Daily Archives

September 10, 2020

ପାକିସ୍ତାନ: ରାଜପଥ ଉପରେ ମହିଳାଙ୍କୁ ତାଙ୍କ ପିଲାଙ୍କ ସମ୍ମୁଖରେ ଗଣଦୁଷ୍କର୍ମ କଲେ ସଶସ୍ତ୍ର ଦୁର୍ବୃତ୍ତ

ଲାହୋର: ପାକିସ୍ତାନର ଲାହୋରରେ ଘଟିଯାଇଛି ଏକ ଲଜ୍ଜାଜନକ ଅଭାବନୀୟ ଘଟଣା। ପାକିସ୍ତାନର ରାଜପଥ କଡ଼ରେ ଦୁଇଜଣ ସଶସ୍ତ୍ର ଦୁର୍ବୃତ୍ତ ବନ୍ଧୁକ ମୂନରେ ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଛନ୍ତି। ଗତ କାଲି (ବୁଧବାର) ସନ୍ଧ୍ୟାରେ ପାକିସ୍ତାନର ଗୁଜ୍ଜରପୁରା ଅଞ୍ଚଳରେ ଲାହୋର-…
ଅଧିକ ଖବର ଦେଖନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୭୦୬ କରୋନା ସଂକ୍ରମିତ, ସୁସ୍ଥଙ୍କ ସଂଖ୍ୟା ୧,୦୮୦୦୧ ଛୁଇଁଲା

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରାଜ୍ୟରେ ସୁସ୍ଥ ହାର ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରୁଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୪୧୧ ଜଣ ସୁସ୍ଥଙ୍କ ସମେତ ରାଜ୍ୟରୁ ୨ ହଜାର ୭ ଶହ ୦୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ବାପାର ଠେଙ୍ଗା ମାଡ଼ରେ ପୁଅର ଜୀବନ ଗଲା, ଅଭିଯୁକ୍ତ ବାପା ଥାନା‌ରେ ଅଟକ

ଭଞ୍ଜନଗର:  ବାପାର ଠେଙ୍ଗା ମାଡ଼ରେ ଭେଣ୍ଡିଆ ପୁଅର ମୃତ୍ୟୁ । ଜନ୍ମକଲା ସନ୍ତାନକୁ ନିଜ ହାତରେ ମୃତ୍ୟୁଦଣ୍ଡ ଭଳି ଶାସ୍ତି ଦେଇଛି ବାପା। ପାରିବାରିକ କଳହ ଯେ କେତେ ଉଗ୍ରରୂପ ଧାରଣ କରିପାରେ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ଅମୃତୁଲୁ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଦିନରେ ରାଜଧାନୀରୁ ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜଧାନୀରୁ ଗୋଟିଏ ଦିନରେ ୪୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୪୬୦ଜଣଙ୍କ ମଧ୍ୟରୁ ୧୮୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଂଚଳରୁ ୨୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଶିବସେନା ଏବେ ‘ସୋନିଆ ସେନା’ରେ ପରିଣତ ହୋଇଛି: କଙ୍ଗନା

ମୁମ୍ବାଇ: ଆଜି ପୁଣିଥରେ ଶାଣିତ କଟାକ୍ଷ ଜରିଆରେ ଶିବସେନା ଉପରେ ଆକ୍ରମଣ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌। ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଗୁରୁବାର ଅଭିଯୋଗ କରି କହିଛନ୍ତି ଯେ ଶିବସେନା ଦଳ ଏହାର ଆଦର୍ଶରେ ଆପୋଷ ବୁଝାମଣା କରି ସଂପ୍ରତି ‘ସୋନିଆ ସେନା’ରେ ପରିଣତ…
ଅଧିକ ଖବର ଦେଖନ୍ତୁ...

ଶିବସେନା ସହ ରାଜନୈତିକ ବିବାଦରେ କଙ୍ଗନା ରଣାୱତଙ୍କୁ ସମର୍ଥନ କରୁଛନ୍ତି ଶୀର୍ଷ ହିନ୍ଦୁ ସାଧୁ ସଙ୍ଗଠନ

ପ୍ରୟାଗରାଜ: ମହାରାଷ୍ଟ୍ରରେ ଶିବସେନା ସହ ଭୀଷଣ ତିକ୍ତତାର ସମ୍ମୁଖୀନ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ ‘ନିଖିଳ ଭାରତୀୟ ଆଖଡ଼ା ପରିଷଦ୍‌’ର ସମର୍ଥନ ପାଇଛନ୍ତି। ‘ଅଖିଳ ଭାରତୀୟ ଅଖଣ୍ଡ ପରିଷଦ୍‌’ ହେଉଛି ଦେଶର ୧୩ଟି ମାନ୍ୟତାପ୍ରାପ୍ତ ହିନ୍ଦୁ ସନ୍ଥ ସଙ୍ଗଠନର ଚୂଡ଼ାନ୍ତ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

୫ ମାଓବାଦୀଙ୍କୁ ମାରି ଗଡ଼ାଇ ସହିଦ ହୋଇଥିବା ଦୁଇ ବୀରଯବାନଙ୍କୁ ସମ୍ମାନ ଜଣାଇଲା ଓଡ଼ିଶା ପୁଲିସ

ଫୁଲବାଣୀ/ଭବାନୀପାଟଣା : କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିର୍‌କି ଜଙ୍ଗଲରେ କଳାହାଣ୍ଡି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରେ ୫ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ମୃତ ମାଓବାଦୀଙ୍କ ମଧ୍ୟରେ ୩ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ବେଳେ ୨ ଏସଓଜି…
ଅଧିକ ଖବର ଦେଖନ୍ତୁ...

ହୋଟେଲ୍ ରୁମ୍ ଭିତରେ ଅନ୍ୟ ପୁରୁଷ ସହିତ ଆପତ୍ତିଜନକ ଅବସ୍ଥାରେ ପତ୍ନୀଙ୍କୁ ଦେଖି ଗୋଟିଏ ମିନିଟରେ ୩୦ଥର ଚପଲରେ…

ଆଗ୍ରା: ତାଜ ନଗରୀ ଆଗ୍ରାରେ ଜଣେ ଯୁବକ ପତ୍ନୀକୁ ନିଜ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରିବା ପରେ ଚପଲରେ ବାଡେଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓଟି ତାଜଗଞ୍ଜ ଅଞ୍ଚଳର ଏକ ହୋଟେଲର ବୋଲି…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ଦ୍ବିପାକ୍ଷିକ ସମ୍ପର୍କରେ ହାସଲ ହୋଇଥିବା ସଫଳତା କଥା କହିଲେ ଜାପାନର…

ନୂଆଦିଲ୍ଲୀ: ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କଳ୍ପନା ସାକାର କରାଇବା, ସ୍ବତନ୍ତ୍ର ରଣକୌଶଳର ଉନ୍ନତିକରଣ ଓ ଦୁଇ ପକ୍ଷ ମଧ୍ୟରେ ବୈଶ୍ବିକ ଭାଗିଦାରୀ ଆଦି ଦ୍ବିପାକ୍ଷିକ ସମ୍ପର୍କ ମାଧ୍ୟମରେ ହାସଲ କରାଯାଇଥିବା ପ୍ରମୁଖ ସଫଳତା ବୋଲି ଗୁରୁବାର ଦିନ ଜାପାନର ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଗଣଦୁଷ୍କର୍ମ ମାମଲା: ଘରୋଇ ନ୍ୟୁଜ୍‌ ଚ୍ୟାନେଲ ଏମଡିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁ…

ଭୁବନେଶ୍ୱର: ଏକ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶକ ଓ ଏହି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସପିସିଆର)ର କମିଶନର ଭୁବନେଶ୍ୱର…
ଅଧିକ ଖବର ଦେଖନ୍ତୁ...