Daily Archives

September 11, 2020

ବନ୍ୟା ପ୍ରଭାବିତ ଚାଷୀଙ୍କ ସହାୟତା ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ଅଗଷ୍ଟ ମାସର ଶେଷ ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବନ୍ୟା ଯୋଗୁଁ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ରିୟା ଚକ୍ରବର୍ତ୍ତୀଙ୍କ ଜାମିନକୁ ବିରୋଧ କରିବା ବେଳେ ଆଣ୍ଟି-ଡ୍ରଗ୍ ଏଜେନ୍ସି କ’ଣ ଯୁକ୍ତି ବାଢ଼ିଥିଲେ

ନୂଆଦିଲ୍ଲୀ: ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ମନା ହେବାରୁ ସମ୍ପ୍ରତି ସେ ମୁମ୍ବାଇର ବାଇକୁଲା ଜେଲ୍‌ରେ ରହିବେ। ଅଭିନେତ୍ରୀ ରିୟା ଏବଂ ‘ନାକ୍ରୋଟିକ୍ କଣ୍ଟ୍ରୋଲ୍ ବ୍ୟୁ‌ରୋ’ର (ଏନ୍‌ସିବି) ଯୁକ୍ତି ଶୁଣିବା ପରେ ଅଦାଲତ ଜାମିନ ନାମଞ୍ଜୁର କରିଥିଲେ। ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରି…
ଅଧିକ ଖବର ଦେଖନ୍ତୁ...

ସୁନା ଚେନ ଲୁଟେରା ସମେତ ୨ ଗିରଫ, ସୁନା ଚେନ ଓ ବାଇକ୍‌ ଜବତ

ରାଉରକେଲା: ୨ଟି ସୁନା ଚେନ, ୨ଟି ବାଇକ୍‌ ଓ ମୋବାଇଲ ସମେତ ୨ ଜଣ ଗିରଫ ହୋଇଛନ୍ତି। ରାଉରକେଲାର ଉଦିତ ନଗର ଥାନା ପୁଲିସ ମାଲଗୋଦାମ ଅଂଚଳର ଦୀପକ ସାହୁ ଓ ବୀରମିତ୍ରପୁର ଅଂଚଳର ମହମ୍ମଦ ସରିକ ଓରଫ ହମିଦଙ୍କୁ ଗିରଫ କରିଛି। ଉଦିତ ନଗର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...

ବେୟର୍‌ ଗ୍ରିଲ୍‌ସଙ୍କ ସହ ଇନ୍‌ଷ୍ଟା ଚାଟ୍‌ ସମୟ‌ରେ ନିତିଦିନ ଗୋମୁୁତ୍ର ପିଅନ୍ତି ବୋଲି କହିଲେ ଖିଲାଡି ବୟ ଅକ୍ଷୟ…

ମୁମ୍ବାଇ: ଖିଲାଡି ବୟ ଅକ୍ଷୟ କୁମାର ନିଜ ସଂପର୍କରେ ଏକ ଅଜଣା କଥାର ଖୁଲାସା କରିଛନ୍ତି। ଅକ୍ଷୟ ବେୟର୍‌ ଗ୍ରିଲ୍‌ସ୍ ଏବଂ ହୁମା କ୍ୟୁରେସିଙ୍କ ସହ ଇନଷ୍ଟାଗ୍ରାମ ଲାଇଭ ଚାଟ୍‌ ବେଳେ କହିଛନ୍ତି କି ପ୍ରତିଦିନ ସେ ଗୋମୁଦ୍ର ପାନ କରନ୍ତି। ସେ କହିଛନ୍ତି କି ଆୟୁର୍ବେଦ କାରଣରୁ ତାଙ୍କୁ ଗୋମୁତ୍ର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସମେତ ୯ଟି ରାଜ୍ୟରେ ଦେଶର ୭୪% ସକ୍ରିୟ ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀ ଦିନକୁ ଦିନ ଅଧିକ ଗୁରୁତର ହେଉଛି । ମୋଟ ଆକ୍ରାନ୍ତ ସଂଖ୍ୟା ୪୫ ଲକ୍ଷ ଟପି ଭାରତ ଏବେ ବିଶ୍ବର ୨ୟ ସର୍ବାଧିକ ପ୍ରଭାବିତ ଦେଶରେ ପରିଣତ ହୋଇଛି । ତେବେ ଦେଶର ମୋଟ ସକ୍ରିୟ ମାମଲାର ୭୪ ପ୍ରତିଶତ ୯ଟି ରାଜ୍ୟରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ମହାଳୟାରେ ସମଲେଶ୍ୱରୀଙ୍କ ଦର୍ଶନ ମନା, ଡିଜିଟାଲ ପ୍ଲାଟଫର୍ମରେ ଘରେ ବସି ଦେବୀଙ୍କ ଆଶୀର୍ବାଦ ନେଇପାରିବେ ଶ୍ରଦ୍ଧାଳୁ

ସମ୍ବଲପୁର: ଦେବୀ ଦର୍ଶନ ଉପରେ ଲାଗିଲା କଟକଣା। ମହାଳୟା ଦିନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ ରହିବ। କରୋନା ଯୋଗୁଁ ମାଆଙ୍କ ଦର୍ଶନ ଉପରେ କଟକଣା ଲାଗିଛି। କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ମାଆଙ୍କ ଧବଳମୁଖୀ ବେଶ ଦର୍ଶନ କରିପାରିବେ ନାହିଁ। ତେବେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟମାନଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ: କୋଭିଡ୍ ରୋଗୀଙ୍କ ଲାଗି ସୁଲଭ ଆମ୍ବୁଲାନ୍ସ୍‌ ମୂଲ୍ୟ ଧାର୍ଯ୍ୟ କର

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ସ୍ବାସ୍ଥ୍ୟ ସେବା ସରଳୀକରଣ କରିବା ନିମନ୍ତେ ଦାଏର ହୋଇଥିବା କେତେଗୁଡ଼ିଏ ପିଟିସନ୍‌ର ଆଜି ଶୁଣାଣି କରିବା ସମୟରେ ରାଜ୍ୟମାନଙ୍କୁ ନିର୍ଦେଶ ଦେଇ କହିଛନ୍ତି ଯେ, କୋଭିଡ୍ ରୋଗୀମାନଙ୍କୁ ଆମ୍ବୁଲାନ୍ସ୍‌ ଯୋଗାଇବା ନିମନ୍ତେ ସେମାନେ ସୁଲଭ ମୂଲ୍ୟ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ସମୁଦ୍ର ପତ୍ତନରୁ ମୌସୁମୀ ଟ୍ରଫ୍‌ ବର୍ତ୍ତମାନ ଅମୃତସର, ରୋହତକ, ଟିକାମଗଡ, ସିଦ୍ଧ, ଜାମସେଦପୁର, ବାଲେଶ୍ବର ଦେଇ ସେଠାରୁ ପୂର୍ବ ଦିଗକୁ ବଙ୍ଗୋପସାଗରକୁ ଗତି କରିଛି। ପୂର୍ବ ଉତ୍ତରପ୍ରଦେଶରୁ ବିଦର୍ଭ ପର୍ଯ୍ୟନ୍ତ ଟ୍ରଫ୍ ବର୍ତ୍ତମାନ ବିହାରରୁ ଦକ୍ଷିଣ ଛତିଶଗଡ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଭର୍ଚୁଆଲ କୋର୍ଟ  ବ୍ୟବସ୍ଥାକୁ ଜାରି ରଖିବାକୁ ସଂସଦୀୟ ସ୍ଥାୟୀ କମିଟିର ସୁପାରିଶ

ନୂଆଦିଲ୍ଲୀ : କରୋନା ମହାମାରୀ ଆମ ନିତିଦିନିଆ ଜୀବନଯାପନକୁ କଷ୍ଟକର କରିଦେଇଛି । କିନ୍ତୁ ଏହି କଷ୍ଟକର ସମୟରେ ମଣିଷଜାତିକୁ ସହାୟ ହେଉଛି ଟେକନଲୋଜୀ । ଟେକନଲୋଜୀର ଉପଯୋଗ ଯୋଗୁଁ ହିଁ କରୋନା ବିରୋଧୀ ଯୁଦ୍ଧରେ ମଣିଷ ଦମ୍ଭର ସହ ଛିଡ଼ା ହୋଇଛି । ଟେକନଲୋଜୀ ଯୋଗୁଁ ଲୋକମାନଙ୍କୁ ଅଫିସ ନ ଯାଇ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରୀ ଅବହେଳାର କରୁଣ ଚିତ୍ର: ପ୍ରସୂତୀକୁ ଜଗି ରହିଥିଲେ ସହାୟିକା, ଶିଶୁ ପୁତ୍ର ମୃତ

ମିରଟ: ଉତ୍ତରପ୍ରଦେଶର ମିରଟରେ ଡାକ୍ତରୀ ଅବହେଳାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଜଣେ ସହାୟିକା(ମେଡ୍‌) ମଙ୍ଗଳବାର ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଉପରେ ତଦାରଖ କରୁଥିବା ବେଳେ ଶିଶୁଟି ଜନ୍ମଲାଭ କରିବା ସଙ୍ଗେ ସଙ୍ଗେ ତା’ର ମୃତ୍ୟୁ ଘଟିଛି।…
ଅଧିକ ଖବର ଦେଖନ୍ତୁ...