Daily Archives

September 6, 2020

ପୁଣି ଆସନ୍ତାକାଲି ରିୟାଙ୍କୁ ପଚରାଉଚୁରା କରିବ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଟିମ୍ ରିୟା ଚକ୍ରବର୍ତ୍ତୀଙ୍କ ପ୍ରଶ୍ନ ଶେଷ ହୋଇଛି। ଆସନ୍ତାକାଲି ତାଙ୍କୁ ପୁଣି ପଚରାଉଚରା କରାଯିବ। ଏନସିଆର ଡେପୁଟି ଡାଇରେକ୍ଟର ଅମିତ ଫକ୍କାଡ…
ଅଧିକ ଖବର ଦେଖନ୍ତୁ...

୧୫ ଦିନ ମଧ୍ୟରେ ଲକ୍‌ଡାଉନ୍‌ ପୂର୍ବରୁ ବୁକ୍ ହୋଇଥିବା ବିମାନ ଟିକେଟ୍‌ ବାବଦ ପୂର୍ଣ୍ଣ ଅର୍ଥ ‌ଫେରସ୍ତ କରିବାକୁ…

ନୂଆଦିଲ୍ଲୀ: ମାର୍ଚ ୨୫ ତାରିଖ ପୂର୍ବରୁ ଯେଉଁ ଯାତ୍ରୀମାନେ ବିମାନ ଟିକେଟ୍ ବୁକ୍ କରିଥିଲେ ୧୫ ଦିନ ମଧ୍ୟରେ ସେମାନଙ୍କୁ ପୂର୍ଣ୍ଣ ଅର୍ଥ ଫେରସ୍ତ ଦେବାକୁ ପ୍ରସ୍ତାବ ଦେଇ ବେସାମରିକ ବିମାନ ଚଳାଚଳ ଏବଂ ବେସାମରିକ ବିମାନ ଚଳାଚଳର ମହାନିର୍ଦେଶାଳୟ ସୁପ୍ରିମ୍‌ କୋର୍ଟରେ ଏକ ସତ୍ୟପତ୍ର ଦାଖଲ…
ଅଧିକ ଖବର ଦେଖନ୍ତୁ...

ଗଂଜାମରେ ନାବାଳିକାକୁ ବଳି ପକାଇବା ପାଇଁ ଅପହରଣ ଉଦ୍ୟମ ପଣ୍ଡ, ତିନି ଗିରଫ

ଶେରଗଡ଼: ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକର ଆସିକା ଥାନା ଅନ୍ତର୍ଗତ ଚଷାପିତଳ ଗ୍ରାମରେ ଜଣେ ନାବାଳିକାକୁ ବଳି ପକାଇବା ପାଇଁ ଅପହରଣ ଉଦ୍ୟମ ପଣ୍ଡ ହୋଇଛି। ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ବାଇକ ଏବଂ ଦୁଇଟି ଖଣ୍ଡା ଜବତ କରିଛି। ଗିରଫ ଅଭିଯୁକ୍ତମାନେ…
ଅଧିକ ଖବର ଦେଖନ୍ତୁ...

ବଲରେ ସାନିଟାଇଜର ଲଗାଇଥିବାରୁ ନିଲମ୍ବିତ ହେଲେ ଏହି ଖେଳାଳି

ଲଣ୍ଡନ: ଅଷ୍ଟ୍ରେଲିଆରେ ଜନ୍ମିତ ଇଂଲଣ୍ଡର କ୍ରିକେଟର ମିଚ କ୍ଲେଡନଙ୍କୁ ବଲରେ ସାନିଟାଇଜର ଲଗାଇଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି। ମିଚଙ୍କୁ ତାଙ୍କ କାଉଣ୍ଟିଙ୍ଗ ଟିମ ସସେକ୍ସ ନିଲମ୍ବିତ କରିଛି | ଅଭିଯୋଗ ମୁତାବକ ୩୭ ବର୍ଷୀୟ ମିଚ ଗତ ମାସରେ ଏକ ମ୍ୟାଚ ଖେଳିଥିଲେ | ଏଥିରେ ସେ ତିନୋଟି…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଯାନ-୧ ପଠାଇଥିବା ଫଟୋ‌ରୁ ଜଣାପଡୁଛି ଚନ୍ଦ୍ରପୃଷ୍ଠରେ ପୃଥିବୀ ବାୟୁମଣ୍ଡଳର ପ୍ରଭାବ ପଡୁଥାଇ ପାରେ

ନୂଆଦିଲ୍ଲୀ: ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଡକ୍ଟର୍‌ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଚନ୍ଦ୍ରର ଦୁଇ ମେରୁରେ କଳଙ୍କି ଲାଗିଥିବା ଇସ୍ରୋର ପ୍ରଥମ ଚନ୍ଦ୍ର ଅଭିଯାନ ପଠାଇଥିବା ଫଟୋଚିତ୍ରରେ ଦେଖାଯାଉଛି। ଚନ୍ଦ୍ରପୃଷ୍ଠ ଲୁହାପଥରରେ ସମୃଦ୍ଧ ବୋଲି ଜଣାଥିଲେ ମଧ୍ୟ ସେଠାରେ ଜଳ ଓ ଅମ୍ଳଜାନ ଥିବା…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ୧୯୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ଯୋଗୁଁ ୯୧ ଆକ୍ରାନ୍ତ

କଟକ: ଆଜି କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପିଛି। ସହରର ବିଭିନ୍ନ ସ୍ଥାନରୁ ମୋଟ ୧୯୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୦୪ ଜଣ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ଯୋଗୁଁ ବାକି ୯୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସରକାରୀ ସଂଗରୋଧ ୪ ଜଣ କୋଭିଡ…
ଅଧିକ ଖବର ଦେଖନ୍ତୁ...

ଡିଏସ୍‌ପିଙ୍କ ବୋଲେରୋରେ ଗଞ୍ଜେଇ ଚାଲାଣ ମହଙ୍ଗା ପଡ଼ିଲା, ଦୁଇ ରେଳବାଇ କନେଷ୍ଟବଳ ବହିଷ୍କୃତ

ରାଉରକେଲା: ରେଳବାଇ ଡିଏସ୍‌ପିଙ୍କ ବୋଲେରୋରେ ଗଞ୍ଜେଇ ଚାଲାଣ କରିବା ଦୁଇ ଜଣ କନେଷ୍ଟବଳଙ୍କୁ ମହଙ୍ଗା ପଡିଛି। ପୁଲିସ ଚାକିରିରେ ରହି କ୍ଷମତାର ଦୁରୁପଯୋଗ ସହ ବିଭାଗକୁ ବଦ୍‌ନାମ କରିଥିବାରୁ ରେଳବାଇ ଏସ୍‌ପି ତ୍ରିନାଥ କୁମାର ପଟେଲ ଆଜି ଦୁଇ କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତ।…
ଅଧିକ ଖବର ଦେଖନ୍ତୁ...

କଟକ ଜିଲ୍ଲାରୁ ୪୩୧ଙ୍କ ସମେତ ଆଜି ସୁସ୍ଥ ହେଲେ ୨୫୯୦ ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ହେଲା ୯୬, ୩୬୪

ଭୁବନେଶ୍ୱର: କଟକ ଜିଲ୍ଲାରୁ ୪୩୧ ଜଣଙ୍କ ସମେତ ରାଜ୍ୟରେ ଆଜି ୩୦ଟି ଜିଲ୍ଲାରୁ ୨୫୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୬…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠାରୁ ଆରମ୍ଭ ହୋଇପାରେ ‘କୋଭାକ୍ସିନ’ର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲ୍ଲୀ: କରୋନା ଭୂତାଣୁ ରୋକିବା ପାଇଁ 'ଭାରତ ବାୟୋଟେକ୍' ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ 'କୋଭାକ୍ସିନ' ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟକୁ ଔଷଧ ନିୟନ୍ତ୍ରକ(ଡ୍ରଗ ରେଗୁଲେଟରି) ଅନୁମୋଦନ କରିଛନ୍ତି। ସୂଚନାନୁସାରେ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଟିକା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ଅଣ୍ଡର୍‌ୱାର୍ଲଡ୍‌ରୁ ଉଦ୍ଧବ ଠାକ୍‌ରେଙ୍କୁ ଫୋନ୍: ମୁମ୍ବାଇ ବାସଭବନ ‘ମାତୋଶ୍ରୀ’କୁ ବିସ୍ଫୋରଣ କରି ଧ୍ବଂସ କରିଦେବୁ

ମୁମ୍ବାଇ: ‘ମାତୋଶ୍ରୀ’ ବାସଭବନକୁ ବିସ୍ଫୋରଣ କରି ଧ୍ବଂସ କରିଦିଆଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଫୋନ୍‌ରେ ଧମକ ଦିଆଯାଇଥିବା କଥା ଅଭିଯୋଗ ହୋଇଛି। ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ଦାଉଦ୍ ଇବ୍ରାହିମ୍‌ଙ୍କ ନାଁରେ ଏହି ଫୋନ୍ କଲ୍ ଆସିଥିବା କଥା…
ଅଧିକ ଖବର ଦେଖନ୍ତୁ...