Daily Archives

September 8, 2020

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜରୁରୀ କାମରେ ଯିବାକୁ ଥିଲେ ଆତ୍ମବିଶ୍ବାସ ବଜାୟ ରଖନ୍ତୁ। କୌଣସି ବ୍ୟକ୍ତିଙ୍କ ସହିତ ନୂଆ ପ୍ରକଳ୍ପ ନେଇ ଆଲୋଚନା କରିବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବୃଷ: ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଆଣିବେ। ବେପାରରେ ପୁରୁଣା ନିବେଶ ଅର୍ଥ ଫେରିପାଇବେ।…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ୨୩୬ କରୋନା ଆକ୍ରାନ୍ତ, ସ୍ଥାନୀୟ ସଂକ୍ରମଣ ୯୧ ଜଣ

କଟକ: ଆଜି କଟକ ସହରରୁ ମୋଟ ୨୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୪୫ ଜଣ ଓ ସ୍ଥାନୀୟ ଅଂଚଳରୁ ୯୧ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସରକାରୀ ସଂଗରୋଧରୁ ଆଜି ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୫ ଜଣ…
ଅଧିକ ଖବର ଦେଖନ୍ତୁ...

କଶ୍ମୀର ସୀମାନ୍ତର ବାନ୍ଦିପୁର ଏବଂ କୁପୱାରା ସେକ୍ଟରରେ ସୀମାନ୍ତ ଅଞ୍ଚଳ ପରିଦର୍ଶନ କଲେ ବିଏସ୍‌ଏଫ୍‌ ଡିଜି ରାକେଶ…

ଶ୍ରୀନଗର: ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ମହାନିର୍ଦ୍ଦେଶକ (ଡିଜି) ଭାବେ ଅବସ୍ଥାପିତ ହେବ ରାକେଶ ଆସ୍ଥାନା କଶ୍ମୀର ସୀମାନ୍ତ ପରିଦର୍ଶନ କରିଛନ୍ତି। ବିଏସ୍‌ଏଫ୍‌ ଡିଜି ଆଜି କଶ୍ମୀର ଉପତ୍ୟକାର ବାନ୍ଦିପୁର ଏବଂ କୁପୱାରା ସେକ୍ଟରରେ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରି ସେଠା ସ୍ଥିତିର…
ଅଧିକ ଖବର ଦେଖନ୍ତୁ...

ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୧୧.୮ % ହ୍ରାସ ପାଇବ : ଇଣ୍ଡିଆ ରେଟିଂସ

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବରେ ଭାରତୀୟ ଅର୍ଥନୀତି ଏକ ସଂକଟଜନକ ସମୟ ଦେଇ ଗତି କରୁଛି । ଚଳିତ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ଚିନ୍ତାଜନକ ଭାବେ ହ୍ରାସ ପାଇବ ବୋଲି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ପୂର୍ବାନୁମାନ କରୁଛନ୍ତି । ଇଣ୍ଡିଆ ରେଟିଂସ…
ଅଧିକ ଖବର ଦେଖନ୍ତୁ...

ରିୟାଙ୍କ ପାଇଁ ୧୪ ଦିନିଆ ନ୍ୟାୟିକ ହେପାଜତ ମାଗିଲା ଏନ୍‌ସିବି; ଜାମିନ ପାଇଁ ଆବେଦନ କଲେ ରିୟା

ମୁମ୍ବାଇ: ଡଗ୍ରସ୍‌ କାରବାର ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଜାମିନ ଆବେଦନ କରିଛନ୍ତି। ରିୟା ତାଙ୍କ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ଏନ୍‌ସିବି ତାଙ୍କ ଜାମିନ ଆବେଦନର ବିରୋଧ କରିବା ସହ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ…
ଅଧିକ ଖବର ଦେଖନ୍ତୁ...

କରୋନା ଯୁଦ୍ଧରେ ହାରିଗଲେ ପୁଲିସ ଅଧିକାରୀ ରାଜକିଶୋର ସାମଦ, ପ୍ରଶାସନ ପକ୍ଷରୁ ଗାର୍ଡ଼ ଅଫ୍‌ ଅନର

ଝାରସୁଗୁଡ଼ା: କରୋନା ଯୁଦ୍ଧରେ ହାରିଗଲେ ଯୁବ ପୁଲିସ ଅଧିକାରୀ ରାଜ କିଶୋର ସାମଦ( ୩୯)। ଆଜି ସକାଳ ୧୧.୪୫ରେ ଝାରସୁଗୁଡ଼ା କୋଭିଡ୍‌ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱର୍ଗତ ସାମଦ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ପୁଲିସ ଷ୍ଟେସନରେ ସବ୍‌ ଇନ୍‌ସପେକ୍ଟର ଭାବରେ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ଅଧିକ, ଆକ୍ରାନ୍ତ କମ୍‌: ଭୁବନେଶ୍ୱରରୁ ଆଜି ୩୭୬ କରୋନା ଆକ୍ରାନ୍ତ ଚିହ୍ନଟ,  ସୁସ୍ଥ ହେଲେ ୪୨୦ ଜଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ୪୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଆଜି ସଂଗରୋଗରୁ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୩ ଜଣଙ୍କର…
ଅଧିକ ଖବର ଦେଖନ୍ତୁ...

ଫୋର୍ବସ ଧନୀ ତାଲିକାର ୧ମ ସ୍ଥାନରେ ଜେଫ ବେଜୋସ, ୬ଷ୍ଠ ସ୍ଥାନରେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ : ଫୋର୍ବସ ବିଶ୍ୱ ଧନୀ ତାଲିକାରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୮୮.୩ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ବର୍ନାଡ ଆର୍ନଲ୍ଟ, ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୧୪.୫ ବିଲିୟନ ଡଲାର ରହିଛି ।…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୧୧୪୫ ଜଣଙ୍କ ସମେତ ଆଜି ରାଜ୍ୟରେ ସୁସ୍ଥ ହେଲେ ୨୭୮୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି। କରୋନା ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଆକ୍ରାନ୍ତମାନେ ସୁସ୍ଥ ହୋଇ ଘରକୁ ଯାଉଛନ୍ତି। ଆଜି ୩୦ଟି ଜିଲ୍ଲାରୁ ଆଜି ୨୭୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ଗଣେଶ ପୂଜାର ଭିଡିଓ ସେୟାର କରି ଅନୁଭବ ପ୍ରଶ୍ନ କଲେ- କେହିଜଣେ ଘରୋଇ ହିଂସାର ଶିକାର ହେଲାପରି ମନେ ହେଉଛି କି ?

କଟକ : ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ହିଂସା ଅଭିଯୋଗର ଏକ ପରୋକ୍ଷ ଜବାବ ରଖିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ସେ ଚଳିତ ବର୍ଷ ତାଙ୍କ ଘରେ କରାଯାଇଥିବା ଗଶେଷ ପୂଜାର ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ଦୟାକରି ଟିକିଏ ଧୈର୍ଯ୍ୟ ଧରନ୍ତୁ ଏବଂ ଏହି ଭିଡିଓଟିକୁ ଦେଖନ୍ତୁ। ଏହି…
ଅଧିକ ଖବର ଦେଖନ୍ତୁ...