Daily Archives

September 11, 2020

ଆରମ୍ଭ ହେଲା ସ୍ତମ୍ବେଶ୍ୱରୀ ସଂସ୍କୃତିର ପର୍ବ, ଦେବୀପୀଠରେ ଖଣ୍ଡାଧୁଆ ପର୍ବ

ବୀରମହାରାଜପୁର: ସୋନପୁର ଗଡ଼ଜାତ ଅଞ୍ଚଳ, ଆଠମଲ୍ଲିକ ଓ ବୌଦ୍ଧ ଜିଲ୍ଲାରେ ସ୍ତମ୍ବେଶ୍ୱରୀ ସଂସ୍କୃତି ଅନନ୍ୟ ପରମ୍ପରା ରହିଛି। ଦେବୀ ପୂଜା ପାଇଁ ସ୍ତମ୍ଭକୁ ପୂଜା କରିବା ମହାନ୍‌ ପରମ୍ପରା ରହିଛି। ଏଣୁ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ପୂଜା ଆରମ୍ଭ ହୋଇଥାଏ ଓ ଆଶ୍ୱୀନ ଶୁକ୍ଳ ଅଷ୍ଟମୀ…
ଅଧିକ ଖବର ଦେଖନ୍ତୁ...

ହୋମ୍‌ ଡେଲିଭରୀରେ ଆମୱେ ଇଣ୍ଡିଆର ୨୦୦% ବୃଦ୍ଧି

ଭୁବନେଶ୍ୱର : ଦେଶର ଅନ୍ୟତମ ଅଗ୍ରଣୀ ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ ଅନ୍‌ଲାଇନ ଅର୍ଡର ବୃଦ୍ଧିକୁ ସହଯୋଗ କରିବା ପାଇଁ ନିଜର ହୋମ ଡେଲିଭରୀ (ବାସଗୃହକୁ ଯୋଗାଣ) ସଞ୍ଚଳନକୁ ମଜଭୁତ କରିବା ଉପରେ ଦୃଷ୍ଟିନିବଦ୍ଧ କରୁଛି । ଔଦ୍ୟୋଗିକ କ୍ଷମତାର ଉପଯୋଗ ଉପରେ ଆଧାରିତ…
ଅଧିକ ଖବର ଦେଖନ୍ତୁ...

ତାମୁଳିଆ ପୋଲ ଉପରେ ସିରିଜ୍‌ ଦୁର୍ଘଟଣା: କାର ଓ ଟ୍ରକକୁ ଧକ୍କା ଦେଲା ବାଲି ବୋଝେଇ ଡମ୍ପର, ଭାରସାମ୍ୟ ହରାଇ ଟ୍ରକ ତଳେ…

ବାଲେଶ୍ୱର: ଶୁକ୍ରବାର ଅପରାହ୍‌ଣରେ ବାଲେଶ୍ୱର ସହରର ତାମୁଳିଆ ପୋଲ ଉପରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ତାମୁଳିଆରୁ ବାଲେଶ୍ବର ଅଭିମୁଖେ ଆସୁଥିବା ଏକ ବାଲି ବୋଝେଇ ଡମ୍ପର ପ୍ରଥମେ ଏକ କାର ଓ ପରେ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଟ୍ରକ ପଛରେ ଆସୁଥିବା ଏକ ବାଇକ ଭାରସାମ୍ୟ…
ଅଧିକ ଖବର ଦେଖନ୍ତୁ...

୩୦ବର୍ଷୀୟ ଯୁବକ ଜନୈକା ନାବାଳିକାକୁ କିଣି ବିବାହ ପରେ କରୁଥିଲା ‌ଯୌନ ଶୋଷଣ…

ନୂଆଦିଲ୍ଲୀ: ରାଜସ୍ଥାନର ଚିତ୍ତରଗଡରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଉତ୍ତରପ୍ରଦେଶର ଜଣେ ୧୩ବର୍ଷୀୟା ନାବାଳିକାକୁ ଜବରଦସ୍ତ ବିବାହ କରିବା ପରେ ଜନୈକ ୩୦ବର୍ଷୀୟ ଯୁବକ ତାଙ୍କୁ ମାସମାସ ଧରି ‌ଯୗନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ପ୍ରକାଶିତ ରିପୋର୍ଟ ମୁତାବକ,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଜରୁରୀ କାମ ସ˚ପୂର୍ଣ୍ଣ ହେବ। ସରକାରୀ ଯୋଜନାରୁ ଲାଭ ପାଇବେ। ସୁସମ୍ବାଦ ପାଇବେ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ସୁଖଦ ହେବ। ବୃଷ: ମନରେ ପ୍ରସନ୍ନତା ବଜାୟ ରହିବ। ବଡ଼ କ˚ପାନି ସହିତ ଡିଲ୍ କରିପାରନ୍ତି। ରାଜନୀତିରେ ଆର୍ଥିକ ଲାଭ ହେବ। ପରିବାର ମଧୢରେ…
ଅଧିକ ଖବର ଦେଖନ୍ତୁ...

କ୍ୟାପସିକମ୍ ଖାଇଲେ ଓଜନ ହ୍ରାସ ହେବା ସହ ଏସବୁ ଲାଭ ମିଳିଥାଏ

ବଜାରରେ ବିଭିନ୍ନ ରଙ୍ଗର ଲାଲ, ହଳଦିଆ ଓ ସବୁଜ ରଙ୍ଗର କ୍ୟାପସିକମ୍ ମିଳିଥାଏ। ତେବେ କ୍ୟା‌ପସିକମରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି, ବିଟା-କେରୋଟିନ୍ ଭରି ରହିଥାଏ। ଆସନ୍ତୁ ଜାଣିବା କ୍ୟାପସିକମ୍ ଖାଇଲେ ଶରୀରକୁ କେଉଁ ସବୁ ଲାଭ ମିଳିଥାଏ। ୧. ଅନେକ ଲୋକ ବ୍ୟଞ୍ଜନ ପ୍ରସ୍ତୁତ କରିଲା…
ଅଧିକ ଖବର ଦେଖନ୍ତୁ...

ଠାରରେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଭିଡିଓ କରି ନିଜ ଦେହରେ ନିଆଁ ଲଗାଇ ଦେଲେ ଦିବ୍ୟାଙ୍ଗ ଦମ୍ପତ୍ତି

ତେଲେଙ୍ଗାନା: ତେଲେଙ୍ଗାନାର ନଲଗୋଣ୍ଡାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୁରୁବାର ଜଣେ ଦିବ୍ୟାଙ୍ଗ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଆତ୍ମହତ୍ୟା କରିବା ପୂର୍ବରୁ ଦୁହେଁ ଠାରରେ ଏକ ଭିଡିଓ ସେଲଫି ନେଇ ସେଥିରେ ସେମାନେ ଆତ୍ମହତ୍ୟା…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପରେ ପତ୍ନୀଙ୍କୁ ଭୁଲି ନପାରିବାରୁ ଅବିକଳ ମୂର୍ତ୍ତି ତିଆରି କଲେ ସ୍ବାମୀ

ନୂ୍ଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ତାଜମହଲକୁ ବିଶ୍ୱର ସବୁଠାରୁ ସୁନ୍ଦର ପ୍ରେମର ପ୍ରତୀକ ଭାବେ ବିବେଚନା କରାଯାଇଛି। ଆଜି ବି ଏମିତି ଅନେକ ଦମ୍ପତ୍ତି ଅଛନ୍ତି ଯେଉଁମାନେ ପରସ୍ପରକୁ ବହୁତ ଗଭୀର ଭାବରେ ଭଲ ପାଆନ୍ତି, ଏବଂ ସେହି ପ୍ରେମକୁ ପ୍ରକାଶ କରିବାକୁ ସେମାନେ ଏପରି କିଛି…
ଅଧିକ ଖବର ଦେଖନ୍ତୁ...

ଉଦ୍ଧାର ହୋଇଥିବା କୁମ୍ଭୀରକୁ ମୁକ୍ତ କରିବା ପାଇଁ ୫୦ହଜାର ଟଙ୍କା ଦାବି କଲେ ଗ୍ରାମବାସୀ

ବରେଲି: ଉତ୍ତରପ୍ରଦେଶର ଏକ ଗାଁରେ ଉଦ୍ଧାର ହୋଇଥିବା କୁମ୍ଭୀରକୁ ମୁକ୍ତ କରିବା ପାଇଁ ଜଙ୍ଗଲ ଅଧିକାରୀଙ୍କୁ ୫୦,୦୦୦ ଟଙ୍କା ଦାବି କରିଥିଲେ ଗ୍ରାମବାସୀ। ଏଭଳି ଏକ ଘଟଣା ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଦୁଧୱା ଟାଇଗର ରିଜର୍ଭ ନିକଟ ମିଦାନିଆ ଗ୍ରାମରେ ଘଟିଛି। ଗତ ମଙ୍ଗଳବାର ଦିନ ଏକ କୁମ୍ଭୀର…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ଘରୁ ଲୁଚାଇ ରିୟାଙ୍କ ଘରକୁ ପଠା ଯାଇଥିଲା ଡ୍ରଗ୍ସ

ନୂଆଦିଲ୍ଲୀ: ଆଜି ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ଡ୍ରଗ୍ସ ମାମଲାରେ ରିୟା ଏବଂ ସୁଶାନ୍ତଙ୍କ ବିଷୟରେ ଏବେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ୍ ସମୟରେ ସୁଶାନ୍ତ ରିୟାଙ୍କ ଘରେ କିଛି ସମୟ…
ଅଧିକ ଖବର ଦେଖନ୍ତୁ...