Daily Archives

September 11, 2020

ଓଡ଼ିଶାର ନୂଆ କଂଗ୍ରେସ ପ୍ରଭାରୀ ହେଲେ ଡ. ଚେଲ୍ଲାକୁମାର

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସ୍ଥାନରେ ଡାକ୍ତର ଚେଲ୍ଲା କୁମାରଙ୍କୁ ନିଯୁକ୍ତି ଦେଇଛି ଏଆଇସିସି। ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଜାରି ପ୍ରେସ ରିଲିଜରେ ସୂଚନା ଦିଆଯାଇଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରଭାରୀ ଭାବେ ଦାୟିତ୍ୱ…
ଅଧିକ ଖବର ଦେଖନ୍ତୁ...

୩ କୋଟିର ଟିକସ ଚୋରି ଅଭିଯୋଗରେ ଏ.ଆର ରହମାନଙ୍କ ପାଖକୁ ନୋଟିସ୍ ପଠାଇଲେ ହାଇକୋର୍ଟ

ମୁ୍ମ୍ବାଇ: ମାଡ୍ରାସ ହାଇକୋର୍ଟ ଓସ୍କାର ପୁରସ୍କାର ବିଜେତା ତଥା ପ୍ରତିଷ୍ଠିତ ମ୍ୟୁଜିକ୍ କମ୍ପୋଜର୍‌ ଏଆର ରହମାନ୍‌ଙ୍କୁ ‌ନୋଟିସ ଜାରି କରି ଆୟକର ସହିତ ଜଡ଼ିତ ମାମଲାର ସ୍ପଷ୍ଟୀକରଣ ମାଗିଛନ୍ତି। ଏଆର ରହମାନଙ୍କ ବିରୋଧରେ ଅଭିଯୋଗ ହୋଇଛି କି ସେ ନିଜର ଚାରିଟେବୁଲ ଟ୍ରଷ୍ଟ ଏଆର ରହମାନ୍…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରେ ସାଂଗଠନିକ ଅଦଳବଦଳ, ହଟିଲେ ଆଜାଦ, ଭୋରା, ଖଡଗେ ; ଡ. ଚେଲ୍ଲାକୁମାର ଓଡ଼ିଶା ପ୍ରଭାରୀ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳର ସାଂଗଠନିକ ସ୍ତରରେ କେତେକ ପରିବର୍ତ୍ତନ କରିଛନ୍ତି । ଗୁଲାମ ନବୀ ଆଜାଦ, ମୋତିଲାଲ ଭୋରା ଓ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ମହାସଚିବ ପଦରୁ ହଟାଇ ରଣଦୀପ ସୂର୍ଯ୍ୟେଓ୍ଵାଲା, ହରିଶ ରାଓ୍ଵତଙ୍କୁ ମହାସଚିବ କରାଯାଇଛି । ପ୍ରିୟଙ୍କା ଗାନ୍ଧି…
ଅଧିକ ଖବର ଦେଖନ୍ତୁ...

ଶନିବାର ଦିନ ଭାରତ ଫେରିବେ ଅରୁଣାଚଳ ପ୍ରଦେଶରୁ ନିଖୋଜ ୫ ଯୁବକ, ଭାରତୀୟ ସେନା ହାତରେ ଅର୍ପଣ କରିବ ଚୀନ ସେନା

ନୂଆଦିଲ୍ଲୀ : ଚୀନ ସେନା କବଜାରେ ଥିବା ଅରୁଣାଚଳ ପ୍ରଦେଶର ୫ ଜଣ ଯୁବକ ଆସନ୍ତା କାଲି ଭାରତ ଫେରିବେ । ଆସନ୍ତା କାଲି ଅର୍ଥାତ ଶନିବାର ଦିନ ଚୀନ ସେନା ସେମାନଙ୍କୁ ଭାରତୀୟ ସେନା ହାତରେ ଅର୍ପଣ କରିବ ବୋଲି କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଟ୍ଵିଟ କରି ସୂଚନା…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ: ୬ ହଜାର ୫ ଶହ ଟଙ୍କା ଲାଞ୍ଚ ନେଇ ଜେଲ୍ ଗଲେ ଶୁକ୍ରୁଳି ବ୍ଲକ୍ ଉଦ୍ୟାନ କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକ ଉଦ୍ୟାନ ବିଭାଗର କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ ଆଜି ମଧ୍ୟାହ୍ନ ୧୨ଟା ସମୟରେ ୬ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ି ଜେଲ ଯାଇଛନ୍ତି । ସୂଚନା ଅନୁସାରେ ଶୁକ୍ରୁଳି ବ୍ଲକ…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୩୦ ଜଣ 

କଟକ: ଆଜି କଟକ ସହରରୁ ମୋଟ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୩୪ ଜଣ ଓ ସ୍ଥାନୀୟ ଅଚଂଳରୁ ୧୩୦ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କଟକ ସହରରୁ ଏପର୍ଯ୍ୟନ୍ତ ୭୩୫୭ ଜଣ କରୋନା ପଜିଟିଭ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପ୍ରକୋଷ୍ଠ ପାଖ ରିୟା ଚକ୍ରବର୍ତ୍ତୀଙ୍କ ଜେଲ୍‌ ପ୍ରକୋଷ୍ଠରେ ପଙ୍ଖା ନାହିଁ କି, ବିଛଣା…

ମୁମ୍ବାଇ: ଆଜି ଜାମିନ ନାମଞ୍ଜୁର ହୋଇଥିବା ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇର ବାଇକୁଲା ଜେଲ୍‌ରେ ସିଲିଙ୍ଗ୍‌ ଫ୍ୟାନ୍‌ କିଂବା ବିଛଣା ନ ଥିବା ଗୋଟିକିଆ ପ୍ରକୋଷ୍ଠରେ ରଖାଯାଇଛି। ତାଙ୍କ ପ୍ରକୋଷ୍ଠ ପାଖରେ ଅଛନ୍ତି ନିଜ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଥିବା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୪୧୩ କରୋନା ପଜିଟିଭ୍‌, ସ୍ଥାନୀୟ ସଂକ୍ରମଣ ୩୦୧ ଜଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୩୦୧ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୧୨ ଜଣ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

କଟକ: ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଘଟଣାର ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ସମାଜସେବୀ ସ୍ୱାମୀ ଅଗ୍ନୀବେଶଙ୍କ ପରଲୋକ

ନୂଆଦିଲ୍ଲୀ : ପ୍ରଖ୍ୟାତ ସମାଜସେବୀ ତଥା ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନୀବେଶଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଗୁରୁତର ଅସୁସ୍ଥତା ଯୋଗୁଁ ସେ ଗତ କିଛି ଦିନହେଲା ଦିଲ୍ଲୀର ଲିଭର ଏଣ୍ଡ ବିଲିଆରୀ ସାଇନ୍ସେସ (ଆଇଏଲବିଏସ)ରେ ଚିକିତ୍ସିତ ହେଉଥିଲେ । ଲିଭର…
ଅଧିକ ଖବର ଦେଖନ୍ତୁ...