ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଡ୍ରାଇଭର ଅଟକ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଦେଇ ଥମୁନି ଗଞ୍ଜେଇ ଚୋରା ଚାଲାଣ। କରୋନା ଲାଗି ରେଳ ଚଳାଚଳ ବନ୍ଦ ପରେ ଏବେ ନୂଆ ଶୈଳୀ ଗ୍ରହଣ କରୁଛନ୍ତି ମାଫିଆ। ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଆଜି ରାୟଗଡ଼ାରେ ଧରିଛି ପରିବହନ ବିଭାଗ। ପୁଲିସକୁ ଟ୍ୟାଙ୍କର ହସ୍ତାନ୍ତର ପରେ ଆରମ୍ଭ ହୋଇଛି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...