Daily Archives

September 8, 2020

୨୯ ବର୍ଷ ପୁରୁଣା ମାମଲାରେ ପଞ୍ଜାବର ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଚଣ୍ଡିଗଡ଼: ଏକ ୨୯ ବର୍ଷ ପୁରୁଣା ଅପହରଣ ଓ ହତ୍ୟା ମାମଲାରେ ପଞ୍ଜାବର ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଆବେଦନକୁ ଆଜି (ମଙ୍ଗଳବାର) ପଞ୍ଜାବ- ହରିୟାଣା ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏଥିସହ ଏହି ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସ୍ଥାନାନ୍ତର…
ଅଧିକ ଖବର ଦେଖନ୍ତୁ...

ନିଶା କାରବାର ଅଭିଯୋଗରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

ମୁମ୍ବାଇ : ଡ୍ରଗ୍ସ କାରବାର ଓ ସେବନ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଆଜି ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି । ପ୍ରାୟ ଦୁଇଦିନ ଧରି ଜେରା ପରେ ତାଙ୍କୁ ଏନସିବି ପକ୍ଷରୁ ଏନଡିପିଏପ୍ ଆଇନ ଅନୁସାରେ ଗିରଫ…
ଅଧିକ ଖବର ଦେଖନ୍ତୁ...

କରୋନାରୁ ସୁସ୍ଥଙ୍କ ସଂଖ୍ୟା ୧ଲକ୍ଷ ଟପିବା ପରେ ଟୁଇଟ୍ କରି ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ ଯୋଦ୍ଧାଙ୍କୁ ଧନ୍ୟବାଦ…

ଭୁବନେଶ୍ବର: ରାଜ୍ୟରେ ଆଜି  ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଟୁଇଟ କରି କୋଭିଡ୍ ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗତକାଲି ସୁସ୍ଥଙ୍କ ସଂଖ୍ୟା ୯୯,୩୯୮ ଥିବା ବେଳେ ଆଜି ଏହି ସଂଖ୍ୟା ୧ ଲକ୍ଷ ଟପିଥିବା…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅକ୍ସିଜେନସ୍ତର ଯାଞ୍ଚ ଆରମ୍ଭ

ଛତ୍ରପୁର: ଗଞ୍ଜାମ ଜିଲାରେ ପ୍ରତେକ ବ୍ୟକ୍ତିଙ୍କ ଅକ୍ସିଜେନସ୍ତର ଯାଞ୍ଚ ପାଇଁ ମଙ୍ଗଳବାର ଠାରୁ କ୍ୟାମ୍ପେନ ଆରମ୍ଭ ହୋଇଛି। ଜ଼ିଲାର ସମସ୍ତ ଘରକୁ ଟିମ୍‌ ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ଅକ୍ସିଜେନ ସ୍ତର କ’ଣ ଅଛି ତାହା ଯାଞ୍ଚ କରୁଛନ୍ତି। ଏହା ଆସନ୍ତା  ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।…
ଅଧିକ ଖବର ଦେଖନ୍ତୁ...

ପୁଣି କଳା ପଲ୍‌ସର ଆତଙ୍କ; ମହିଳାଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ

କଟକ: ବାଲିଅନ୍ତା ଥାନା ଅଞ୍ଚଳରେ ପୁଣି କଳା ପଲସର ଆତଙ୍କ ଦେଖାଦେଇଛି। ଆଜି ଦିନ ଦ୍ବିପ୍ରହରରେ ଜଣେ ମହିଳାଙ୍କଠାରୁ ଦୁଇ ଜଣ ଯୁବକ ୫ଲକ୍ଷ ଟଙ୍କା ଛଡ଼ାଇନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ସୁଜାତା ଜେନା ନିଜର ଘର ନିର୍ମାଣ କରୁଥିଲାବେଳେ ଅଧିକ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ ରହିଛି ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ଫଳରେ ଅତିପ୍ରବଳ ଓ ଲଗାଣ ବର୍ଷାର ସମ୍ଭାବନା ନାହିଁ। ତଥାପି ଆଗାମୀ ୪୮ ମଧ୍ୟରେ ଅର୍ଥାତ୍‌ ଆଜି ଅପରାହ୍ନ ଠାରୁ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବହୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ…
ଅଧିକ ଖବର ଦେଖନ୍ତୁ...

୧୯ ବର୍ଷ ପରେ ଏଥର ଯୋଡ଼ା ଆଶ୍ବିନ; ୪୫ ଦିନ କାଳ ଦେବୀପୀଠ‌‌ରେ‌ ଷୋଡ଼ଶ ଉପଚାର ପୂଜା

କଟକ: ଶକ୍ତିପୀଠରେ ଶରତକାଳୀନ ଷୋଡଶ ଉପଚାର ପୂଜା ୧୭/୧୮ଦିନ ଧରି ପାଳିତ ହେବାର ପରମ୍ପରା ରହିଛି। କିନ୍ତୁ ‌‌ଯେଉଁ ବର୍ଷ ଯୋଡ଼ା ଆଶ୍ବିନ ପଡେ ସେହିବର୍ଷ ଶକ୍ତିପୀଠରେ ମା’ଙ୍କ ଷୋଡଶ ଉପଚାର ପୂଜା ଦେଢ଼ମାସ ପର୍ଯ୍ୟନ୍ତ ଚାଲିବାର ଉଦାହରଣ ରହିଛି। କାରଣ ଶାସ୍ତ୍ର ମତରେ ଷୋଡଶ ଉପଚାର ପୂଜା…
ଅଧିକ ଖବର ଦେଖନ୍ତୁ...

କଟକରେ ୧୧,୧୨୭, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୩୪୯୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୯୪ ଓ ସ୍ଥାନୀୟ ଅଞ୍ଚଳରୁ ୧୩୯୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୩୧ ହଜାର ୩୮୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ…
ଅଧିକ ଖବର ଦେଖନ୍ତୁ...

ବର୍ଷାଙ୍କ ରୁମରେ ପଶି ଭିଡିଓ ରେକର୍ଡିଂ କରୁଥିବା ୨ଯୁବକଙ୍କୁ ପୁରୀଘାଟ ଥାନାରେ ହାଜର ହେବାକୁ ନୋଟିସ୍

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ରୁମରେ ପଶି ୨ଜଣ ଯୁବକ ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଆଜି ଉକ୍ତ ୨ଯୁବକଙ୍କୁ ପୁରୀଘାଟ ଥାନାରେ ହାଜର ହେବାକୁ ନୋଟିସ ହୋଇଛି। ଏହି ଦୁଇଜଣ ଯୁବକ ବର୍ଷାଙ୍କ ରୁମରେ ପଶି ଖାଇବା ସମୟରେ ଭିଡିଓ ରେକର୍ଡିଂ…
ଅଧିକ ଖବର ଦେଖନ୍ତୁ...