Daily Archives

September 10, 2020

ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ଟି ସିଏନଜି ଷ୍ଟେସନକୁ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି (ଗୁରୁବାର) ଭିଡିଓ କନଫରେନ୍‌ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ଟି ସିଏନଜି ଷ୍ଟେସନ ଲୋକାର୍ପଣ କରିବା…
ଅଧିକ ଖବର ଦେଖନ୍ତୁ...

ପଥର କୁଆଁରିରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଝୁଲେନବରରେ ଅପରାହ୍ନରେ ହଠାତ୍ ବଜ୍ରପାତ ହେବା ଦ୍ବାରା ଗ୍ରାମ ନିକଟରେ ଥିବା ଏକ ପଥର କୁଆଁରୀରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚକିତ୍ସିତ ହେଉଥିବା ଜଣାପଡ଼ିଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଶତ୍ରୁଙ୍କୁ ଏପରି ଆଚରଣ ଦେଖାନ୍ତୁ, ଭୁଲ୍‌ରେ ବି ପ୍ରତିପକ୍ଷ ବ୍ୟକ୍ତିର ସାମର୍ଥ୍ୟକୁ ଛୋଟ ମଣନ୍ତୁ ନାହିଁ

ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ନୀତିକୁ ନେଇ ଆମେ ପୂର୍ବରୁ ଅନେକ ଥର ଆଲୋଚନା କରିଛେ। ସେ କହି ଯାଇଥିବା ଅନେକ ବିଷୟରୁ ଆମେ ବୁଦ୍ଧି ମଧ୍ୟ ଗ୍ରହଣ କରିଛନ୍ତି। ଆପଣ ତ ଏକଥା ନିଶ୍ଚୟ ଜାଣିଥିବେ ଯେ ତାଙ୍କ କଥା ସବୁ ଅକ୍ଷରେ ଅକ୍ଷରେ ସତ। ତେବେ ଚାଲନ୍ତୁ ଜାଣିବା ଚାଣକ୍ୟଙ୍କ କହିବାନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ କଙ୍ଗନା ‘ତୁ’ କହି ସମ୍ବୋଧନ କରିବା ନେଇ କମ୍ପିଲେ ଡିଜାଇନର୍ ଫରାହ ଖାନ୍ ଅଲି

ମୁମ୍ବାଇ: ମୁମ୍ବାଇସ୍ଥିତ ନିଜ କାର୍ଯ୍ୟାଳୟ ଭାଙ୍ଗିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ତୁତାକର କହି ଏକ ଭିଡିଓ ସେୟାର କରିଥିବା କଙ୍ଗନା ରାଣାୱତଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଅଳଙ୍କାର ଡିଜାଇନର୍ ଫରାହ ଖାନ୍ ଅଲି। ସେ କହିଛନ୍ତ କି ଜଣେ ମୁଖ୍ୟମନ୍ତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଘରେ ମଶା ହେଉଛି କି? ଏହି ସବୁ ସତର୍କତା ଅବଲମ୍ବନ କରନ୍ତୁ

ଆପଣମାନେ ଜାଣିଥିବ‌େ ନିଶ୍ଚୟ ଯେ ବର୍ଷାଦିନେ ମଶାମାନଙ୍କର ଉପଦ୍ରବ ଢେର୍‌ ବଢ଼ି ଯାଇଥାଏ। ମଶା କାମୁଡ଼ିଲେ ଡେଙ୍ଗୁ, ଚିକେନଗୁନିଆ, ମେ‌ଲେରିଆ ଆଦି ହେବାର ଅନେକ ସମ୍ଭାବନା ଥିବା ହେତୁ ଆମମାନଙ୍କୁ ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ। ଟିକେ ଅସତର୍କ ହେଲେ ଏ ସବୁ ରୋଗରେ ପଡ଼ିବା ଥୟ।…
ଅଧିକ ଖବର ଦେଖନ୍ତୁ...

ଏ ଖୁସିର ସୀମା ନାହିଁ! ୧୯ ମାସ ପରେ ବାପାମାଆଙ୍କ କୋଳକୁ ଗିଲା ଦିନ ଗଣୁଥିବା ୯ ବର୍ଷିଅ ବାଳକ ନୀରଜ

କୋଚି: କେରଳର ଜଣେ ୯ ବର୍ଷିଅ ବାଳକ ନିଜ ବାପାମାଆଙ୍କଠାରୁ ଦୀର୍ଘ ୧୯ ମାସ ଧରି ଅଲଗା ହୋଇଯିବା ପରେ ପୁଣି ଥରେ ସେମାନଙ୍କ କୋଳକୁ ଫେରିଛି। ମାସେ ନୁହେଁ କି ଦୁଇ ମାସ ନୁହେଁ, ଦେଢ଼ ବର୍ଷର ବ୍ୟବଧାନ ପରେ ବାପାମାଆଙ୍କୁ ଭେଟିବା ପରେ କୁନି ବାଳକଟିର ଖୁସିର ସୀମା ନାହିଁ। ଗତ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଏଣିକି ମେଘାଳୟ କଳକାରଖାନାର ମହିଳା କର୍ମଚାରୀମାନଙ୍କୁ ମାଗଣାରେ ମିଳିବ ସାନିଟାରି ନାପ୍‌କିନ୍

ଶିଲଙ୍ଗ: ମେଘାଳୟର ମହିଳା କଳକାରଖାନା କର୍ମଚାରୀମାନଙ୍କୁ ଏଣିକି ନିଜ କର୍ମକ୍ଷେତ୍ରରେ ମାଗଣାରେ ସାନିଟାରି ନାପ୍‌କିନ୍‌ ମିଳିବ। ଚାରି ଦଶନ୍ଧି ପୁରୁଣା କାରଖାନା ନିୟମରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ବୋଲି ମଙ୍ଗଳବାର ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। କେବଳ ସେତିକି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣ ଭାଗ୍ୟର ସ˚ପୂର୍ଣ୍ଣ ସହଯୋଗ ପାଇବେ। ଉପରିସ୍ଥ କର୍ମଚାରୀଙ୍କ ଆଗରେ ଆପଣଙ୍କ ମତ ରଖନ୍ତୁ; ସକାରାତ୍ମକ ଫଳ ପାଇବେ। ବ୍ୟବସାୟରେ ଲାଭ ହେବ। ବୃଷ: ଭଲ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଧନପ୍ରାପ୍ତିର ଯୋଗ ରହିଛି। ଜଟିଳ ବିଷୟ ବୁଝିବାରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ପୋଲ ତଳେ ପଡି ପିଇଓଙ୍କ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ବାଇଶିପଡା ପିଛିଲା ପୋଲରେ ବାଇକ ଦୁର୍ଘଟଣା ଘଟି ମହାଲ୍ଲିକପଡା ପଂଚାୟତର ପିଇଓ ପ୍ରଦତ୍ତ ଭୋକ୍ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ମୁତାବକ ପ୍ରଦତ୍ତ ଭୋକ୍ତା ଆଜି ମହାଲ୍ଲିକପଡା ପଞ୍ଚାୟତରୁ ପୁରୁଣାକଟକ ସ୍ଥିତ ନିଜ ବାସଭବନକୁ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ମହାନତା: ସ୍ମାର୍ଟଫୋନ୍‌ ନାହିଁ, ତଥାପି ବି ବନ୍ଦ ହୋଇନି ପିଲାଙ୍କ ପାଠପଢ଼ା

ରାନିପେଟ୍: ମହାମାରୀ କରୋନା ଭାଇରସ୍‌ ହେତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଯାହାକି ପିଲାମାନଙ୍କ ପାଠପଢ଼ା ଉପରେ ଗଭୀର ଭାବେ ପ୍ରଭାବ ପକାଉଛି। ଯେଉଁ ସ୍କୁଲ୍‌ମାନଙ୍କରେ ଅନ୍‌ଲାଇନ୍‌ ଶିକ୍ଷା ଉପଲବ୍ଧ ହେଉଛି ସେହି ସବୁ ସ୍କୁଲ୍‌କୁ ବାଦ୍‌ ଦେଲେ ଅନ୍ୟ…
ଅଧିକ ଖବର ଦେଖନ୍ତୁ...