Daily Archives

September 13, 2020

ଧାର୍ଯ୍ୟ ସମୟ ପୂର୍ବରୁ ନାଟକରେ ପଡ଼ିଲା ଯବନିକା, ବାହୁଡ଼ିଗଲେ ଅଜିତ ଦାସ

ବାରିପଦା: ନଗଦାନଗଦି ଏନଏସ୍‌ଡିରୁ ସଫଳତାର ସହିତ କୃତିତ୍ବ ହାସଲ କରି ଫେରିଥାଆନ୍ତି। ବର୍ଷ ପ୍ରାୟ ୧୯୭୩ ମସିହା ହେବ। ତତ୍‌କାଳୀନ ସମୟରେ ମଞ୍ଚନାଟକ ଓ କଳା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ଯୁଗେଚ୍ଛା ନାଟ୍ୟସଂସ୍ଥାର ନାଟକ ‘ବକ୍ସି ଜଗବନ୍ଧୁ’ ନିମନ୍ତେ ବକ୍ସି ଭୂମିକାରେ ଅଭିନୟ କରିବା…
ଅଧିକ ଖବର ଦେଖନ୍ତୁ...

୩ ଫୁଟିଆ ଘରେ ୫ ଫୁଟିଆ ମଣିଷ: ଦଦରା ଘରେ କାଳ କାଟୁଛନ୍ତି ଆଦିବାସୀ ଯୁବକ ଶୁକ୍ରୁ ଓ ତାଙ୍କ ଦୁଇ ସନ୍ତାନ

ଜୟପୁର (ଶ୍ରୀକାନ୍ତ ସାହୁ): ବର୍ଷା ହେଲେ ପାଦ ଭିଜିଲେ ଗୁଞ୍ଜି ହେବ ମୁଣ୍ଡ । ମୁଣ୍ଡ ଭିଜିଲେ ‌ତିନ୍ତିବନି ପାଦ। ଗୋଟିଏ ପଟେ ଛତା ରଖିଲେ ଚଳୁଛି ନ ହେଲେ ନାହିଁ। ଏପରି ଏକ ଦଦରା ଘରେ କାଳ କାଟୁଛନ୍ତି ଜଣେ ଆଦିବାସୀ ଓ ତାଙ୍କ ଦୁଇ ସନ୍ତାନ। ଏପରି ଦୁର୍ବିଶହ ଜୀବନ ଯିଉଁଛନ୍ତି କୋରାପୁଟ…
ଅଧିକ ଖବର ଦେଖନ୍ତୁ...

ନିଜକୁ ଫିଟ୍‌ ରଖିବାକୁ ପ୍ରତିଦିନ କରୀନା କପୁର ଆପଣାନ୍ତି ଏହି ସବୁ ଉପାୟ

ମୁମ୍ବାଇ: ଓଜନ ହ୍ରାସ କରିବାର ନିଶା ଆଜିକାଲି ପ୍ରାୟ ସମସ୍ତଙ୍କ ଭିତରେ ଦେଖିବାକୁ ମିଳୁଛି। ପତଳା ଓ ଫିଟ୍‌ ଦିଶିବା ପାଇଁ କାହାକୁ ବା ଭଲ ଲାଗେନା? ମାତ୍ର ମନେରଖନ୍ତୁ ଓଜନ ହ୍ରାସ ପାଇଁ ଭୁଲ୍‌ରେ ବି କେବେ ପେଟ ଖାଲି ରଖି ଖାଇବେ ନାହିଁ। ଓଜନ ହ୍ରାସ କରିବା ପାଇଁ ଆପଣ ଏକ ଡାଏଟ୍‌ ତାଲିକା…
ଅଧିକ ଖବର ଦେଖନ୍ତୁ...

ଜୀବନରେ ଏହି ୪ ବ୍ୟକ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାନ୍ତି, ଏମାନଙ୍କୁ କେବେ ଅସମ୍ମାନ କରନ୍ତୁ ନାହିଁ

ପ୍ରାଚୀନ ଭାରତର ଇତିହାସ ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ବିନା ଅଧୁରା। ଚାଣକ୍ୟଙ୍କୁ ଲୋକେ କୌଟିଲ୍ୟ ନାମରେ ମଧ୍ୟ ଜାଣନ୍ତି। ସେ ଜଣେ ଭାରତୀୟ ଶିକ୍ଷକ, ଅର୍ଥନୀତିଜ୍ଞ, ରାଜ ପରାମର୍ଶଦାତା ତଥା ଦାର୍ଶନିକ। ସେ ବିଷ୍ଣୁଗୁପ୍ତ ନାମରେ ମଧ୍ୟ ଖୁବ୍‌ ପରିଚିତ। ଚାଣକ୍ୟ ଅନେକଗୁଡ଼ିଏ ବାଣୀ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀଙ୍କ ମୃତ୍ୟୁର ୨ ଦିନ ପରେ ଆତ୍ମହତ୍ୟା ଉଦ୍ୟମ କଲେ ପତ୍ନୀ; ୧୫ ଦିନ ତଳେ ହୋଇଥିଲା ବାହାଘର

ଇନ୍ଦୋର: ମାତ୍ର ୧୫ ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏକ ଦମ୍ପତିଙ୍କ ସହ ଯେପରି ଅଘଟଣ ଘଟିଛି ତାହା ହୁଏତ ଆଉ କାହା ସହ ନଘଟୁ। ସ୍ବାମୀଙ୍କ ମୃତ୍ୟୁ ଘଟିବାର ମାତ୍ର ୨ ଦିନ ପରେ ପତ୍ନୀ ବି ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ମିଳିଛି। ଶୁକ୍ରବାର ଅପରାହ୍ନରେ ମହିଳା ଜଣକ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ, ୪୭ ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ବର: ସୋମବାର ସେପ୍ଟେମ୍ବର ୧୪, ୨୦୨୦ ଠାରୁ ସଂସଦର ମୌସୁମୀ ଅଧିବେଶନ ୨୦୨୦ ଆରମ୍ଭ ହେବ । ଏହା ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର ୨୫୨ତମ ଅଧିବେଶନ। ଏହି ଅଧିବେଶନ ଆସନ୍ତା ଅକ୍ଟୋବର ପହିଲା, ୨୦୨୦ରେ ଶେଷ ହେବ। ଏହି ଅଧବେଶନର ମୋଟ ୧୮ ଦିନରେ ୧୮ଟି କାର୍ୟ୍ୟ ଦିବସ ରହିଛି…
ଅଧିକ ଖବର ଦେଖନ୍ତୁ...

ଯଦି ଗୋଟାଏ ଚଳଚ୍ଚିତ୍ର କରି କଙ୍ଗନା ରାଣୀ ଲକ୍ଷ୍ମୀବାଇ ହୋଇଗଲେ, ତାହାଲେ ଏମାନେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କର ‘କୁଇନ୍‌’ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କର ଥଟ୍ଟା କରିଛନ୍ତି ଅଭିନେତା ପ୍ରକାଶ ରାଜ। ସେ ତାଙ୍କ ଟ୍ବିଟ୍‌ର ଆକାଉଣ୍ଟ୍‌ରେ ଏକ ଫଟୋ ସେୟାର୍‌ କରି ଲେଖିଛନ୍ତି, ‘ଯଦି କଙ୍ଗନା ଗୋଟାଏ ଚଳଚ୍ଚିତ୍ର କରି ନିଜକୁ…
ଅଧିକ ଖବର ଦେଖନ୍ତୁ...

ଅଜଣାତରେ ସାପ ମୁହଁ ମାରିଥିବା କ୍ଷୀର ପିଇ ଦୁଇ ଭଉଣୀଙ୍କ ମୃତ୍ୟୁ

ଗାଜିପୁର: ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲା ମରଦହ ଗାଁରେ ଗତ ଶନିବାର କ୍ଷୀର ପିଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । କ୍ଷୀର ପିଇବାର କିଛି ସମୟ ପରେ ଦୁଇ ଭଉଣୀଙ୍କ ମୁହଁରୁ ଫେଣ ବାହାରିବା ସହିତ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଉଭୟଙ୍କୁ ପରିବାର ଲୋକ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଗୁଟ୍‌ଖା ବେପାରୀଙ୍କ ଠାରୁ ବଟି ନେବା ମହଙ୍ଗା ପଡ଼ିଲା, ୪ କନ୍‌ଷ୍ଟେବଲ୍‌ଙ୍କୁ ନିଲମ୍ବନ କଲେ ବ୍ରହ୍ମପୁର ଏସ୍.ପି.

ବ୍ରହ୍ମପୁର: ଜଣେ ଗୁଟ୍‌ଖା ବେପାରୀଙ୍କୁ ଖାକିର ଦାଦାଗିରି ଦେଖାଇ ବଟି(ଟଙ୍କା) ନେବା ୪ଜଣ କନ୍‌ଷ୍ଟେବଲ୍‌ଙ୍କୁ ମହଙ୍ଗା ପଡ଼ିଛି। ଘଟଣାର ତଦନ୍ତ କରି ଆବଶ୍ୟକ ପ୍ରମାଣ ଥିବାରୁ ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ର ସମ୍ପୃକ୍ତ ୪ଜଣ କନ୍‌ଷ୍ଟେବଲ୍‌ଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବନ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ନିଜ ଜୀବନକୁ ବାଜି ଲଗାଇ ଜଣେ ମହିଳାଙ୍କୁ ସାହାଯ୍ୟ କରିବାକୁ ନିର୍ଜନ ରାସ୍ତାରେ ଧାଇଁ ଗଲେ ଅନ୍ୟ ଜଣେ ମହିଳା

କୋଲକାତା: ଅନେକ ସମୟରେ ରାସ୍ତାରେ ଅସହାୟ ମହିଳାଙ୍କୁ ଦେଖି ଲୋକେ ମୁହଁ ବୁଲେଇ ଚାଲି ଯାଉଥିବାର ଉଦାହରଣ ଦେଖିବାକୁ ମିଳିଛି। ମାତ୍ର ଜାଣିରଖନ୍ତୁ ଯେ ପ୍ରତ୍ୟେକ ବ୍ୟକ୍ତି ସେପରି ନୁହଁନ୍ତି। କିଛି ସହୃଦୟ ବ୍ୟକ୍ତି ବି ଅଛନ୍ତି, ଯିଏକି ଅସମୟରେ ପାଖରେ ଛିଡ଼ା ହୁଅନ୍ତି। କୋଲକାତାରେ ନିଲଞ୍ଜନ…
ଅଧିକ ଖବର ଦେଖନ୍ତୁ...