ଟ୍ରେନ୍ ସମ୍ବନ୍ଧରେ ବିଜ୍ଞପ୍ତି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୪୦୯ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୬୭ ଜଣ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଅଂଚଳରୁ ଆଜି ୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୪୨ ଜଣ ଓ ସ୍ଥାନୀୟ ଅଂଚଳରୁ ୧୬୭ ଜଣ ଆକ୍ରାନ୍ତ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...