Daily Archives

September 7, 2020

 ବିଷଧର ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ଡାବୁଗାଁ :    ଡାବୁଗାଁ ଥାନା ବନ୍ଧକଣା ଗ୍ରାମରେ ଜଣେ ମହିଳା ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡିବାରୁ ତାଙ୍କର ମୃତ୍ୟୁ ଘଟିଛି  । ମୃତ ମହିଳା ଜଣକ ହେଲେ ବନ୍ଧକଣା ଗ୍ରାମର ଶୋଭା ମୁଦୁଲି ଙ୍କ ସ୍ତ୍ରୀ ଚଞ୍ଚଳା ମୁଦୁଲି (୩୫) । ମୃତ ଚଂଚଲା ମୁଦୁଲି ର ସ୍ବାମୀ ଶୋଭା ମୁଦୁଲି ଡାବୁଗାଁ…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ଖୋଲିବା ଦାବିରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ବାରିପଦାରେ ୩ ଘଣ୍ଟିଆ ଧାରଣା

ବାରିପଦା : ମନ୍ଦିର ଖୋଲ ନଚେତ ମନ୍ଦିର ସେବାୟତଙ୍କୁ ମାସିକ ଭରଣା ଦିଆଯାଉ। ସବୁ ଖୋଲିଗଲା ପରେ ମଧ୍ୟ ରାଜ୍ୟର ବିଭିନ୍ନ ମଠ ମନ୍ଦିର ଖୋଲିବାକୁ ସରକାର ଅନୁମତି ଦେଇନାହାନ୍ତି। ଏହା ଫଳରେ ମନ୍ଦିର ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ପୂଜକ ଏବଂ ସେବାୟତମାନେ…
ଅଧିକ ଖବର ଦେଖନ୍ତୁ...

ଜୟପୁର : ନାବାଳିକା ଅପହରଣ ମାମଲାରେ ଦୁଇ ଗିରଫ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଅଧୀନରେ ଭାଇ-ଭଉଣୀଙ୍କୁ ଅପହରଣ ପରେ ନାବଳିକା ଭଉଣୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଆଜି ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସାନ ମେଦିରି ସାହିର ହରି ସୁନାଙ୍କ ପୁଅ ଶିବ ସୁନା(୩୦) ଓ ଛୋଟାଗୁଡାର ମଙ୍ଗଳ…
ଅଧିକ ଖବର ଦେଖନ୍ତୁ...

ନଡ଼ିଆ ତେଲରେ ରହିିଛି ଏହି ସବୁ ଉପକାରୀ ଗୁଣ

ଗରିବରୁ ନେଇ ଧନୀ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ସୁହାଇଲା ଭଳି ତେଲଟିଏ ହେଉଛି ନଡ଼ିଆ ତେଲ। ନଡିଆ ତେଲରେ ଥିବା ଫ୍ୟାଟି ଏସିଡି ଚର୍ବି କମ୍‌ କରିବାରେ ସହାୟ ହୋଇଥାଏ। ଅନେକ ଲୋକ ଏହାକୁ ରାନ୍ଧିବା ପାଇଁ ବ୍ୟବହାର କରନ୍ତି। ଅନେକ ଦ୍ରବ୍ୟ ଯେପରିକି ଭଜା ଖାଦ୍ୟ, ମିଠା, ସାମ୍ପୁ, କଫି…
ଅଧିକ ଖବର ଦେଖନ୍ତୁ...

ମଣିଷ ଦୁଃଖର ଏହା ହୋଇଥାଏ ସବୁଠାରୁ ବଡ଼ କାରଣ…

ମଣିଷ ଜୀବନର ଦୁଃଖ ଏକ ଅଙ୍ଗ ପରି। ପ୍ରତ୍ୟେକ ଲୋକଙ୍କ ଜୀବନରେ କିଛି ନା କିଛି ଦୁଃଖ ନିଶ୍ଚୟ ରହିଛି। ଦୁଃଖର ଅନେକଗୁଡ଼ିଏ କାରଣ ରହିଥାଏ। ଆମେ ନିଜେ ଚାହିଁଲେ ସେ ଦୁଃଖ ସବୁକୁ ଦୂର କରାଯାଇପାରେ। ଅର୍ଥନୀତିଜ୍ଞ, ଦାର୍ଶନିକ ତଥା ପରାମର୍ଶଦାତା ମହର୍ଷି ଚାଣକ୍ୟଙ୍କ ବିଷୟରେ ପୂର୍ବରୁ ଆମେ ଅନେକ…
ଅଧିକ ଖବର ଦେଖନ୍ତୁ...

ପେଟ ପୋଷିବାକୁ ଅଟୋ ଚାଳକ ସାଜିଲେ ଡାକ୍ତର, ଆଇଏଏସ୍‌ ଅଧିକାରୀଙ୍କୁ କଲେ ଦାୟୀ

ବେଙ୍ଗାଲୁରୁ: କୋଭିଡ -୧୯ ପରିସ୍ଥିତିର ମୁକାବିଲା ପାଇଁ ଲୋକଙ୍କକୁ ଆର୍ଥିକ ଅଭାବ ଦେଇ ଗତି କରିବାକୁ ପଡୁଥିବା ‌ବେଳେ ୫୩ ବର୍ଷିଅ ଜଣେ ଜିଲ୍ଲା ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ ଅଧିକାରୀ ନିଜର ଜୀବିକା ନିର୍ବାହ ପାଇଁ ଏକ ଅଟୋ ରିକ୍ସା ଚଳାଉଥିବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ସେ…
ଅଧିକ ଖବର ଦେଖନ୍ତୁ...

ଘରେ ରହି କରୋନାକୁ ହରାଇ ଉଦାହାରଣ ପାଲଟିଲେ ୧୦୨ ବର୍ଷୀୟା ବୃଦ୍ଧା

ଅନନ୍ତପୁର: ବଢ଼ି ବଢ଼ି ଚାଲିଛି ମହାମାରୀ କରୋନା ସଂକ୍ରମଣ। ପ୍ରତିଦିନ ଦେଶରୁ ହଜାର ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ଭୟ ବି ବଢ଼ିବାରେ ଲାଗିଛି। ମାତ୍ର ଆପଣ ଜାଣି ରଖନ୍ତୁ ଯେ କରୋନା ଭୟ କରିବା ପରି ଏକ ରୋଗ ନୁହେଁ, ଏହାକୁ ସତର୍କତା ଅବଲମ୍ବନ କଲେ ଚୁଟ୍‌କିରେ ବି ହରାଇ ଦେଇ ହେବ !…
ଅଧିକ ଖବର ଦେଖନ୍ତୁ...

ଆଦର୍ଶ ଗୁରୁ : ନିଜ ସଞ୍ଚୟ ଟଙ୍କାରୁ ୧୬ ଜଣ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ୍‌ କିଣିଦେଲେ ଶିକ୍ଷକ

‌ଚେନ୍ନାଇ: ମହାମାରୀ କରୋନା ଭାଇରସ୍‌ ପାଇଁ ସ୍କୁଲ୍‌ଗୁଡ଼ିକ ବନ୍ଦ ରହିଥିବା ବେଳେ ଅନ୍‌ଲାଇନ୍‌ କ୍ଲା‌ସକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ଏହି କାରଣରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଣ୍ଡ୍ରଏଡ୍‌ ସେଟ୍ ଏବେ‌ ନିହାତି ଆବଶ୍ୟକ ‌ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ପରମବାଲୁସ୍ଥିକ ଏକ ସରକାରୀ…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଗୁଳିମାଡ଼ରେ ପଡ଼ୋଶୀ ଆହତ

ଭୁବନେଶ୍ବର : ରାଜଧାନୀର ଖଣ୍ଡଗିରିଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ସୋମବାର ରାତିରେ ଏକ ଗୁଳିକାଣ୍ଡ ହୋଇଛି । ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଗୁଳିମାଡ଼ରେ ତାଙ୍କ ପଡ଼ୋଶୀ ଆହତ ହୋଇଥିବା ଜଣାଯାଇଛି । ବିବାଦର କାରଣ ଜଣାପଡ଼ିନାହିଁ ।  ଆହତ କୁଞ୍ଜ ବିହାରୀ ଏକ ଘରୋଇ ହସପିଟାଲରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ମହତ୍ତ୍ବାକା˚କ୍ଷା ସମୟ ସହ ବଦଳି ଯିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ପରିବାରରେ ହସଖୁସି ବୃଦ୍ଧି ପାଇବ। ବୃଷ: ପରିଶ୍ରମ ଅନୁସାରେ ସଫଳତା ପାଇବେ। ଅନ୍ୟମାନଙ୍କ ସମ୍ପର୍କରେ ଚର୍ଚ୍ଚା କରନ୍ତୁ ନାହିଁ। ବନ୍ଧୁଙ୍କ ସହିତ ଅଧିକ ଘନିଷ୍ଠ ହେବେ। ଅଧିକ…
ଅଧିକ ଖବର ଦେଖନ୍ତୁ...