Daily Archives

September 10, 2020

ବିଧାୟକଙ୍କ ବଡ଼ପଣ: ୪ ମାସ ପରେ ମାଆ କୋଳକୁ ଫେରିଲା ନିଖୋଜ ହୋଇଥିବା ୧୨ ବର୍ଷର ଝିଅ

 ନୂଆଦିଲ୍ଲୀ: ନିଜର ଉଦାରତା ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟିର ବିଧାୟକ ରାଘବ ଚଢ଼ା। ଚାରି ମାସ ଧରି ନିଖୋଜ ହେବା ପରେ ବିଧାୟକଙ୍କ ଚେଷ୍ଟା ଯୋଗୁ ଜଣେ ୧୨ ବର୍ଷର ଝିଅ ସହ ତା’ ପରିବାର ଲୋକଙ୍କ ସହ ଗତ ସପ୍ତାହରେ ସାକ୍ଷାତ୍‌ ହୋଇଛି। ମେ’ର ପ୍ରଥମ ସପ୍ତାହରୁ ନିଖୋଜ…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ୧୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ମୋଟ ୧୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ଇନଷ୍ଟିଚ୍ୟୁସନାଲ କ୍ବାରେଣ୍ଟାଇନରୁ ୫୯ଜଣ ଚିହ୍ନଟ ହୋଇଥିବା ବେଳେ ହୋମ କ୍ବାରେଣ୍ଟାଇନରୁ ୪୯ଜଣ ଅଛନ୍ତି । ଇନଷ୍ଟିଚ୍ୟୁସନାଲ କ୍ବାରେଣ୍ଟାଇନରୁ ୩ଜଣ କରୋନା ଯୋଦ୍ଧାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ଚାକିରି ହରାଇବାରୁ ମାସେ ହେଲା ବିବାହ କରିଥିବା ନବଦମ୍ପତ୍ତି କଲେ ଆତ୍ମହତ୍ୟା

ପାନିପତ: କରୋନା ମହାମାରୀ ଯୋଗୁଁ କୋଟିଏ ଲୋକ ରୋଜଗାର ହରାଇଥିବା ବେଳେ ଅନେକ ଲୋକଙ୍କ ଚାକିରି ଚାଲିଯାଇଛି | ଲକଡାଉନ୍ କଟକଣା ଉଠିବା ପରେ ମଧ୍ୟ ଏଯାଏଁ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିନାହିଁ | କରୋନା ମହାମାରୀ ହେତୁ ରୋଜଗାର ହରାଇଥିବା ପାନିପତର ଏକ ନବବିବାହିତ ଦମ୍ପତ୍ତି ଆତ୍ମହତ୍ୟା…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ଲାଗି ପ୍ରଥମ ‘ନାଜାଲ୍ ସ୍ପ୍ରେ କୋଭିଡ୍‌-୧୯ ଟିକା’ ଅନୁମୋଦନ କରାଇଲା ଚୀନ୍

ବେଜିଙ୍ଗ୍: ପରୀକ୍ଷା ଲାଗି ଚୀନ୍ ତା’ର ପ୍ରଥମ ‘ନାଜାଲ୍ ସ୍ପ୍ରେ କୋଭିଡ୍-୧୯ ଟିକା’ ଅନୁମୋଦନ କରାଥିବା କଥା ଗୁରୁବାର ଦିନ ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି। କରୋନାଭାଇରସ୍ ବିପକ୍ଷରେ କେବଳ ଚୀନ୍‌ ପ୍ରସ୍ତୁତ କରିଥିବା ‘ନାଜାଲ୍ ସ୍ପ୍ରେ ଟିକା’ର (ନାକପୁଡ଼ାରେ ସ୍ପ୍ରେ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ବର୍ଷାଙ୍କ ସହ ବିବାଦ ନେଇ ମୁହଁ ଖୋଲିଲେ ଅନୁଭବ : କେତେକଙ୍କ ଇଙ୍ଗିତରେ ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରାଯାଉଛି

ଭୁବନେଶ୍ବର : ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ବ୍ୟକ୍ତିଗତ ବିବାଦ କ୍ରମଶଃ ଅଧିକ ବିବାଦୀୟ ହୋଇପଡ଼ୁଥିବା ବେଳେ ଆଜି ଟୁଇଟ୍ କରି ଏ ବ୍ୟାପାରରେ ପୁଣି ଥରେ ନିଜର ମତ ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି। ଆଜି ସେ ଟୁଇଟ୍ କରି ଲେଖିଛନ୍ତି, ‘କେତେକ ବ୍ୟକ୍ତିଙ୍କ ଇଙ୍ଗିତରେ ସୋସିଆଲ୍…
ଅଧିକ ଖବର ଦେଖନ୍ତୁ...

ଗୁମ୍ମା ଘାଟିରେ ହୋଇଥିବା ପ୍ରବାସୀଙ୍କ ବସ୍ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଲେ ଜିଲ୍ଲାପାଳ

ରାୟଗଡ଼ା: ଗୁମ୍ମା ଘାଟିରେ ହୋଇଥିବା ବସ୍ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ। କିପରି ଏବଂ କେଉଁ ପରିସ୍ଥିତିରେ ବସ୍ ଦୁର୍ଘଟଣାଗ୍ରସ୍ତ ହେଲା ତାହାର ମିଳିତ ତଦନ୍ତ କରିବାକୁ ପୁଲିସ୍ ଓ ପରିବହନ ବିଭାଗକୁ ନିର୍ଦେଶ ହୋଇଛି। ବସରେ ଯାତ୍ରା କରୁଥିବା ଶ୍ରମିକମାନେ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯ ଲକ୍‌ଡାଉନ୍‌ ପାଇଁ ଶିରିଡ଼ି ସାଇବାବା ମନ୍ଦିରର ଆୟ ହ୍ରାସ

ଶିରିଡ଼ି: ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଶରିଡ଼ି ସାଇବାବା ମନ୍ଦିରର ଆୟ କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ ପାଇଁ ପ୍ରଭାବିତ ହୋଇଛି। ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସିଇଓ କାନହୁରାଜ ବାଗ୍‌ତେ କହିଛନ୍ତି ଯେ ଲକ୍‌ଡାଉନ କାରଣରୁ ମନ୍ଦିରରେ ଭକ୍ତ ଓ…
ଅଧିକ ଖବର ଦେଖନ୍ତୁ...

ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ୪୮ ଘଣ୍ଟା ସଟଡାଉନ୍

ଚାନ୍ଦବାଲି: କରୋନା ମହାମାରୀ ପ୍ରକୋପ ଦୀର୍ଘ ୬ ମାସ ହେବ ଜାରି ରହିଥିବା ବେଳେ ଏବେ ଚାନ୍ଦବାଲିରେ ମହାମାରୀ ରୁପ ନେଉଛି । ଚାନ୍ଦବାଲି ତହସିଲ କାର୍ଯ୍ୟାଳୟରେ ତହସିଲଦାର ଓ ଅତିରିକ୍ତ ତହସିଲଦାର କରୋନା ପଜିଟିଭ ଚିହ୍ନଟ ପରେ ତହସିଲଦାର ସୁସ୍ଥ ହୋଇ ଫେରି କାର୍ଯ୍ୟରେ ଯୋଗଦାନ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ହୋମ୍ ଆଇସୋଲେସନ୍ ଓ ହୋମ କ୍ବାରେଣ୍ଟାଇନ୍ ଡିସଚାର୍ଜ ସାର୍ଟିଫିକେଟ୍ ଦେବ ବିଏମସି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ଏହାକୁ ରୋକିବା ଲାଗି ଏଠାରେ ଗଞ୍ଜାମ ଫର୍ମୁଲା କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି।  କୌଣସି ବ୍ୟକ୍ତି ଯଦି କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହେବା ପରେ ହୋମ୍ ଆଇସୋଲେସନରେ…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ ଚେକ୍ ଦ୍ବାରା ରାମ ମନ୍ଦିର ଟ୍ରଷ୍ଟ୍‌ରୁ ୬ ଲକ୍ଷ ଟଙ୍କା ଚୋରାଇ ନେଲେ

ନୂଆଦିଲ୍ଲୀ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ର ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ଦଳେ ଠକ ପ୍ରାୟ ୬ ଲକ୍ଷ ଟଙ୍କା ଉଠାଇ ନେଇଛନ୍ତି। ଡିଏସ୍‌ପି ରାଜେଶ କୁମାରଙ୍କ କହିବା ଅନୁସାରେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ୍‌ ଜମାଖାତ‌ାରେ ଥିବା ଅର୍ଥରୁ ଜାଲ୍ ଚେକ୍ ଦ୍ବାରା…
ଅଧିକ ଖବର ଦେଖନ୍ତୁ...