Daily Archives

September 9, 2020

କଟକଣା ବେଳେ ପୁଅଜିଉନ୍ତିଆ ପାଳନକୁ ନେଇ ମାଙ୍କ ମନରେ ଦ୍ବନ୍ଦ 

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାର ଗାଁ ଠାରୁ ସହର ପର୍ଯ୍ୟନ୍ତ ପାଳିତ ହୁଏ ପୁଅ ଜୁଇନ୍ତିଆ ବା ଦୁତିବାହନ ଉଷା। ମାଁମାନେ ପୁଅ ମାନଙ୍କର ମଙ୍ଗଳ ଓ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି। ଦିନ ତମାମ ନିର୍ଜଳା ଉପବାସ ପରେ ରାତ୍ରରେ ଗାଁ ଦାଣ୍ଡରେ ଏହି ପୂଜା ସାମୁହିକ ଭାବରେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରର ୩ ଯୁବ ବୈଜ୍ଞାନିକ ତିଆରି କଲେ ବୃକ୍ଷଲତାର ସ୍ପନ୍ଦନ ମାପକ ଯନ୍ତ୍ର

ସମ୍ବଲପୁର: ସମ୍ବଲପୁରର ୩ ଯୁବ ବୈଜ୍ଞାନିକ ତିଆରି କରିଛନ୍ତି ‘ରିଦମ୍‌ ମିଟର୍‌ ଫର୍‌ ପ୍ଲାଣ୍ଟ’। ମଣିଷ ଶରୀରର ହୃଦସ୍ପନ୍ଦନ ମପା ଯିବା ବିଷୟରେ ସମସ୍ତେ ଶୁଣିଥିବେ। କିନ୍ତୁ ଏହି ନୂତନ ଯନ୍ତ୍ର ସାହାଯ୍ୟରେ ବୃକ୍ଷଲତାର ହୃଦ ସ୍ପନ୍ଦନ ଆକଳନ କରାଯାଇ ପାରିବ। ଏହି ଯନ୍ତ୍ର ମାଧ୍ୟମରେ ବୃକ୍ଷର…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଧଳା ପ୍ଲାଷ୍ଟିକ୍ ଘୋଡ଼ାଇ ‌ହୋଇ ଶୋଇବା ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଲା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ରାସ୍ତାରେ ଏକ ଧଳା ଚାଦର ଘୋଡ଼ାଇ ହୋଇ ଶୋଇ ଥିବାରୁ ଲୋକମାନେ ରାସ୍ତାରେ ମୃତଦେହ ପଡ଼ିଥିବା ଭାବି ଜମା ହୋଇ ଯାଇଥିଲେ। କିନ୍ତୁ ହଠାତ ଉକ୍ତ ବ୍ୟକ୍ତି ଜଣକ ଉଠି ପଡ଼ିବା ପରେ ଲୋକମାନେ…
ଅଧିକ ଖବର ଦେଖନ୍ତୁ...

‌ବୋହୂ ହାତରେ କାର୍‌ର ଶୁଭାରମ୍ଭ କରାଉଥିବା ବେଳେ ସୋ’ ରୁମ୍ ଭିତରେ ଘଟିଲା ଏମିତି ଘଟଣା ଯେ ଗଣିବାକୁ ପଡ଼ିଲା ତଣ୍ଡ

ଇନ୍ଦୋର: କାର୍ କିଣିବା ମଧ୍ୟବିତ୍ତ ପରିବାରର ସ୍ବପ୍ନ ହୋଇଥାଏ। ଏପରି ଏକ ପରିବାର ସହିତ କାର୍ କିଣିବା ସମୟରେ ଯେଉଁଭଳି ଅଘଟଣ ଘଟିଥିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଇନ୍ଦୋରରେ ଏକ ପରିବାର କାର୍ କିଣିବାକୁ ସୋ’ରୁମ୍ ପହଞ୍ଚିଥିଲେ। ସୋ’ରୁମରେ କାର୍ କିଣିବା ପରେ ଶାଶୁ ନିଜ…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ପାଖକୁ ଆସିଲା ୩ କୋଟି ୭୧ ଲକ୍ଷ ଟଙ୍କାର ବିଜୁଳି ବିଲ୍

ଜୟପୁର: ରାଜସ୍ଥାନରେ ସରକାରଙ୍କ ଏକ ବଡ଼ ଅବହେଳା ଦେଖିବାକୁ ମିଳିଛି | ଉଦୟପୁରରେ ଜଣେ ଚାଷୀଙ୍କ ପାଖକୁ ୩ କୋଟି ୭୧ ଲକ୍ଷ ଟଙ୍କାର ବିଜୁଳି ବିଲ୍ ଆସିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ବିଧାନସଭାରେ ବିରୋଧୀ ନେତା ଗୁଲାବ ଚାନ୍ଦ କଟାରିୟା କହିଛନ୍ତି ଯେ, ତାଙ୍କ ପାଖକୁ ଗିଙ୍ଗଲାରୁ ପେମାରାମ…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୨୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ମୋଟ ୨୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ସଂଗରୋଧରୁ ୧୦୫ ଜଣ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୩୩ ଜଣ ଅଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ…
ଅଧିକ ଖବର ଦେଖନ୍ତୁ...

ଖାଲି ପେଟରେ ଚା’ ପିଉଛନ୍ତି କି, ତେବେ ହୋଇ ଯାଆନ୍ତୁ ସାବଧାନ!

ଅନେକ ଲୋକ ବେଡ୍ ଟି ବିନା ବିଛଣାରୁ ଉଠନ୍ତି ନାହିଁ । ଏକ ଅନୁଧ୍ୟାନରୁ ଜଣାପଡିଛି ବେଡ୍ ଟି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଚା’ ରେ ଅନେକ ପ୍ରକାରର ଏସିଡ୍ ଥାଏ । ଖାଲି ପେଟରେ ଚା’ ପିଇବା ଦ୍ବାରା ପେଟରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଅଲସର ବା ଗ୍ୟାସ୍ ଭଳି…
ଅଧିକ ଖବର ଦେଖନ୍ତୁ...

ଲାଇଭ୍ ଦର୍ଶକଙ୍କ ବିନା ଉପସ୍ଥିତିରେ ଆରମ୍ଭ ହେଲା ‘କୌନ ବନେଗା କରୋଡ ପତି’ର ସୁଟିଂ

ମୁମ୍ବାଇ: ‘କୌନ ବନେଗା କରୋଡ ପତି’ ସିଜନ୍ ୧୨ର ସୁଟିଂକୁ ଉପସ୍ଥାପକ ଅମିତଭା ବଚ୍ଚନ ଆରମ୍ଭ କରି ଦେଇଛନ୍ତି। ଚଳିତ ସଜିନରେ କିନ୍ତୁ ପୂର୍ବ ସିଜନ୍ ତୁଳନାରେ ଏକଦମ୍ ନିଆରା ରହିବ । କାରଣ ଏଥର ସୋ’ରେ ଲାଇଭ୍ ଦର୍ଶକ ଉପସ୍ଥିତ ରହିବେ ନାହିଁ । କରୋନା ମହାମାରୀ ଯୋଗୁଁ ସମସ୍ତ ଧାରାବାହିକ,…
ଅଧିକ ଖବର ଦେଖନ୍ତୁ...

ବର୍ଷାରେ ଭିଜି ଡିୟୁଟି କରୁଥିବା ଟ୍ରାଫିକ୍ ପୁଲିସକୁ ଏଭଳି ସମ୍ମାନିତ କଲେ ଡିଆଇଜି

ନୂଆଦିଲ୍ଲୀ: ବିହାର ପୁଲିସ କିଛିଦିନ ହେବ ଅପରାଧିକ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ଗତ ମଙ୍ଗଳବାର ଦିନ ପାଟନାରେ ପୁଲିସର ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି। ଏଠାରେ ଜାରି ରହିଥିବା ଲଗାଣ ବର୍ଷା ସତ୍ତ୍ବେ ଜଣେ ଟ୍ରାଫିକ ପୁଲିସଙ୍କୁ ଡ୍ୟୁଟି କରୁଥିବା ଦେଖି  କାର ଅଟକାଇ ଡିଆଇଜି ପୁରସ୍କୃତ…
ଅଧିକ ଖବର ଦେଖନ୍ତୁ...

ସୂଚନା କମିସନର ଭାବେ ଶପଥ ନେଲେ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀ ଓ ଆଇନଜୀବୀ ବିକ୍ରମ ସେନାପତି

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀ ଓ ଆଇନଜୀବୀ ବିକ୍ରମ ସେନାପତି ସୂଚନା କମିସନର ଭାବେ ଆଜି ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଭୟଙ୍କୁ ଶପଥପାଠ କରାଇଛନ୍ତି । ସ୍ଥାନୀୟ ରାଜଭବନ ପରିସରରେ ଅନୁଷ୍ଠିତ ଉତ୍ସବରେ ଶ୍ରୀ ବିଶୋୟୀ ଓ ଶ୍ରୀ ସେନାପତି ସୂଚନା କମିସନର…
ଅଧିକ ଖବର ଦେଖନ୍ତୁ...