Daily Archives

September 13, 2020

କୋଭିଡ୍ ଯୋଦ୍ଧା ଶ୍ବେତ ଦାଶଙ୍କ ଆଉ ଏକ କ୍ଷୁଦ୍ର ଚଳଚିତ୍ର ‘ଅନ୍ ଲାଇନ୍ କ୍ଲାସ୍’

ବ୍ରହ୍ମପୁର: ବାପା ଆମ ସ୍କୁଲ ଆଉ ଖୋଲିବନି? ନିଶ୍ଚିତ ଖୋଲିବ, ତୁ ଆଉ ତୋ ସାଙ୍ଗ ମାନେ ପୁଣି ସ୍କୁଲ ଆସିବ। ମାତ୍ର କିଛି ସମୟ, ସମୟ ପରା ବଦଳି ଯାଇଛି। ଆଗରୁ ତୋ ମାମା ଟିଭି ଦେଖିବା, ମୋବାଇଲ୍‌ ଧରିବାକୁ ଦେଉନଥିଲା। ସ୍କୁଲ ନଗଲେ ଗାଳି କରୁଥିଲା। ଆଉ ଏବେ...। ଏହି ସଂଳାପ ଗୁଡ଼ିକ ହେଲା…
ଅଧିକ ଖବର ଦେଖନ୍ତୁ...

ବିଲେଇମାନେ ବେଶି ମାତ୍ରାରେ କରୋନା ସଂକ୍ରମିତ, ହେଲେ ସେମାନଙ୍କ ମଧ୍ୟରେ ଆଣ୍ଟିବଡି ଅଧିକ: ଗବେଷଣା

ବେଜିଂ: କରୋନା ଭାଇରସ୍‌କୁ ନେଇ ପୂର୍ବରୁ ଅନେକ ଗବେଷଣା ହୋଇ ସାରିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଏହି କରୋନା ଭାଇରସ୍‌ ବିଲେଇମାନଙ୍କ କ୍ଷେତ୍ରରେ ବେଶି ସଂକ୍ରମିତ ହେଉଛି। ମାତ୍ର ବଡ଼ କଥା ହେଉଛି, ବିଲେଇମାନେ କରୋନା ପଜିଟିଭ୍‌ ରହି ମଧ୍ୟ ସେମାନଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣ ଭାଗ୍ୟର ସ˚ପୂର୍ଣ୍ଣ ସହଯୋଗ ପାଇବେ। ଉପରିସ୍ଥ କର୍ମଚାରୀଙ୍କ ଆଗରେ ଆପଣଙ୍କ ମତ ରଖନ୍ତୁ; ସକାରାତ୍ମକ ଫଳ ପାଇବେ। ବ୍ୟବସାୟରେ ଲାଭ ହେବ। ବୃଷ: ଭଲ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଧନପ୍ରାପ୍ତିର ଯୋଗ ରହିଛି। ଜଟିଳ ବିଷୟ ବୁଝିବାରେ ଛାତ୍ରଙ୍କୁ…
ଅଧିକ ଖବର ଦେଖନ୍ତୁ...

ବଜାରରେ ବିକ୍ରି ହେବ କଙ୍ଗନାଙ୍କ ପ୍ରିଣ୍ଟ୍‌ ଥିବା ଶାଢ଼ି; ସମର୍ଥନରେ ବାହାରିଲେ ବ୍ୟବସାୟୀ

ମୁମ୍ବାଇ:  ଅଭିନେତ୍ରୀ କଙ୍ଗନା ରାଣାୱାତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। କେତେବେଳେ କଙ୍ଗନା ଶିବସେନାଙ୍କ ଉପରେ ଆକ୍ଷେପ ଲଗାଉଥିବା ବେଳେ ଶିବସେନାର ମନ୍ତ୍ରୀ ଓ ନେତାବି କଙ୍ଗନାଙ୍କୁ ପାଲଟା ଜବାବ ଦେଉଛନ୍ତି। ଏପରିକି ବିଏମସି କଙ୍ଗନାଙ୍କ ଅଫିସକୁ…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ 

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଗବର ପୋଲ ଉପରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାଗବର ଗାଁର ସତ୍ୟନାରାୟଣ ବିଶ୍ବାଳ (୫୩) । ସେ ଘରୁ ଜଟେସିଂହା…
ଅଧିକ ଖବର ଦେଖନ୍ତୁ...

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କରୋନା ପଜିଟିଭ

ତାଳଚେର/ଭୁବନେଶ୍ବର: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କରୋନା ସଂକ୍ରମିତ ହୋଇଛନ୍ତି। ବିଧାୟକ ଶ୍ରୀ ପ୍ରଧାନ ନିଜେ ଏହା ଟ୍ବିଟ୍‌ କରି ଜଣାଇଛନ୍ତି। ତେବେ ସେ ଏବେ ସୁସ୍ଥ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି କରୋନା ପରୀକ୍ଷା କରାଇନେବାକୁ…
ଅଧିକ ଖବର ଦେଖନ୍ତୁ...

୧୫୧ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ 

ଜୟପୁର: ୧୫୧ କେଜି ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଆଜି ଜୟପୁର ସଦର ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉତ୍ତର ପ୍ରଦେଶ ରାୟା ଜିଲ୍ଲାର ସାଗର ଚୌଧୁରୀ (୨୪) ଓ ଆକାଶ ଚୌଧୁରୀ (୨୩)। ସେମାନଙ୍କଠାରୁ ଦୁଇଟି ମୋବାଇଲ ଫୋନ, ୧୭୦୦ ଟଙ୍କା ଓ ସହ ସୁନେଲୀ…
ଅଧିକ ଖବର ଦେଖନ୍ତୁ...

୨୦୨୧ ପ୍ରଥମ ତିନିମାସରେ କୋଭିଡ୍‌-୧୯ ଟିକା ସମ୍ଭବ: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ବାର୍ତ୍ତାଳାପ କାର୍ଯ୍ୟକ୍ରମ ‘ରବିବାର ସମ୍ବାଦ’ର ପ୍ରଥମ ଅଧ୍ୟାୟରେ ଉଦ୍‌ବୋଧନ ଦେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଲେ ଯେ, ଏପର୍ଯ୍ୟନ୍ତ କୋଭିଡ୍-୧୯ ଟିକାର ଶୁଭାରମ୍ଭ କରିବା ଲାଗି ତାରିଖ ଧାର୍ଯ୍ୟ ହୋଇନାହିଁ। ଆସନ୍ତାବର୍ଷର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

୪ କୁଇଣ୍ଟାଲ ୮୦ କିଲୋ ଗଂଜେଇ ଓ ନଗଦ ୯ ଲକ୍ଷ ଟଙ୍କା ଜବତ, ୪ ଗିରଫ

ବୀରମହାରାଜପୁର/ଉଲୁଣ୍ଡା: ସ୍ଥାନୀୟ ପୁଲିସର ସହାୟତାରେ ଏସଟିଏଫ ୪ କୁଇଣ୍ଟାଲ ୮୦ କିଲୋ ଗଂଜେଇ ଓ ନଗଦ ୯ ଲକ୍ଷ ୭୭ ହଜାର ୨୦୦ ଟଙ୍କା ଜବତ କରିବା ସହିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥି ସହିତ ଏସଟିଏଫ ଗୋଟିଏ ଲେଖାଏଁ ପିକଅପ ଓ ହୋଣ୍ଡା ସିଟି କାରକୁ ମଧ୍ୟ ଜବତ କରିଛି । ଗିରଫ…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲରେ ଭର୍ତ୍ତି ଥିବା କରୋନା ରୋଗୀଙ୍କ ପାଖକୁ ରଶିରେ ବାନ୍ଧି ପଠା ଯାଉଛି ମଦ ବୋତଲ!

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲଲିତପୁର ଅନ୍ତର୍ଗତ ଟେକ୍ରି ଗ୍ରାମରେ ଅସ୍ଥାୟୀ କୋଭିଡ -୧୯ ଏଲଭେନ ହସ୍ପିଟାଲ କରାଯାଇଛି। ଏହି ହସ୍ପିଟାଲରୁ କିଛି ଚିତ୍ର ସାମ୍ନାକୁ ଆସିଛି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫଟୋରେ ଦେଖିବାକୁ ମିଳୁଛି ଯେ କିଛି କରୋନା ରୋଗୀ…
ଅଧିକ ଖବର ଦେଖନ୍ତୁ...