Daily Archives

September 12, 2020

ଯୁବକଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର: ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ, ଜଣେ ଅଟକ

ବାରିପଦା: ବାରିପଦା ପୌରପରିଷଦ ୱାର୍ଡ ନଂ-୨୦ ଶୁନଗଡ଼ିଆ ଅଞ୍ଚଳର ବିକ୍ରମ ଦାସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବାରିପଦା ଟାଉନ୍‌ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ମୃତକଙ୍କ ପତ୍ନୀ ମିନୁ ଦାସଙ୍କ ଅଭିଯୋଗକ୍ରମେ ଗୋଲେଇ ବଜାର ଜିତୁ ପଣ୍ଡା(ଜିତୁ ନନା’ଙ୍କ) ଘର ସମ୍ମୁଖରୁ ଆଜି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରସ୍ତୁତି ଶେଷ, ରାତି ପାହିଲେ ରାଜ୍ୟର ୭ଟି ସହରରେ ନିଟ ପରୀକ୍ଷା ଦେବେ ୩୭ ହଜାର ୪୫୯ ଛାତ୍ରଛାତ୍ରୀ

ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ସେପ୍ଟେମ୍ବର ୧୩ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌(ନ୍ୟାସନାଲ ଏଲିଜିବିଲିଟି କମ୍‌ ‌ଏଣ୍ଟ୍ରାନ୍ସ ଟେଷ୍ଟ) ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୋଭିଡ୍‌-୧୯ କଟକଣା ମଧ୍ୟରେ ଅଫ୍‌ଲାଇନ୍‌ରେ ହେଉଥିବା ଏହି ପରୀକ୍ଷା ଲାଗି ଓଡ଼ିଶାରେ ୮୪ଟି…
ଅଧିକ ଖବର ଦେଖନ୍ତୁ...

ଏହି ୫ଟି ଖରାପ ଅଭ୍ୟାସ ହେତୁ ଦେଖା ଦେଇଥାଏ ଅନେକ ରୋଗ: ହୋଇ ଯାଆନ୍ତୁ ସାବଧାନ!

ସମୟ ସହିତ ମଣିଷର ଜୀବନଶୈଳୀ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଏହାରି ଭିତରେ ମଣିଷ କିଛି ଖରାପ ଅଭ୍ୟାସକୁ ଆପଣାଇ ନେଇଥାଏ। ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜଣାଅଜଣାରେ ହୋଇଯାଇଥିବା ଏହି ଭୁଲ ପାଇଁ ଅନେକ ଥର ଲୋକଙ୍କୁ ଅନୁତାପ କରିବାକୁ ବି ପଡିଛି। କାରଣ, ଏହା ଶୀରରରେ…
ଅଧିକ ଖବର ଦେଖନ୍ତୁ...

ଛାତ ଉପରେ ବସିଥିଲେ ମହିଳା, ୨ ଜଣ ଦୁର୍ବୃତ୍ତ ଆସି କଲେ ହତ୍ୟା

ଭଂଜନଗର: ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ମଳାଶପଦର ଛକ ନିକଟରେ ପ୍ରଶାନ୍ତ କୁମାର ସାହୁଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଘରର ଛାତ ଉପରେ ଏକାକୀ ବସିଥିବା ବେଳେ ୨ ଜଣ ଦୁର୍ବୃତ୍ତ ଘରର ବାଡ଼ି ପଟଦେଇ ଛାତ ଉପରକୁ ଚଢ଼ିଥିଲେ । ଜ୍ୟୋସ୍ନାରାଣୀ କିଛି ଭାବିବା ପୂର୍ବରୁ ଦୁଇ ଦୁର୍ବୃତ୍ତ ଧାରୁଆ…
ଅଧିକ ଖବର ଦେଖନ୍ତୁ...

କରୋନା ପଜିଟିଭ ଛାତ୍ରଛାତ୍ରୀ ଦେଇପାରିବେନି ନିଟ ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର: ରାତି ପାହିଲେ ନିଟ ପରୀକ୍ଷା ହେବ । କିନ୍ତୁ ଏହା ପୂର୍ବରୁ ବଡ଼ ଖବର ଆସିଛି । ଆସନ୍ତାକାଲି ହେବାକୁ ଥିବା ନିଟ ପରୀକ୍ଷାରେ କରୋନା ପଜିଟିଭ ଛାତ୍ରଛାତ୍ରୀ ସାମିଲ ହୋଇପାରିବେ ନାହିଁ । ନ୍ୟାସନାଲ ଟେଷ୍ଟି ଏଜେନ୍ସି ପକ୍ଷରୁ ଜାରି ହୋଇଥିବା ଏସଓପିରେ ଏହା କୁହାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ବଡ଼ ଆଶ୍ଚର୍ଯ୍ୟ: ୧୫ବର୍ଷ ହେବ ‌କୌଣସି ଅଣ୍ଡିରା ଅଜଗର ସଂସ୍ପର୍ଶ ନଆସି ଦୁନିଆର ସବୁଠାରୁ ବୟସ୍କା ଅଜଗର ଦେଲା ଅଣ୍ଡା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଭାଇରାଲ ହେବାରେ ଲାଗିଛି। ମିସୋରିର ସେଣ୍ଟ ଲୁଇସର ଏକ ଚିଡ଼ିଆଖାନାରେ ୬୨ ବର୍ଷ ବୟସର ଏକ ମାଈ ଅଜଗର ସାତଟି ଅଣ୍ଡା ଦେଇଛି। ତେବେ ଏହାକୁ ଦେଖି ଚିଡ଼ିଆଖାନାର କର୍ମକର୍ତ୍ତା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ, ଏହି ଅଜଗର ୧୫ ବର୍ଷ ହେବ…
ଅଧିକ ଖବର ଦେଖନ୍ତୁ...

ଦୋକାନରେ ପଶି ହାତକୁ ସାନିଟାଇଜ କରି ଦୁର୍ବୃତ୍ତ ଲୁଟି ନେଲେ ୩୫ ଲକ୍ଷ ଟଙ୍କାର ଅଳଙ୍କାର

ଅଲିଗଡ଼: ଉତ୍ତର ପ୍ରଦେଶର ଅଲିଗଢ଼ରେ ଦିନ ଦ୍ବିପହରେ ଏକ ଅଳଙ୍କାର ଦୋକାନରୁ ୩୫ଲକ୍ଷ ଟଙ୍କର ସୁନା ଓ ୪୦ହଜାର ଟଙ୍କାର ନଗଦ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସିନେମା ଷ୍ଟାଇଲରେ ଏହି ଲୁଟ କରିଥିବା ଜଣାପଡ଼ିଛି। ଏହି ଲୁଟ ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

 ପୁଣି ମନ ଜିଣିଲେ ସୋନୁ; ୨୨୦ ନାଉରିଆଙ୍କ ପାଖକୁ ରିଲିଫ ପଠାଇ ମୁହଁରେ ଫୁଟାଇଲେ ହସ

ମୁମ୍ବାଇ: ଫିଲ୍ମ ଅଭିନେତା ସୋନୁ ସୁଦ କିଛିଦିନ ତଳେ କାଶୀର ନାଉରିଆଙ୍କୁ ସାହାଯ୍ୟ କରିଛନ୍ତି। ଏନେଇ ସେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ୨ଦିନ ତଳେ କାଶୀର ନାଉରିଆମାନେ ଟ୍ବିଟରରେ ସାହାଯ୍ୟ ମାଗିବାରୁ ସୋନୁ ଶୀଘ୍ର ସାହାଯ୍ୟର ଆଶ୍ବାସନା ଦେଇଥିଲେ। ଏବଂ ଗତ ଗୁରୁବାର ମାଝି ନାଉରିଆ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଦିବ୍ୟାଙ୍ଗ ହୋଇଯିବା ପରେ ଗୋଟିଏ ହାତରେ ଚୋରି କରୁଥିବା ଚୋରକୁ କାବୁ କଲା ପୁଲିସ

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଭିନ୍ନକ୍ଷମ ଚୋର ଏକ ଆସବାବପତ୍ର ଦୋକାନରେ ପ୍ରବେଶ କରି ପ୍ରଥମେ ଏକ ଅନ୍ଧାର କୋଠରୀ ଭିତରେ ମାଚିସ୍ ଜଳାଉଛି। ଆଉ ତା’ପରେ ଲାପଟପ୍, ଆଇପ୍ୟାଡ୍ ଏବଂ ମୋବାଇଲ୍ ଆଦି ଚୋରି କରି ନେଉଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୧୮ ରୁ ଆରମ୍ଭ ହେବ ଫ୍ଲିପକାର୍ଟ ବିଗ୍ ସେଭିଙ୍ଗ୍ ଡେ: ୧ ଟଙ୍କାରେ ସାମଗ୍ରୀର ପ୍ରି ବୁକ୍ କରି ପାରିବେ…

ନୂଆଦିଲ୍ଲୀ: ଫ୍ଲିପକାର୍ଟ ବିଗ୍ ସେଭିଙ୍ଗ୍ ଡେ ସେଲ ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଯାଉଛି।  ଏହି ସେଲ୍ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ | ୩ ଦିନ ମଧ୍ୟରେ ଇ-କମର୍ସ ୱେବସାଇଟରେ ସାମଗ୍ରୀଗୁଡ଼ିକ ଉପରେ ରିହାତି ରହିବା ସହିତ ଅନେକ ଅଫର ବି ଗ୍ରାହକ ପାଇ ପାରିବେ। ଏହି ସେଲରେ ମୋବାଇଲ୍,…
ଅଧିକ ଖବର ଦେଖନ୍ତୁ...