Daily Archives

September 13, 2020

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ ଅଭିନେତ୍ରୀ କଙ୍ଗନା

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ଶାସନ କ୍ଷମତାରେ ଉଦ୍ଧବ ଠାକ୍‌ରେ ଥିବା ବେଳେ  ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରିଙ୍କୁ  ଅଭିନେତ୍ରୀ କଙ୍ଗନା ରାଣାୱତ ଭେଟିଛନ୍ତି। କଙ୍ଗନା ରାଜ୍ୟପାଳଙ୍କୁ ଭେଟି ବିଏମସି ତାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପ୍ରସଙ୍ଗ ଉଠାଇଥିବା କୁହାଯାଉଛି।…
ଅଧିକ ଖବର ଦେଖନ୍ତୁ...

ଏ କେ-୪୭ ଗୁଳି ଚୋଟ ସମ୍ଭାଳିବାକୁ ସମର୍ଥ ସ୍ବଦେଶୀ ବୁଲେଟ୍‌-ପ୍ରୁଫ୍ ଜ୍ୟାକେଟ୍‌ ‘ଭାବା କବଚ’

ହାଇଦ୍ରାବାଦ: ହାଇଦ୍ରାବାଦର କଞ୍ଚନବାଗ ଅଞ୍ଚଳରେ ଥିବା ‘ମିଶ୍ର ଧାତୁ ନିଗମ ଲିମିଟେଡ୍‌’ରେ (ମିଧାନି) ନିର୍ମାଣ ଚାଲିଛି ସେନାବାହିନୀ ନିମନ୍ତେ ଆନ୍ତର୍ଜାତିକ ମାନର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଏବଂ ସୁରକ୍ଷା ପ୍ରଦାନକାରୀ ହେଲ୍‌ମେଟ୍‌। ଏହି ବୁଲେଟ୍‌-ପ୍ରୁଫ୍ ଜ୍ୟାକେଟ୍‌ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ୩ଟି କଲରାପତରିଆ ବାଘ ଛାଲ ଜବତ, ୪ ଅଭିଯୁକ୍ତ ଯୁବକ ଗିରଫ

ନବରଙ୍ଗପୁର: ସ୍ଥାନୀୟ ବନ ବିଭାଗର ଟିମ୍ ୩ଟି କଲରାପତରିଆ ବାଘ ଛାଲ ଜବତ କରିଛି । ଏଥି ସହିତ ବନ ବିଭାଗର କର୍ମଚାରୀମାନେ ୪ ଜଣ ଯୁବକଙ୍କୁ ଗିରଫ କରି ସେମାନଙ୍କର ଠାରୁ ୨ଟି ବାଇକ ମଧ୍ୟ ଜବତ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ନାୟକ, ତ୍ରିନାଥ ନାୟକ, ପ୍ରହଲ୍ଲାଦ ନାୟକ ଓ…
ଅଧିକ ଖବର ଦେଖନ୍ତୁ...

ବିଜେପି କଙ୍ଗନା ରାଣାୱତଙ୍କୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ: ସାଂସଦ ସଞ୍ଜୟ ରାଉତ

ନୂଆଦିଲ୍ଲୀ: ଶିବସେନା ସାଂସଦ ସଞ୍ଜୟ ରାଉତ ରବିବାର କହିଛନ୍ତି ଯେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ମୁମ୍ବାଇକୁ ପାକ୍‌ ଅଧିକୃତ କାଶ୍ମୀର ସହ ତୁଳନା କରୁଥିବା ସତ୍ତ୍ୱେ ବିଜେପି କଙ୍ଗନା ରାନାୱତଙ୍କୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ ଏବଂ ବିହାର ମତଦାନକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ସେନା…
ଅଧିକ ଖବର ଦେଖନ୍ତୁ...

ଅନୁଭବ-ବର୍ଷା ବିବାଦ ମାମଲାରେ ମୁହଁ ଖୋଲି ଅନୁଭବଙ୍କ ଓକିଲ କହିଲେ ଏଭଳି କଥା

ଭୁବନେଶ୍ବର: ଅନୁଭବ-ବର୍ଷା ବିବାଦ ମାମଲାରେ ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ବିବାହ ବିଚ୍ଛେଦ ପାଇଁ କ୍ରୁରତା ଏକ ବଡ କାରଣ । କୋର୍ଟ ଏହି ଘଟଣାକୁ ଗମ୍ଭୀରତା ସହ ବିଚାର କରିବେ । ଅନ୍ୟପକ୍ଷରେ ଉଭୟ ସୋସିଆଲ ମିଡିଆରେ ନିଜ ପକ୍ଷ ରଖୁଛନ୍ତି । ତେଣୁ ଏହାକୁ…
ଅଧିକ ଖବର ଦେଖନ୍ତୁ...

ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ

ଭୁବନେଶ୍ବର: ରବିବାର ଦିନ ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ଅଜିତ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ‌ପ୍ଟେମ୍ବର ୧ ତାରିଖ ଦିନ  ସେ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡ଼ିବା ପରେ ଭୁବନେଶ୍ବରର ଏକ ଘରୋଇ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରେ ଲଘୁଚାପ: ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ତଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଉପକୂଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସଂପ୍ରତି ଏହା ସଂପୃକ୍ତ ଅଞ୍ଚଳରେ ରହିବା ସହ ଦକ୍ଷିଣ-ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମିତ ମାଲିକଙ୍କୁ ନେଇଯାଉଥିବାର ଦେଖି ଆମ୍ବୁଲାନ୍ସରେ ଚଢ଼ିଗଲା ଛେଳି

ସିମଡେଗା: କରୋନା ମହମାରୀ ସମୟରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆଖିରେ ଲୁହ ଭରି ଆସୁଛି। କରୋନା ସଂକ୍ରମଣ ଭୟରେ ଲୋକମାନେ ଅସୁବିଧା ସମୟରେ ପରସ୍ପରକୁ ସାହାଯ୍ୟ କରିବା କି ମୃତଦେହକୁ କାନ୍ଧ ଦେବାକୁ ମନା କରି ଦେଉଥିବା ବେଳେ ଏକ ଛେଳି ତାର କରୋନା ସଂକ୍ରମିତ ମାଲିକ…
ଅଧିକ ଖବର ଦେଖନ୍ତୁ...

ବିହାରରେ ତିନୋଟି ପେଟ୍ରୋଲିୟମ୍ ପ୍ରକଳ୍ପ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଜନସାଧାଣଙ୍କ ପାଖରେ…

ନୂଆଦିଲ୍ଲୀ: ଆଜି ବିହାରରେ ତିନୋଟି ପେଟ୍ରୋଲିୟମ୍ ପ୍ରକଳ୍ପ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସରକାରୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାରେ ବିହାର ରାଜ୍ୟ ପ୍ରଶାସନର ଭୂମିକା ପ୍ରଶଂସନୀୟ। ସେ କହିଲେ, ବିଗତ ୧୫ ବର୍ଷରେ ବିହାର ଦର୍ଶାଇଛି ପାରିଛି ଯେ,…
ଅଧିକ ଖବର ଦେଖନ୍ତୁ...

ବନ୍ୟା ଉଜାଡ଼ିଦେଲା ପନିପରିବା ଚାଷ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପନିପରିବା ଚାଷୀର ମେରୁଦଣ୍ତ ଭାଂଗି ଦେଇଛି ଲଘୁଚାପ ଜନିତ ଲଗାଣ ବର୍ଷା। ତା ସାଙ୍ଗକୁ ଦାଉ ସାଦିଛି ବନ୍ୟା। ନାଉଗାଁ ବ୍ଲକ ଦେଇ ପ୍ରବାହିତ ଦେବୀ, ଅଳକା ଓ ଗୋବରୀ ନଦୀର ଉପତ୍ୟକାରେ ବର୍ଷ ତମାମ ଚାଷୀ ପନିପରିବା ଚାଷ କରି ଗୁଜୁରାଣ ମେଂଟାଇଥାଏ। ଚଳିତ…
ଅଧିକ ଖବର ଦେଖନ୍ତୁ...