Daily Archives

September 8, 2020

‘ସାଣ୍ଡେଲଉଡ୍‌’ ଡ୍ରଗ ର‍୍ୟାକେଟ ମାମଲା: କନ୍ନଡ଼ ଅଭିନେତ୍ରୀ ସଞ୍ଜନା ଗଲ୍‌ରାନିଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ…

ବେଙ୍ଗାଲୁରୁ: ବହୁ ଚର୍ଚ୍ଚିତ ‘ସାଣ୍ଡେଲଉଡ୍‌’ ଡ୍ରଗ ର‍୍ୟାକେଟ ମାମଲାରେ କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲ୍‌ରାନିିଙ୍କୁ ଆଜି କେନ୍ଦ୍ରୀୟ କ୍ରାଇମ୍‌ ବ୍ରାଞ୍ଚ୍‌ (ସିସିବି) ଗିରଫ କରିଛି। ଗିରଫ କରେ ଅଭିନେତ୍ରୀ ସଞ୍ଜନାଙ୍କୁ ଅଦାଲତରେ ହାଜର କରା ଯାଇଥିଲା। ହେଲେ, ବିଚାରପତି ତାଙ୍କର ଜାମିନ୍‌…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ମାସରୁ ଭାରତରେ ଋଷୀୟ କରୋନା ଟିକାର ମାନବ ପରୀକ୍ଷଣ ଆରମ୍ଭ ହେବ

ନୂଆଦିଲ୍ଲୀ : ଆସନ୍ତା ସପ୍ତାହ ସୁଦ୍ଧା ଭାରତରେ ଅକ୍ସଫୋର୍ଡ ଟିକା ଓ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଯଥାକ୍ରମେ ୩ୟ ଓ ୨ୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ ।  ଭାରତରେ ମଧ୍ୟ ଋଷିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା ସ୍ପୁଟନିକର ମାନବ ପରୀକ୍ଷଣ ଆରମ୍ଭ ହେବ ବୋଲି…
ଅଧିକ ଖବର ଦେଖନ୍ତୁ...

ନୀଳଗିରିରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ, ୩ ଅଭିଯୁକ୍ତ ଯୁବକ ଗିରଫ

ନୀଳଗିରି: ଜଣେ ନାବାଳିକାଙ୍କୁ ଅପହରଣ କରିବା ଓ ପରେ ଦୁଷ୍କର୍ମ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମିତ୍ରପୁର ଅଂଚଳର ଧୁଷା ସାହୁ, ମାଛୁଆ ଗାଁର ମଣ୍ଟୁ ଦାସ ଓ ପୁରୁଷୋତ୍ତମା ରଣସିଆ। ଥାନାରେ ପୀଡ଼ିତାଙ୍କ…
ଅଧିକ ଖବର ଦେଖନ୍ତୁ...

ବଡ଼ମେଡ଼ିକାଲ ଆଉଟ୍‌ଡ଼ୋରକୁ ମିଳୁନି ଆଣ୍ଟିଜେନ୍‌ କିଟ୍‌

କଟକ: କଟକ ବଡ଼ଡାକ୍ତରଖାନା‌ ଆଉଟ୍‌ଡୋରରେ ଦିନକୁ ଦିନ ରୋଗୀଙ୍କ ଭିଡ ଜମୁଛି। ହେଲେ ଆଉଟ୍‌ଡୋରକୁ ଦିଆଯାଉନି ଆଣ୍ଟିଜେନ୍‌ କିଟ୍‌। କେବଳ ସେତିକି ନୁହେଁ, କାଜୁଆଲିଟି ଓ ସ୍ତ୍ରୀ ରୋଗ ପ୍ରସୂତି ବିଭାଗକୁ ଛାଡିଦେଲେ ଅନ୍ୟ କୌଣସି ବିଭାଗକୁ ଠିକ୍‌ରେ ଆଣ୍ଟିଜେନ୍‌ କିଟ୍‌ ଦିଆଯାଉ ନଥିବାରୁ…
ଅଧିକ ଖବର ଦେଖନ୍ତୁ...

ପୁଣି ଭିଡ଼ ହିଂସା: ଗୁଜବକୁ ଭିତ୍ତିକରି ଦଳିତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟାକଲେ ଉତ୍ୟକ୍ତ ଲୋକ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ଆଜି ଘଟିଯାଇଛି ଏକ ଭିଡ଼ ହିଂସା। ଭିଡ଼ ହିଂସାର ଶିକାର ହୋଇ ପ୍ରାଣ ହରାଇଛନ୍ତି ଜଣେ ୪୫ ବର୍ଷ ବୟସ୍କ ଦଳିତ ବ୍ୟକ୍ତି। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଉତ୍ତରପ୍ରଦେଶ ମେନପୁରୀର ଦିଓ୍ଵାକର ନାମକ ଜଣେ ଦଳିତ ବ୍ୟକ୍ତି ତାଙ୍କର ଝିିଅକୁ ବିକ୍ରି କରିଥିବାର…
ଅଧିକ ଖବର ଦେଖନ୍ତୁ...

ଚୀନ ସେନା ହାଜତରେ ଅଛନ୍ତି ଅରୁଣାଚଳ ପ୍ରଦେଶର ୫ ନିଖୋଜ ଯୁବକ, ଭାରତକୁ ଫେରାଇଦେବାକୁ ରାଜି

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରୁ ନିଖୋଜ ଥିବା ୫ ଜଣ ଯୁବକ ଚୀନ ସେନା କବଳରେ ଥିବା ସ୍ପଷ୍ଟ ହୋଇଯାଇଛି । ଏହି ପ୍ରସଙ୍ଗରେ ଭାରତୀୟ ସେନା ପକ୍ଷରୁ ପ୍ରେରଣ କରାଯାଇଥିବା ହଟଲାଇନ ଯୋଗାଯୋଗର ଉତ୍ତର ଦେଇ ଚୀନ ସେନା ପକ୍ଷରୁ ସ୍ୱୀକାର କରାଯାଇଛି ଯେ ଉକ୍ତ ଯୁବକମାନେ ସେମାନଙ୍କ ପାଖରେ ଅଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ପିଆରଏମ୍‌ରେ ଶିଶୁ ଅଦଳବଦଳ ଘଟଣାର ପୂର୍ଣ୍ଣଚ୍ଛେଦ: ଜନ୍ମଦାତ୍ରୀ ମା’ କୋଳକୁ ଫେରିଲା ଜୀବିତ ଶିଶୁ

ବାରିପଦା: ପ୍ରାୟ ଶହେ ଦିନରୁ ଉର୍ଦ୍ଧ୍ଵ ସମୟ ପରେ ବହୁଚର୍ଚ୍ଚିତ ପିଆରଏମ୍‌ ମେଡିକାଲ୍‌ ଶିଶୁ ଅଦଳବଦଳ ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଜନ୍ମଦାତ୍ରୀ ମା’ ରାଇବରୀ ଏବଂ ପିତା ବ୍ରଜମୋହନ ସିଂ’ଙ୍କ କୋଳକୁ ଫେରିଛି ଜୀବିତ ଶିଶୁ। ଦୀର୍ଘଦିନ ହେବ ପିଆରଏମ୍‌ରେ ଥିବା…
ଅଧିକ ଖବର ଦେଖନ୍ତୁ...

ଆଇସିଆଇସିଆଇ ବ୍ୟାଙ୍କ- ଭିଡିଓକନ୍‌ ମାମଲା: ଦୀପକ କୋଚରଙ୍କୁ ୧୯ ସେପ୍ଟେଟର ପର୍ଯ୍ୟନ୍ତ ରିମାଣ୍ଡରେ ନେଲା ଇଡି

ନୂଆଦିଲ୍ଲୀ: ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ ଏମଡି ତଥା ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଆଜି (ମଙ୍ଗଳବାର) ମୁମ୍ବାଇର ସ୍ୱତନ୍ତ୍ର ପିଏମ୍‌ଏଲଏ କୋର୍ଟ ଅଧିକ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ରିମାଣ୍ଡରେ ପଠାଇ ଦେଇଛନ୍ତି। ଦୀପକ କୋଚର ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଇବ୍‌ ନଦୀର ରମ୍ପେଲା ସେତୁରୁ ଖସିପଡ଼ିଲା ହାଇଓ୍ଵା: ୨ ଯୁବକ ନିଖୋଜ, ଚାଳକ ଉଦ୍ଧାର

ଇବ୍‌ ଥର୍ମାଲ/ଝାରସୁଗୁଡ଼ା: ଇବ୍‌ ନଦୀର ରମ୍ପେଲା ସେତୁରୁ ହାଇଓ୍ଵା ଖସିପଡ଼ିବାରୁ ୨ ଜଣ ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି। ହାଇଓ୍ଵାର ଚାଳକଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ନିଖୋଜ ଯୁବକ ଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ସାହୁ। ଉଦ୍ଧାର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

୫ଟି ରାଜ୍ୟରେ ଦେଶର ୭୦%  କରୋନା ମୃତ୍ୟୁ ମାମଲା : ସ୍ୱାସ୍ଥ୍ୟ ମନ୍ତ୍ରାଳୟ 

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦାବି କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୁଷଣ କହିଛନ୍ତି ଯେ ଭାରତର ମୋଟ ଜନସଂଖ୍ୟା ତୁଳନାରେ ସଂକ୍ରମଣ ସଂଖ୍ୟା ଓ…
ଅଧିକ ଖବର ଦେଖନ୍ତୁ...