Daily Archives

September 9, 2020

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି, ଜନ୍ମନେଲା ଗୟଳ ଛୁଆ

ବାରଙ୍ଗ: କରୋନା ମହାମାରୀ କାଳରେ ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ପର୍ଯ୍ୟଟକଙ୍କ ଲାଗି ବନ୍ଦ ଥିବା ବେଳେ ୪୩ ନମ୍ବର ଖୁଆଡ ମଧ୍ୟରେ ଆଜି ନୂଆ ଅତିଥି ଭାବେ ଜନ୍ମ ନେଇଛି ଏକ ଭାରତୀୟ ଗୟଳ ଛୁଆ । ମା’ ଗୟଳଟି ତା ପ୍ରଥମ ଗର୍ଭରୁ ଜନ୍ମିତ ଛୁଆଟିକୁ…
ଅଧିକ ଖବର ଦେଖନ୍ତୁ...

ନିତିଶ ସରକାରଙ୍କ ବିରୋଧରେ ବୁଧବାର ରାତି ୯ଟାରେ ଲଣ୍ଠନ ଜଳାଇ ପ୍ରତିବାଦ କରିବ ଆରଜେଡି

ପାଟନା : ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବାବେଳେ ରାଜ୍ୟରେ ନିର୍ବାଚନ ବାତାବରଣ ଗରମ ହେବାରେ ଲାଗିଛି । କେନ୍ଦ୍ର ଓ ବିହାରରେ ଶାସନରେ ଥିବା ଏନଡିଏ ସରକାରଙ୍କ ଉପରେ ବିରୋଧୀମାନେ ଟାର୍ଗେଟ କରିବା ଆରମ୍ଭ କରିଦେଇଛି । ରାଜ୍ୟ ଓ ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଓ…
ଅଧିକ ଖବର ଦେଖନ୍ତୁ...

୧୨ ବର୍ଷର ଗୀଟାର ବାଦକ ନିଲେଶ; ବିନା ନୋଟେସନ୍‌ରେ ବଜାଉଛନ୍ତି ୫୦ରୁ ଅଧିକ ଗୀତ

କଟକ: ଗୀତାର ବଜାଇ ଏବେ ଚର୍ଚ୍ଚାରେ ନିଲେଶ। ବାର ବର୍ଷ ବୟସରୁ ଜଣେ ପେସାଦାର ମ୍ୟୁଜିସିଆନ୍‌ ଭଳି ବଜାଉଛନ୍ତି ଗୀଟାର । ଏପରିକି ୫୦ ପ୍ରକାରର ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭଳି ମ୍ୟୁଜିକ ବିନା କୌଣସି ନୋଟେସନ୍‌ ଦେଖି ସେ ବଜାଇ ପାରନ୍ତି। ସେହିଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଶ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ପାରମ୍ପରିକ ଗଜଲକ୍ଷ୍ମୀ ପୂଜା ଅନୁମତି ଲୋଡ଼‌ିଲେ କମିଟି; ୯୦ ବର୍ଷର ପୂଜା ପରାମ୍ପରା ଭଙ୍ଗ ନ ହେଉ

କେନ୍ଦ୍ରପଡ଼ା: ଆଉ ୫୦ଦିନ ପରେ କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା। କିନ୍ତୁ ମହାମାରୀ କରୋନା ଯୋଗୁଁ ଏଥର ପୂଜା ଧୁମ୍‌ଧାମ୍‌ରେ ପାଳନ ହେବ ନା’ ପ୍ରଶାସନ କଟକଣା ଲଗାଇବ? ପୂର୍ବରୁ ରଜ, ରଥଯାତ୍ରା, ଗଣେଶ ପୂଜା ଭଳି ଗଜଲକ୍ଷ୍ମୀ ପୂଜାକୁ ବି କାଣ୍ଟଛାଣ୍ଟ୍‌ କରି ଆୟୋଜନକୁ ସୀମିତ କରି…
ଅଧିକ ଖବର ଦେଖନ୍ତୁ...

ଭାରତରେ ବନ୍ଦ ହେବ ନାହିଁ ଅକ୍ସଫୋର୍ଡ ଟିକା ପରୀକ୍ଷଣ: ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାୱାଲା

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋଭିଡ -୧୯ ଟିକାର କ୍ଲିନିକାଲ ପରୀକ୍ଷାକୁ ଏବେ ବ୍ରିଟେନରେ ବନ୍ଦ କରି ଦିଆଯାଇଛି। ମାନବ ପରୀକ୍ଷା ସହ ଜଡିତ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ ପରୀକ୍ଷା ବନ୍ଦ କରାଯାଇଛି। ତେବେ ଆଷ୍ଟ୍ରାଜେନେକା…
ଅଧିକ ଖବର ଦେଖନ୍ତୁ...

ସାର ଦୁର୍ନୀତି: ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ୭ ଡିଲରଙ୍କ ଲାଇସେନସ୍ ରଦ୍ଦ

ରାୟଗଡ଼ା: ସାର ଦୁର୍ନୀତିର ଗୁମର ଖୋଲିବା ପରେ ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ କୃଷି ବିଭାଗ ପକ୍ଷରୁ ୭ ଡିଲରଙ୍କ ଲାଇସେନସ୍ ରଦ୍ଦ କରାଯାଇଛି। ଏଥି ସହ ୪ ଲ୍ୟାମ୍ପସ, ରାୟଗଡ଼ା ଏମପିସିଏସ୍ ସମେତ ୧୮ ଡିଲରଙ୍କୁ କୃଷି ବିଭାଗ କାରଣ ଦର୍ଶାଅ ନୋଟିସ୍…
ଅଧିକ ଖବର ଦେଖନ୍ତୁ...

୧୩ରେ ବଙ୍ଗୋପସାଗରରେ ଲଘୁଚାପ; ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସଂପ୍ରତି ରାଜ୍ୟ ଉପରେ…
ଅଧିକ ଖବର ଦେଖନ୍ତୁ...

ମସ୍କୋରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଚୀନ ପ୍ରତିପକ୍ଷଙ୍କୁ ଭଟିବେ

ନୂଆଦିଲ୍ଲୀ : ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଆଜି ଋଷିଆର ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ଅବସରରେ ସେ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇଙ୍କ ସହ ଆଲୋଚନା କରିବାର…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ

ନବରଙ୍ଗପୁର: କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ। ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ‌ହୋଇଥିବା ଜଣା ପଡ଼ିଛି। ଏ ନେଇ ବିଧାୟକ ସଦାଶିବ ପ୍ରଧାନୀ ନିଜ ଫେସବୁକ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ନିଜ ପୋଷ୍ଟରେ, ମୋର ଏବଂ ସହଧର୍ମିଣୀଙ୍କର…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ରହିଛି ଝଡ଼ବର୍ଷା ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...