Daily Archives

September 6, 2020

୧୩ ହଜାର ଟପିଲା ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୪୮୩ ପଜିଟିଭ୍‌

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ଟପିଛି। ବିଭିନ୍ନ ଅଂଚଳରୁ ଆଜି ୪୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୦୫ ଜଣ ଓ ସ୍ଥାନୀୟ ଅଂଚଳରୁ ୨୭୮ ଜଣ ଆକ୍ରାନ୍ତ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି…
ଅଧିକ ଖବର ଦେଖନ୍ତୁ...

ମତେ ଓ ବର୍ଷାଙ୍କୁ ନେଇ ମନଗଢା କାହାଣୀ ସୃଷ୍ଟି ନ କରାଯାଉ: ଅନୁଭବ

ଭୁବନେଶ୍ଵର: ଓଲିଉଡ ସୁପରଷ୍ଟାର ଯୋଡି ବର୍ଷା ଓ ଅନୁଭବଙ୍କ ବିବାଦ ବଢିଚାଲିଥିବା ବେଳେ ମତ ରଖିଛନ୍ତି କେନ୍ଦ୍ରାପଡା ସାଂସଦ । ଏକ ପ୍ରେସ ବିବୃତି ଜାରି କରି ଅନୁଭବ କହିଛନ୍ତି, ତାଙ୍କର ବ୍ୟକ୍ତିଗତ ଜୀବନକୁ ପଦାରେ ନ ପକାଇବା ପାଇଁ ସେ କିଛି ମାସ ଧରି ନିରବ ରହିଥିଲେ । ତେବେ ଗଣମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ଚୁସ୍‌ହୁଲ୍‌ର ଅପହଞ୍ଚ ଉଚ୍ଚତାରେ ଭାରତୀୟ ଯବାନଙ୍କୁ ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଛନ୍ତି ସ୍ଥାନୀୟ…

ଜମ୍ମୁ: ପୂର୍ବ ଲଦାଖରେ ଚୀନ୍ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ଚୁସ୍‌ହୁଲ୍ ଓ ମେରାକ୍‌ ଗାଁର ସ୍ଥାନୀୟ ଅଧିବାସୀମାନେ ଭାରତୀୟ ସେନାକୁ ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବାର ଚିତ୍ର ସାମାଜିକ ଗଣମାଧ୍ୟରେ ବ୍ୟାପକ ପ୍ରସାରିତ ହେଉଛି। ଫେସ୍‌ବୁକ୍ ପୋଷ୍ଟ୍‌ରେ ଲେହସ୍ଥିତ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ର ମାଡ଼ରେ ଠେଲା ମାଲିକ ଗୁରୁତର ହେବା ଘଟଣା: ବୀରମହାରାଜପୁର ଥାନାରେ ପୁଲିସ ନାଁରେ ଏତଲା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଗତ ୪ ତାରିଖ ସନ୍ଧ୍ୟାରେ ପୁଲିସର ମାଡ଼ରେ ଜଣେ ଠେଲା ମାଲିକ ଗୁରୁତର ହେବା ଘଟଣାରେ ଥାନାରେ ଏତଲା ହୋଇଛି। ବୀରମହରାଜପୁର ଥାନାରେ ଠେଲାମାଲିକ ସୁଦାମ ବିଶ୍ୱାଳ (୩୨)ଙ୍କ ପତ୍ନୀ ଗତକାଲି ପୁଲିସ ସବ ଇନ୍‌ସପେକ୍ଟର ବିଜୟ କୁମାର ବାରିକଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ଆଇପିଏଲ-୨୦୨୦ର ମ୍ୟାଚ ତାଲିକା, ଜାଣନ୍ତୁ ପ୍ରଥମ ଦିନ କିଏ ମୁହାଁମୁହିଁ ହେବେ ?

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି | ଆଇପିଏଲର ୧୩ ତମ ସିଜନ ୧୯ ସେପ୍ଟେମ୍ବରରୁ ଆବୁଧାବିରେ ଆରମ୍ଭ ହେବ | ଉଦ୍‌ଘାଟନୀ ମ୍ୟାଚ୍ ଗତ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)…
ଅଧିକ ଖବର ଦେଖନ୍ତୁ...

ଇରାନ୍‌ର ଜେନେରାଲ୍ ହାତାମିଙ୍କୁ ସାକ୍ଷାତ୍ କରି ଦ୍ବିପାକ୍ଷିକ ସମସ୍ୟା ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ତେହେରାନ୍: ଇରାନ୍‌ର ପ୍ରତିରକ୍ଷା ମନ୍ତ୍ରୀ ବ୍ରିଗେଡିୟର୍‌ ଜେନେରାଲ୍ ଅମିର ହାତାମିଙ୍କ ସହ ତାଙ୍କ ବୈଠକ ଖୁବ୍ ଫଳପ୍ରଦ ହୋଇଥିବା କଥା ରବିବାର ଦିନ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଆଫଗାନିସ୍ତାନ ସମସ୍ୟା ସମେତ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ଏବଂ ଆଞ୍ଚଳିକ…
ଅଧିକ ଖବର ଦେଖନ୍ତୁ...

ସର୍ବସାଧାରଣ ସ୍ଥାନରେ ହୋଇ ପାରିବନି ଶାରଦୀୟ ଦୁର୍ଗାପୂଜା: ମୟୂରଭଂଜ ଜିଲ୍ଲାପାଳ

ବାରିପଦା: ସର୍ବସାଧାରଣ ସ୍ଥାନରେ କୌଣସି ପୂଜାକୁ ଅନୁମତି ପ୍ରଦାନ କରାଯାଇପାରିବ ନାହିଁ। କୋଭିଡ୍‌-୧୯ ସ୍ଥିତି ଉପରେ ଅନୁଧ୍ୟାନ କରୁଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲାପାଳ ବିନୀତ ଭରଦ୍ଵାଜ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଉପରେ…
ଅଧିକ ଖବର ଦେଖନ୍ତୁ...

କରୋନା ପଜିଟିଭ ଚିହ୍ନଟ ହେଲେ ବଲିଉଡ ଅଭିନେତା ଅର୍ଜୁନ କପୁର

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଅଭିନେତାଙ୍କ କରୋନା ଭାଇରସ୍ ପରୀକ୍ଷା ରିପୋର୍ଟ ପଜିଟିଭ ହୋଇଥିବାବେଳେ ଅର୍ଜୁନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଏହା ବିଷୟରେ ସୂଚନା ଦେଇଛନ୍ତି। ଅଭିନେତାଙ୍କର କରୋନାଭାଇରସର କୌଣସି ଲକ୍ଷଣ…
ଅଧିକ ଖବର ଦେଖନ୍ତୁ...

ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମରେ ଛାଡ଼ପତ୍ର ପ୍ରଚାର ରୋକିବା ଲାଗି ନ୍ୟାୟାଳୟଙ୍କୁ ପ୍ରାର୍ଥନା କଲେ ଅନୁଭବ

ନୂଆଦିଲ୍ଲୀ: ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ପରେ ଛାଡ଼ପତ୍ର ନେଇ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ସ୍ବାମୀ ଅନୁଭବ ମହାନ୍ତି। ସେ ନୂଆଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଅନୁଭବ ମହାନ୍ତି ତାଙ୍କର ପିଟିସନରେ ଦର୍ଶାଇଛନ୍ତି ଯେ ଏହି ମାମଲା…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ଦିନରେ ମଧ୍ୟ ୭୦ ହଜାରରୁ ଅଧିକ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ସୁସ୍ଥ କରି ରେକର୍ଡ କଲା ଭାରତ

ନୂଆଦିଲ୍ଲୀ: ରବିବାର ଦିନ ଭାରତ କ୍ରମାଗତ ଦ୍ବିତୀୟ ଦିନରେ ମଧ୍ୟ ୭୦ ହଜାରୁ ଅଧିକ କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ସୁସ୍ଥ କରି ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୩, ୬୪୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହୋମ୍‌ ଆଇସୋଲେସନ୍‌ କିଂବା ଡାକ୍ତରଖାନାରୁ ବିଦା ହୋଇଛନ୍ତି। ଏମାନଙ୍କୁ ମିଶାଇ…
ଅଧିକ ଖବର ଦେଖନ୍ତୁ...