Daily Archives

September 9, 2020

ସେପ୍ଟେମ୍ବର ୨୧ ରୁ ଖୋଲିବାକୁ ଯାଉଛି ସ୍କୁଲ ଓ କଲେଜ; ପାଳନ କରିବାକୁ ହେବ ଏହି ସବୁ ନିୟମ

ନୂଆଦିଲ୍ଳୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କ୍ୟାମ୍ପସଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦିଆଯାଇଛି। ଦେଶରେ ସଂକ୍ରମଣର ବୃଦ୍ଧି ଘଟୁଥିବା ବେଳେ ସରକାର ଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଦୀର୍ଘ ସମୟ ପରେ ସେପ୍ଟେମ୍ବର ୨୧ ରୁ ସ୍କୁଲ ଏବଂ କଲେଜଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍ ସ୍ତରରେ ଅଦଳବଦଳ: ଯାଜପୁର ଜିଲ୍ଲାପାଳ ହେଲେ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁର ଜିଲ୍ଲାପାଳ ରଂଜନ ଦାସଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗରେ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ…
ଅଧିକ ଖବର ଦେଖନ୍ତୁ...

କୋଭିଡ କଟକଣା ସହ ଅନୁଷ୍ଠିତ ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁଶୀଲ ଲୋହାନି ଏକ ସମୀକ୍ଷା ବୈଠକ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଯୋଗ ଦେଇଥିଲେ । ଏହି…
ଅଧିକ ଖବର ଦେଖନ୍ତୁ...

୧.୧୨କୋଟି ଟଙ୍କା ଲାଞ୍ଚ ମାଗୁଥିବାର ଅଡିଓ ସାମ୍ନାକୁ ଆସିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଚଢ଼ଉ କଲା ଦୁର୍ନୀତି…

ହାଇଦ୍ରାବାଦ: ଲାଞ୍ଚ ମାଗିଥିବାର ଏକ ଅଡିଓ ଭାଇରାଲ ହେବା ପରେ ତେଲେଙ୍ଗାନାର ଅତିରିକ୍ତ ଜିଲ୍ଲାପାଳଙ୍କ ବାସଭବନରେ ଚଢ଼ଉ କରିଛି ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି)। ତହସିଲଦାରରୁ ଜିଲ୍ଲାପାଳ ବନିଥିବା ଗଡ୍ଡାମ ନାଗେଶଙ୍କ ଘରେ ଆଜି ଏସିବି ଚଢ଼ଉ କରିଥିବା ଜଣା ପଡ଼ିଛି। ଏସିବି ହାତରେ ଲାଗିଥିବା…
ଅଧିକ ଖବର ଦେଖନ୍ତୁ...

ସାର ଦୁର୍ନୀତି: ଲ୍ୟାମ୍ପସ ବ୍ରାଞ୍ଚ ଇନଚାର୍ଜ, ସଂପାଦକଙ୍କ ସମେତ ୫ ନିଲମ୍ବିତ

ରାୟଗଡ଼ା: ସାର ଦୁର୍ନୀତି ଲ୍ୟାମ୍ପସ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଚାଷୀଙ୍କ ନାଁରେ ଡିଲରଙ୍କୁ ମନଇଚ୍ଛା ସାର ବିକ୍ରି କରିବା ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ତଦନ୍ତ ରିପୋର୍ଟ ପରେ ଦୋଷୀ ଅଧିକାରୀଙ୍କୁ ବାଜିଛି…
ଅଧିକ ଖବର ଦେଖନ୍ତୁ...

୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଶେଷ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀସ୍ଥନ କଲେଜଗୁଡ଼ିକରେ ଆସନ୍ତା ୨୯ ତାରିଖରୁ ଯୁକ୍ତ ୩ ଶେଷ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ଅକ୍ଟୋବର ୩ ତାରିଖ ଯାଏଁ ଏହି ପରୀକ୍ଷା ଚାଲିବ ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ମାନସିକ ଅବସ୍ଥା ଭଲ ରହିବ। ନିଜର କାମ ସମ୍ପର୍କିତ ଯୋଜନା ପ୍ରସ୍ତୁତ କରିବେ। ଚାକିରିଜୀବୀଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ। ବୃଷ: ଆପଣଙ୍କ ମନ ଖୁସି ରହିବ। ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣିନେବେ। ଆର୍ଥିକ ପ୍ରସଙ୍ଗରେ ଉନ୍ନତିର ନୂଆ ମାର୍ଗ…
ଅଧିକ ଖବର ଦେଖନ୍ତୁ...

ଭାରତ-ଚୀନ ମଧ୍ୟରେ ସ୍ଥିତି ବିଗିଡ଼ିପାରେ, କିନ୍ତୁ ଯୁଦ୍ଧ ପରିସ୍ଥିତି ଆସିନାହିଁ : ସାମରିକ ବିଶେଷଜ୍ଞ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ପରିସ୍ଥିତି ଯେ କୌଣସି ସମୟରେ ଖରାପ ହୋଇପାରେ । କିନ୍ତୁ ସ୍ଥିତି ଯୁଦ୍ଧ ହେବା ଭଳି ଖରାପ ହୋଇନାହିଁ ବୋଲି ଭାରତ ସରକାରଙ୍କ ନିରାପତ୍ତା ବିଶେଷଜ୍ଞମାନେ ମନେ କରୁଛନ୍ତି । ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

କଟକ-ଭୁବନେଶ୍ବରରେ ଅଧିକ ଆମ୍ବୁଲାନ୍‌ସ ରହିବ, ଗୁରୁତର ରୋଗୀଙ୍କ ପାଇଁ ଅଧିକ ଆଇସିୟୁ ବେଡ୍‌ ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଯୁଗର ଅବସାନ : ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ନାୟକଙ୍କ ପରଲୋକ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀଆନ ବ୍ୟକ୍ତିତ୍ବ ସାରଦା ପ୍ରସନ୍ନ ନାୟକଙ୍କର ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପରଲୋକ ହୋଇଯାଇଛି। ଗତ ସୋମବାରଠାରୁ ଅସୁସ୍ଥ ହୋଇ ସେ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ସଂଧ୍ୟାରେ ୯୩ ବର୍ଷ ବୟସରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...