Daily Archives

September 6, 2020

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅଫ୍‌ଲାଇନରେ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ, ଅଫ୍‌ଲାଇନରେ ହେବ ସ୍ନାତକ ପରୀକ୍ଷା

ବାରିପଦା: ରାଜ୍ୟ ସରକାର ୟୁଜି, ପିଜି ପରୀକ୍ଷା ଆରମ୍ଭ କରିବାକୁ ଘୋଷଣା କରିବା ପରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅନ୍‌ଲାଇନରେ ପରୀକ୍ଷା କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ ସ୍ଥାନୀୟ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ‌ଯୌନ ଶୋଷଣ ଅଭିଯୋଗ: ଖୋଲାରେ ବୁଲୁଛି ଅଭିଯୁକ୍ତ, ଦେଉଛି ହତ୍ୟା ଧମକ

ଜୟପୁର: ଯ‌ୌନ ନିର୍ଯ୍ୟାତନାର‌ ଶିକାର ହୋଇଛନ୍ତି ଜଣେ ଆଦିବାସୀ ନାବାଳିକା। ଏହି ନାବାଳିକାଙ୍କୁ ସଦରଥାନା ଅନ୍ତର୍ଗତ ଜଣେ ବିବାହିତ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାସହ ଥାନାରେ କହିଲେ କି ଅନ୍ୟ କେଉଁଠି କହିଲେ ଜୀବନରୁ ମାରି ଦେବାକ ଧମକ ଦେଇଥିବା ଅଭିଯୋଗ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ମନ୍ଦାର ଫୁଲର ଉପକାରିତା ବିଷୟରେ ଜାଣନ୍ତୁ

ଆମ ଆଖପାଖରେ ଏପରି ଅନେକ ଫୁଲ ରହିଛି ଯେଉଁଥିରେ ଅନେକ ଔଷଧୀୟ ଗୁଣ ଭରି ରହିଥାଏ। ଯାହା ସମ୍ପର୍କରେ ଖୁବ୍ କମ୍ ଲୋକ ଜାଣି ଥାଆନ୍ତି। ଏଭଳି ଏକ ଫୁଲ ହେଉଛି ମନ୍ଦାର ଫୁଲ । ମନ୍ଦାର ଫୁଲ ଏବଂ ପତ୍ର ଦ୍ବାରା ମଧ୍ୟ ଅନେକ ରୋଗରୁ ଉପଶମ ମିଳିଥାଏ । ଏହା ଏକ ଫୁଲ ହେବା ସହ ସ୍ବାସ୍ଥ୍ୟପାଇଁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଦେଖୁ ଦେଖୁ ନୀଳ ଗାଈକୁ ଗିଳି ଦେଲା ଅଜଗର

ମୋରାଦାବାଦ: ଉତ୍ତର ପ୍ରଦେଶ ଅମରୋହା ଜିଲ୍ଲା ଆଦମପୁର ଥାନା ଅନ୍ତର୍ଗତ ମାଳିପୁରା ଗାଁରେ ଆଖୁ କିଆରୀ ଭିତରେ ଏକ ୧୨ ଫୁଟର ଅଜଗର ଗୋଟିଏ ନୀଳ ଗାଈକୁ ଗିଳି ଦେଇଛି। ଏହି ଘଟଣା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଶିଶୁ ଅଚେତ ହୋଇ ପଡ଼ିଥିଲା। ଏହାପରେ ଘଟଣା ସମ୍ପର୍କ ଗ୍ରାମବାସୀ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତଙ୍କ ଭିଡିଓ ସେୟାର କରି ଆଇପିଏସ୍ ଅଧିକାରୀ କହିଲେ, ଏମିତି ନାଚିଲେ କରୋନା ନିଶ୍ଚୟ ହାରିଯିବ

ନୂଆଦିଲ୍ଲୀ: କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ପରିସ୍ଥିତିରେ ଖୁସିରେ ରହୁଥିବା ଦେଖିବାକୁ ମିଳିଥାଏ। ନିକଟରେ ଏପରି ଏକ ଦୃଶ୍ୟ କୋଭିଡ ଡାକ୍ତରଖାନାରୁ ସାମ୍ନାକୁ ଆସିଛି| ଯେଉଁଠାରେ କିଛି କରୋନା ରୋଗୀ ଡାକ୍ତରଖାନାରେ ଜନ୍ମଦିନ ଭୋଜି ପାଳନ କରି ଖୁବ ଖୁସିରେ ନାଚୁ ଥିବା ନଜରକୁ ଆସିଛି…
ଅଧିକ ଖବର ଦେଖନ୍ତୁ...

ଖେଳୁ ଖେଳୁ ଜୀଅନ୍ତା ସାପକୁ ଗିଳି ଦେଲା ଶିଶୁ, ଆଉ ତା’ପରେ..

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଜ‌‌ଣେ ଶିଶୁ ଖେଳୁଥିବା ସମୟରେ ଏକ ଜୀବନ୍ତ ସାପକୁ ଗିଳି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ସୌଭାଗ୍ୟବଶତଃ ଶିଶୁର ମା’ ପିଲା ପାଟି ଭିତରେ କ’ଣ ପୂରାଇ ଦେଇଥିବା ସନ୍ଦେହ କରି ଆଁ କରିବାକୁ କହିଥିଲେ। ପିଲାଟି ଆଁ କରିବା ପରେ ପାଟି ଭିତରେ କ’ଣ…
ଅଧିକ ଖବର ଦେଖନ୍ତୁ...

ବଡ଼ ଅବହେଳା; କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ବଦଳାଇ ଦିଆଗଲା ମୃତଦେହ

ଗାଜିଆବାଦ: ଉତ୍ତରପ୍ରଦେଶରେ କରୋନା ମାମଲା ମଧ୍ୟରେ ଅବହେଳାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗାଜିଆବାଦରେ କରୋନା ପଜିଟିଭ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ଶବ ବଦଳାଇ ଦିଆଯାଇଥିଲା।  ମୋଦିନଗରରେ ଜଣେ କରୋନା ପଜିଟିଭ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ମେରଟର ଏକ ପରିବାରକୁ ପଠାଇ…
ଅଧିକ ଖବର ଦେଖନ୍ତୁ...

ଏୟାର ଇଣ୍ଡିଆ ‌ବୟସ୍କମାନଙ୍କ ପାଇଁ ଆଣିଛି ଜବରଦସ୍ତ ରିହାତି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ବୟସ୍କମାନଙ୍କ ପାଇଁ ଏକ ଜବରଦସ୍ତ ରିହାତି ଦିଆଯାଉଛି। ଇକୋନୋମି କ୍ୟାବିନରେ ବଛାବଛା ବୁକିଂ କ୍ଲାସରେ ଟିକେଟ୍ କିଣିବା ସମୟରେ ୫୦ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଏହି ରିହାତିରେ ଦେଶର ଯେକୌଣସି ସ୍ଥାନକୁ ଯାତ୍ରା କରି ହେବ। ଏହାର ଟିକେଟ ଆପଣ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ଚିନ୍ତାର ବିଷୟ: ଦେଶରେ ପ୍ରଥମ ଥର ୨୭ବର୍ଷୀୟ ମହିଳା ପୁଣିଥରେ କରୋନା ସଂକ୍ରମିତ

ବେଙ୍ଗାଲୁରୁ: ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । କିନ୍ତୁ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ପୁଣି ସଂକ୍ରମିତ ହେବା ମାମଲା ଏବେ ଦେଶରେ ଏକ ପ୍ରକାର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏଭଳି ଏକ ମାମଲା କର୍ଣ୍ଣାଟକ…
ଅଧିକ ଖବର ଦେଖନ୍ତୁ...

ଅନୁଭବଙ୍କ ଅଭିଯୋଗର ବର୍ଷାଙ୍କ ଜବାବ: ସୋସିଆଲ ମିଡିଆରେ ଲେଖିଲେ- ସତ କେବେ ଲୁଚି ରହେନା

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଅଭିଯୋଗର ଜବାବ ସୋସିଆଲ ମିଡିଆରେ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଫେସବୁକରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି, ସତ କେବେ ଲୁଚି ରହେନା । ଜଣକ ଉପରେ ମିଛ ଅଭିଯୋଗ ଆଣି ଜଣକ ଚରିତ୍ର ଉପରେ ଆଙ୍ଗୁଠି ଉଠାଇବା ଆଗରୁ ଭଗବାନଙ୍କୁ ଭୟ କରିବା…
ଅଧିକ ଖବର ଦେଖନ୍ତୁ...