Daily Archives

September 8, 2020

ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ସୁପ୍ରଭା ଦାନୀଙ୍କ ସଫଳତା, ନିଜେ ରୋଜଗାର କରି ଚଳାଉଛନ୍ତି ୫ ପରିବାର

ବୀରମହାରାଜପୁର(ଯୁଗଳ ମିଶ୍ର): ମହିଳା ଦୁର୍ବଳା ନୁହଁନ୍ତି। ସବୁବେଳେ ମହିଳା ସଶକ୍ତ। ପ୍ରବଳ ଇଚ୍ଛା ଶକ୍ତି ଓ ଦୃଢ଼ ମନୋବଳ ଥିଲେ ଜଣେ ମହିଳା ଅନେକ କିଛି କରିପାରିବେ। ନିଜେ ବଞ୍ଚିବା ସହିତ ଅନ୍ୟମାନଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇପାରିବେ। ଏମିତି ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସୁପ୍ରଭା…
ଅଧିକ ଖବର ଦେଖନ୍ତୁ...

ସୁଇସାଇଡ୍‌ ନୋଟ୍‌ରେ ଛାତ୍ରୀ ଲେଖିଥିଲେ- ମୋତେ କ୍ଷମା କରିଦେବେ, ମୁଁ ତୁମ ଇଚ୍ଛା ପୂରଣ କରିପାରିଲିନି

ବାରିପଦା: ମୋତେ କ୍ଷମା କରିଦେବେ। ମୁଁ ତୁମ ସହିତ ବଞ୍ଚିବି ବୋଲି କଥା ଦେଇଥିଲି। ମାତ୍ର ପାରିଲିନି। ଏହା ଥିଲା ଆତ୍ମହତ୍ୟା କରିଥିବା ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକଙ୍କ ଉଦ୍ଦେଶ୍ୟରେ ପତ୍ର। ଆଜି ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ୮ ନମ୍ବର ୱାର୍ଡ (ଶବର ସାହି) ଅଞ୍ଚଳରେ ହୋପ୍‌ ନାମକ ଏକ…
ଅଧିକ ଖବର ଦେଖନ୍ତୁ...

ଶିଶୁ ଯୌନ ଶୋଷଣକୁ ନେଇ ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ପୁଣି ଚିଠି ଲେଖିଲେ ଏନ୍‌ଏଚ୍‌ଆରସି

ନୂଆଦିଲ୍ଲୀ: ଜାତୀୟ ମାନବ ଅଧିକାର କମିସନ୍‌ (ଏନ୍‌ଏଚ୍‌ଆରସି) ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟର ଆଶ୍ରୟ ଗୃହଗୁଡିକରେ ପିଲାମାନଙ୍କର ଉପଯୁକ୍ତ ତଥା ପର୍ଯ୍ୟାପ୍ତ ସୁରକ୍ଷା ତଥା ଯତ୍ନ ନେବା ପାଇଁ ଏ ପର୍ଯ୍ୟନ୍ତ ନିଆଯାଇଥିବା ସମ୍ଭାବ୍ୟ ପ୍ରତିକାର ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରି…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ କଦଳୀ ଖାଇବା ଦ୍ବାରା ଶରୀରକୁ ମିଳିଥାଏ ଏସବୁ ଲାଭ

କଦଳୀକୁ ସବୁଠୁ ସ୍ବାସ୍ଥ୍ୟକର ଫଳ ଭାବେ ଗଣାଯାଇଥାଏ । ଓଜନ ବୃଦ୍ଧି ପାଇଁ କଦଳୀ ଖାଇବା କଥା ସମସ୍ତେ ଜାଣିଛନ୍ତି। କିନ୍ତୁ ଯଦି ଆପଣ ନିଜ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ବି କଦଳୀ ଖାଇ ପାରିବେ। ଗୋଟିଏ କଦଳୀରେ ୩ଗ୍ରାମ୍ ଫାଇବର ଏବଂ ୧୦୦କ୍ୟାଲୋରୀ ରହିଥାଏ । ଏଥିପାଇଁ କଦଳୀକୁ…
ଅଧିକ ଖବର ଦେଖନ୍ତୁ...

ହଠାତ ରେସ୍ତୋରାଁ ଭିତରକୁ ଚାଲି ଆସିଲା ଚିତାବାଘ; ଆଉ ତା’ପରେ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ନିକଟରେ ଏକ ରେସ୍ତୁରାଁରେ କିଛି ଅତିଥି ଏକ ଚିତାବାଘ ଚାଲୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଭଳି ଏକ ଘଟଣା ଦକ୍ଷିଣ ଆଫ୍ରିକାର ମପୁମଲଙ୍ଗାର ସିଙ୍ଗିତା ଇବୋନି ଲଜରେ ଘଟିଛି। ସିଙ୍ଗିତା ଇବୋନି ଲଜ୍ ଦ୍ୱାରା ଫେସବୁକରେ ଏହି ଘଟଣାର ଭିଡିଓକୁ ଟୁଇଟ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ : ଏଣିକି କୋଭିଡ-୧୯ ପରୀକ୍ଷା କରିବା ପାଇଁ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ ଆବଶ୍ୟକ ନାହିଁ

ନୂଆଦିଲ୍ଲୀ:  ଏଣିକି ଯେ କେହି ବି ସିଧାସଳଖ  କୋଭିଡ-୧୯ ପରୀକ୍ଷା କରି ପାରିବ। ଏଥିପାଇଁ ଡାକ୍ତରଙ୍କ କୌଣସି ପ୍ରେସ୍କ୍ରିପସନ୍ ଆବଶ୍ୟକତା ନାହିଁ। ଆଜି ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, କରୋନା ପରୀକ୍ଷା କରିବା…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ଜାମିନ ଆବେଦନ ଖାରଜ,୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଏବଂ  ବେଆଇନ ନିଶା କାରବାର ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ବାରା ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ  ଜାମିନ ଆବେଦନ ଖାରଜ ହୋଇଯାଇଛି। ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେଫାଜତକୁ ପଠାଇ ଦିଆଯାଇଛି। ଆଜି ସଂଧ୍ୟାରେ ରିୟା…
ଅଧିକ ଖବର ଦେଖନ୍ତୁ...

କୋଭିଡ୍ ପରିଚାଳନା ପାଇଁ ରାଉରକେଲାକୁ ଅଧିକ ୨୦ ଜଣ ଡାକ୍ତର ପଠାଯିବ : ମୁଖ୍ୟ ସଚିବ

ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆଜି ରାଉରକେଲା ଗସ୍ତରେ ଆସି କୋଭିଡ୍ ପରି•ଳନା ସ୍ଥିତିର ସମୀକ୍ଷା କରିଛନ୍ତି । ତାଙ୍କ ସହିତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୨୧ରୁ ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ, ଏସଓପି ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଆସନ୍ତା ୨୧ ତାରିଖରୁ ୯ମରୁ ୧୨ଶ ଶ୍ରେଣୀ ସ୍କୁଲ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଏଥିପାଇଁ ଆଜି କେନ୍ଦ୍ର ସରକାର ମାନକ ଆଚରଣବିଧି (ଏସଓପି) ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ଶ୍ରେଣୀରେ ସାମାଜିକ ଦୂରତ୍ବ ପାଳନ, ମାସ୍କ ପିନ୍ଧିବା, ହାତ ଧୋଇବା ଆଦିକୁ ବାଧ୍ୟତାମୂଳକ…
ଅଧିକ ଖବର ଦେଖନ୍ତୁ...

ଫେସବୁକରେ ବର୍ଷା କହିଲେ ମନକଥା :କୌଣସି ସ୍ଥିତିରେ ବି ବାପଘରକୁ ଯିବି ନାହିଁ ; ଶାଶୁ ଘରେ ରହିବାର ସଂପୂର୍ଣ୍ଣ ଅଧିକାର…

କଟକ : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ହିଂସା ଅଭିଯୋଗକୁ ଏକ ‘ଫେକ୍ ଆଲିଗେସନ୍’ କହିବା ସହ    ଏତେ ସବୁ ଅସୁବିଧା ସତ୍ତ୍ବେ ସେ କାହିଁକି  ଆମ ଘରେ ଅଛନ୍ତି ଓ ନିଜ ଘରକୁ କାହିଁକି ଚାଲିଯାଉ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଏକ ଦୀର୍ଘ ଜବାବ…
ଅଧିକ ଖବର ଦେଖନ୍ତୁ...