Daily Archives

September 7, 2020

ପୁଣି ଭିଡ଼ ହିଂସା: ପୁଲିସ ସାମ୍ନାରେ ହତ୍ୟାକାରୀକୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

କୁଶୀନଗର: ଉତ୍ତରପ୍ରଦେଶର କୁଶୀନଗରରେ ଆଜି (ସୋମବାର) ଘଟିଯାଇଛି ଏକ ଅଭାବନୀୟ ଘଟଣା। ପୁଣି ଦେଖିବାକୁ ମିଳିଛି ଏକ ଭିଡ ହିଂସା। ଉତ୍ତରପ୍ରଦେଶର କୁଶୀନଗରରେ ଉତ୍ୟକ୍ତ ଗ୍ରାମବାସୀ ଆଇନ୍‌କୁ ନିଜ ହାତକୁ ନେବା ସହ ଜଣେ ଅଭିଯୁକ୍ତ ହତ୍ୟାକରୀକୁ ପୁଲିସ୍‌ କବଳରୁ ଛଡ଼ାଇ ଆଣବା ସହ ଘଟଣା ସ୍ଥଳରେ ତାକୁ…
ଅଧିକ ଖବର ଦେଖନ୍ତୁ...

ଅନୁଭବ-ବର୍ଷା ବିବାଦରେ ନୂଆମୋଡ଼: ବର୍ଷା ସୁରକ୍ଷା ଲୋଡ଼ିବା ପରେ ଅନୁଭବଙ୍କ ଘରେ ପହଞ୍ଚିଲା ପୁଲିସ  

କଟକ : ସାଂସଦ ଅନୁଭବ ମହାନ୍ତିଙ୍କ କଟକ ଚୌଧୁରୀ ବଜାର ନନ୍ଦୀସାହିସ୍ଥିତ ବାସଭବନରେ ପହଞ୍ଚିଛି ପୁଲିସ। ବର୍ଷା ପ୍ରିୟଦର୍ଶିନୀ ୧୦୦ ନମ୍ବରକୁ ଫୋନ କରି ପୁଲିସଠାରୁ ସୁରକ୍ଷା ମାଗିବା ପରେ ପୁରୀଘାଟ ପୁଲିସ ସେଠାରେ ପହଞ୍ଚିଥିବା ସୂଚନା ମିଳିଛି। ଜଣେ ପୁରୁଷ ଓ ଜଣେ ମହିଳା ପୁଲିସ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...

ଲଦାଖରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନିମନ୍ତେ ଜୟଶଙ୍କରଙ୍କ ସହ ଆଲୋଚନା କରିବାକୁ ମସ୍କୋ‌ ଆସିବେ ଚୀନ୍‌ର ବୈଦେଶିକ…

ନୂଆଦିଲ୍ଲୀ: ଲଦାଖରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନିମନ୍ତେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଆଲୋଚନା କରିବାକୁ ଚୀନ୍‌ ଷ୍ଟେଟ୍‌ କାଉନ୍‌ସିଲର ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟି ବୁଧବାର ସନ୍ଧ୍ୟାରେ ମସ୍କୋରେ ପହଞ୍ଚିବେ। ସେପ୍ଟେମ୍ବର ୧୦ ତାରିଖ ଦିନ ଦୁଇ…
ଅଧିକ ଖବର ଦେଖନ୍ତୁ...

କିଛି ଲୋକଙ୍କ ଦାୟିତ୍ବହୀନ ଆଚରଣ ଯୋଗୁଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି : ସ୍ୱତନ୍ତ୍ର ରିଲିଫ…

ଭୁବନେଶ୍ୱର : ଲକଡାଉନ କଟକଣା କୋହଳ ହେବା ପରେ ଲୋକମାନେ ବେପରୱା ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି । କିଛି ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ କରୋନା ବିରୋଧୀ ଲଢେଇ ଦୁର୍ବଳ ହେଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରୁ ଆତଙ୍କବାଦୀ ସଂଗଠନ ବାବର ଖାଲସାର ୨ କୁଖ୍ୟାତ ଆତଙ୍କବାଦୀ ଗିରଫ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲର ଦୁଇଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସ୍କାର୍ଡ ଆଜି ପ୍ରତ୍ୟୁଷରେ ଗିରଫ କରିଛି। ଗିରଫ କରିବା ପରେ ଏମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ସମେତ…
ଅଧିକ ଖବର ଦେଖନ୍ତୁ...

ମୁହଁ ଖୋଲିଲେ ଅନୁଭବ : ସମସ୍ୟା ଘରେ ସମାଧାନ ହୋଇପାରିଲା ନାହିଁ, ସେଥିପାଇଁ ଆମେ କୋର୍ଟର ଆଶ୍ରୟ ନେଲୁ

କଟକ : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କର ବିବାଦ ନେଇ ମୁହଁ ଖୋଲିଛନ୍ତି। ସେ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ‘ଜଣେ ମହିଳା ଭାବେ ମୁଁ ବର୍ଷାଙ୍କୁ ସମ୍ମାନ କରେ। ଆମ ସମସ୍ୟା ଘରେ ସମାଧାନ ହୋଇପାରିଲା ନାହିଁ, ସେଥିପାଇଁ ଆମେ…
ଅଧିକ ଖବର ଦେଖନ୍ତୁ...

୨୦୩୬ ସୁଦ୍ଧା ଓଡ଼ିଶାର ଜନସଂଖ୍ୟା ୪.୫ କୋଟିରେ ପହଞ୍ଚିବ : ଜନସଂଖ୍ୟା ପୂର୍ବାନୁମାନ ରିପୋର୍ଟ

ନୂଆଦିଲ୍ଲୀ: ଜୁଲାଇ ୨୦୨୦ସୁଦ୍ଧା କରାଯାଇଥିବା ଜନସଂଖ୍ୟା ଆକଳନ ଉପରେ ବୈଷୟିକ ଗୋଷ୍ଠୀର ଚୂଡ଼ାନ୍ତ ରିପୋର୍ଟ ଅନୁଯାୟୀ ୨୦୩୬ ମଧ୍ୟରେ ଭାରତର ଜନସଂଖ୍ୟା ୨୫% ବୃଦ୍ଧି ପାଇବ ଏବଂ ଜନସଂଖ୍ୟା ୧୨୧.୧ କୋଟିରୁ ବଢ଼ି ୧୫୧.୮ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ରିପୋର୍ଟ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ବିଶ୍ବବ୍ୟାପୀ ଡାକ୍ତରୀ ଓ ଇଲେକ୍ଟ୍ରୋନିକ୍ସ୍‌ ସାମଗ୍ରୀର ଚାହିଦା ବଢ଼ିବାରୁ ଚୀନ୍‌ର ରପ୍ତାନି ସମ୍ପ୍ରସାରିତ ହେଉଛି

ନୂଆଦିଲ୍ଲୀ: ଡାକ୍ତରୀ ଓ ଇଲେକ୍ଟ୍ରୋନିକ୍ସ୍‌ ସାମଗ୍ରୀର ଚାହିଦା ଏବଂ ପ୍ରମୁଖ ବ୍ୟାବସାୟିକ ଅଂଶୀଦାରମାନେ ଧୀରେ ଧୀରେ ବାଣିଜ୍ୟ ଆରମ୍ଭ କରିବା କାରଣରୁ ଚୀନ୍‌ର ରପ୍ତାନି ହାର ବୃଦ୍ଧି ପାଉଛି ବୋଲି ‘ବ୍ଲୁମ୍‌ବର୍ଗ’ ରିପୋର୍ଟରୁ ଜଣାପଡ଼ିଛି। ଡଲାର୍‌ ହିସାବରେ ବର୍ଷେ ପୂର୍ବରୁ ୨୩୫.୩…
ଅଧିକ ଖବର ଦେଖନ୍ତୁ...

୧୨ ଯାଏ କାଳବୈଶାଖୀ ବର୍ଷା: ଏହି ସମସ୍ତ ଜିଲ୍ଲା ପାଇଁ ଜାରିହେଲା ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ଫଳରେ ଅତିପ୍ରବଳ ଓ ଲଗାଣ ବର୍ଷାର ସମ୍ଭାବନା ନାହିଁ। ତଥାପି ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅର୍ଥାତ୍‌ ଆଜି ଅପରାହ୍ନ ଠାରୁ ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସାଂସଦ ନରେନ୍ଦ୍ର ସ୍ବାଇଁଙ୍କ ପର‌ଲୋକ

କଟକ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ରାଜନେତା ନରେନ୍ଦ୍ର ସ୍ବାଇଁଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ କରୋନା ଆକ୍ରାନ୍ତ ହୋଇ କଟକର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ସ୍ୱାଇଁଙ୍କ ଦେହାନ୍ତରେ କଟକ ଜିଲ୍ଲା ବିଜେଡ଼ି ସଭାପତି ଦେବାଶିଷ ସାମନ୍ତରାୟ,…
ଅଧିକ ଖବର ଦେଖନ୍ତୁ...