Daily Archives

September 7, 2020

୯୬.୨% ସାକ୍ଷରତା ହାର ସହ ଦେଶର ସର୍ବୋତ୍ତମ ସାକ୍ଷର ରାଜ୍ୟ କେରଳ, ସବୁଠୁ ସ୍ବଳ୍ପ ସାକ୍ଷର ଥିବା ରାଜ୍ୟ ଆନ୍ଧ୍ରପ୍ରଦେଶ

ନୂଆଦିଲ୍ଲୀ: ୯୬.୨% ସାକ୍ଷରତା ହାର ସହ ଦେଶର ଶୀର୍ଷ ସାକ୍ଷର ରାଜ୍ୟ ଭାବେ ପୁଣି କେରଳ ପରିଗଣିତ ହୋଇଥିବା କଥା ‘ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ’ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ୬୬.୪% ସାକ୍ଷରତା ହାର ସହ ଆନ୍ଧ୍ରପ୍ରଦେଶ ସାକ୍ଷରତା ରେଟ୍‌ ଚାର୍ଟର ସର୍ବନିମ୍ନ ସ୍ଥାନରେ ରହିଛି।…
ଅଧିକ ଖବର ଦେଖନ୍ତୁ...

ମୋର ଗୋଟିଏ ଛୋଟିଆ ଭୁଲ୍‌ ନିଷ୍ପତ୍ତି ଯୋଗୁ ମୋ ପରିବାର ଅନେକ ବର୍ଷ ହେବ ଭୋଗି ଚାଲିଛି : ଅନୁଭବ

କଟକ: ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁଲିସ୍‌କୁ ସୁରକ୍ଷା ମାଗିବା ପରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। କଟକସ୍ଥିତ ଘର ସାମ୍ନାରେ ବହୁ ସଂଖ୍ୟାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ହାତ ଯୋଡ଼ି ସାଂସଦ କହିଥିଲେ ଯେ ’ମାମଲା ନ୍ୟାୟାଳୟର ବିଚାରାଧୀନ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ୨.୮ ଲକ୍ଷ ଟଙ୍କା

ଭୁବନେଶ୍ବର : ଆଜି ଭୁବନେଶ୍ବରରେ ଏକ ବ୍ୟାଙ୍କ ଶାଖାରେ ବନ୍ଧୁକ ଦେଖାଇ ଜଣେ ଦୁର୍ବୁତ୍ତ ୨.୮ ଲକ୍ଷ ଟଙ୍କା ଲୁଟି ନେଇଛି । ଏହି ଲୁଟ ବେଳେ ଶାଖାରେ ମାତ୍ର ଦୁଇଜଣ କର୍ମଚାରୀ ଥିବାବେଳେ କୌଣସି ସୁରକ୍ଷା କର୍ମୀ ନଥିଲେ । ଅଭିଯୋଗ ଅନୁଯାୟୀ ଆଜି ଅପରାହ୍ଣରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ,…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷାଙ୍କ ଉପରକୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗାନା ଜିଲ୍ଲାରେ ଆଜି (ସୋମବାର) ଅପରାହ୍ନରେ ଅଜ୍ଞାତ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଦକ୍ଷିଣ ୨୪ ପରଗାନା ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

କୋଭିଡ୍-୧୯ ହେଲ୍‌ପ୍‌ଲାଇନ୍ ନମ୍ବର ଉନ୍ନୀତ କଲା ଭୁବନେଶ୍ବର ମହାନଗର ନିଗମ : ଏବେ ଏହି ନମ୍ବର ୨୪x୭ ସକ୍ରିୟ ରହିବ

ଭୁବନେଶ୍ବର: ସୋମବାର ଦିନ ଭୁବନେଶ୍ବର ମହାନଗର ନିଗମ ତା’ର କୋଭିଡ୍-୧୯ ହେଲ୍‌ପ୍‌ଲାଇନ୍ ନମ୍ବର ୧୯୨୯କୁ ଉନ୍ନୀତ କରିଥିବା କଥା ଟୁଇଟ୍‌ କରି ସୂଚନା ଦେଇଛି। ଭୁବନେଶ୍ବର ନିମନ୍ତେ ଏଥର ଏହି ହେଲ୍‌ପ୍‌ଲାଇନ୍‌ ନମ୍ବର ୨୪x୭ ସକ୍ରିୟ ରହିବ। ଏହି ହେଲ୍‌ପ୍‌ଲାଇନ୍ ନମ୍ବର୍‌କୁ ଫୋନ୍ କରି…
ଅଧିକ ଖବର ଦେଖନ୍ତୁ...

ରୋଗୀ ଆସୁ ନ ଥିବାରୁ ସେପ୍ଟେମ୍ବର ୧୫ରୁ ବନ୍ଦ ହେବ ବେଙ୍ଗାଲୁରୁସ୍ଥିତ ଭାରତର ବୃହତ୍ତମ କୋଭିଡ୍-୧୯ କେୟାର୍‌…

ବେଙ୍ଗାଲୁରୁ: ରୋଗୀ ଆସୁ ନ ଥିବାରୁ ଲକ୍ଷଣବିହୀନ ଓ ସାମାନ୍ୟ ଲକ୍ଷଣଯୁକ୍ତ କରୋନାଭାଇରସ୍ ଆକ୍ରାନ୍ତମାନଙ୍କ ଚିକିତ୍ସା ନିମନ୍ତେ ବେଙ୍ଗାଲୁରୁ ଆନ୍ତର୍ଜାତିକ ପ୍ରଦର୍ଶନୀ କେନ୍ଦ୍ରରେ ଖୋଲିଥିବା ଭାରତର ବୃହତ୍ତମ କୋଭିଡ୍‌ କେୟାର୍‌ ସେଣ୍ଟର୍‌ ସେପ୍ଟେମ୍ବର ୧୫ରୁ ବନ୍ଦ ‌କରାଯିବ।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ଆଉ ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ( ରବିବାର ସକାଳ ୯ଟାରୁ ସୋମବାର ସକାଳ ୯ଟା ସୁଦ୍ଧା)  ମୋଟ୍‌ ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରୁ ୧୫୯ଟି କ୍ବାରାଣ୍ଟାଇନ ମାମଲା ଥିବାବେଳେ ୨୩୫ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ସେହିପରି ୧୫୯ଟି…
ଅଧିକ ଖବର ଦେଖନ୍ତୁ...

ବିହାର ନିର୍ବାଚନ ପୂର୍ବରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବିଜେପି ରାଜନୀତି କରୁଛି: ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବିଜେପି ରାଜନୀତି କରୁଛି। ବିହାର ନିର୍ବାଚନ ପୂର୍ବରୁ ବିହାରରେ ଲୋକମାନେ ସମ୍ମୁଖୀନ ହେଉଥିବା ଅସଲ ସମସ୍ୟା ଉପରୁ ଲୋକଙ୍କ ଧ୍ୟାନକୁ ହଟାଇବା ଉଦ୍ଦେଶ୍ୟରେ ବିଜେପି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ରାଜନୀତିକରଣ କରୁଛି…
ଅଧିକ ଖବର ଦେଖନ୍ତୁ...

ବେଜିଙ୍ଗ୍ ବାଣିଜ୍ୟ ମେଳାରେ ପ୍ରଥମ ଥର ଲାଗି କୋଭିଡ୍-୧୯ ଟିକା ପ୍ରଦର୍ଶନ କଲା ଚୀନ୍

ବେଜିଙ୍ଗ୍: ପ୍ରଥମ ଥର ଲାଗି ଚୀନ୍ ସ୍ବଦେଶ ନିର୍ମିତ କୋରାନାଭାଇରସ୍ ଟିକା ପ୍ରଦର୍ଶନ କରିଛି। ଚୀନ୍‌ର ସିନେଭ୍ୟାକ୍ ବାୟୋଟେକ୍ ଏବଂ ସିନୋଫାର୍ମ ଦ୍ବାରା ଉତ୍ପାଦିତ ଏହି ଟିକା ଏ ସପ୍ତାହରେ ବେଜିଙ୍ଗ୍ ବାଣିଜ୍ୟ ମେଳାରେ ପ୍ରଦର୍ଶୀତ ହୋଇଥିବା ଜଣାପଡ଼ିଛି। ସୋମବାର ଦିନ ବାଣିଜ୍ୟ ମେଳକୁ…
ଅଧିକ ଖବର ଦେଖନ୍ତୁ...

ଘୁଞ୍ଚିଲା ଓଡ଼ିଶା ଜେଇଇ ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ ରାଜ୍ୟ ସରକାର ଓଡ଼ିଶା-ଜେଇଇ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତି ସମୟରେ ଏହି ପରୀକ୍ଷା ପାଇଁ ନୂଆ ତାରିଖ…
ଅଧିକ ଖବର ଦେଖନ୍ତୁ...