Daily Archives

September 14, 2020

ବନ୍ତ ପିଏନବି ବ୍ୟାଙ୍କର ଲୋନ୍ କେଳେଙ୍କାରୀ ଘଟଣା: ଲୋନ୍ ହେଉଛି ଜଣଙ୍କ ନାମରେ,ଟଙ୍କା ଉଠାଇ ନେଉଛି ଆଉ ଜଣେ

ଭଦ୍ରକ: ଭଦ୍ରକ ଜିଲ୍ଲାର ବନ୍ତ ଥାନା ଆନ୍ତର୍ଗତ ବନ୍ତ ବଜାରରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଗରିବ ଲୋକଙ୍କ ନାମରେ ଉଠୁଥିବା ଋଣ ଟଙ୍କାକୁ କିଛି ଦଲାଲ ଓ ବ୍ୟାଙ୍କର କିଛି କର୍ମଚାରୀ ମିଳିତ ଭାବେ ହଡପ କରିଥିବା ଘଟଣା ଏବେ  ପଦାକୁ ଆସିଛି। ଘଟଣାକୁ ନେଇ ସଂପୃକ୍ତ ବ୍ୟକ୍ତି ଜଣଙ୍କ ବନ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ କୌଣସି କାମ ତରତର ହୋଇ କରନ୍ତୁ ନାହିଁ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ମନୋର˚ଜନ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି। ବୃଷ: ନୂଆ ଜମିର ଅଗ୍ରୀମ ଟଙ୍କା ଦେବା ପୂର୍ବରୁ ଦଲିଲକୁ ଭଲଭାବେ ପଢ଼ିନିଅନ୍ତୁ। ଚାକିରିରେ ନୂଆ ଦାୟିତ୍ବ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭାରତର ପ୍ରଧାନ ବିଚାରପତିଙ୍କ ସମେତ ୧୦ ହଜାର ଭାରତୀୟଙ୍କ…

ନୂଆଦିଲ୍ଲୀ: ସେନ୍‌ଜେନ୍‌ର ‘ଝେନ୍‌ହୁଆ ଡାଟା ଇନ୍‌ଫର୍ମେସନ୍ ଟେକ୍ନୋଲୋଜି କୋ. ଲିମିଟେଡ୍‌’ ୧୦ ହଜାରରୁ ଅଧିକ ଭାରତୀୟ ଏବଂ ପ୍ରତିଷ୍ଠାନ ଉପରେ ନଜର ରଖିଥିବା କଥା ଜଣାପଡ଼ିଛି। ଚୀନ୍ ସରକାର ଏବଂ ଚୀନ୍ କମ୍ୟୁନିଷ୍ଟ୍‌ ପାର୍ଟି ସହ ସମ୍ପର୍କ ଥିବା ଏହି କମ୍ପାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ାର ୪ ପ୍ରବାସୀ ଶ୍ରମିକଙ୍କୁ ବିମାନ ଟିକେଟ୍ ପଠାଇ ସୁରଟ୍ ଡାକିଲେ ସୂତାକଳର ମାଲିକ

ଭୁବନେଶ୍ବର: ସୁରତର ଏକ ସୂତା କଳରେ କାମ କରୁଥିବା କେନ୍ଦ୍ରାପଡା ଜିଲ୍ଲା ଦଶୀପୁର ଗ୍ରାମର ୪ ଜଣ ପ୍ରବାସୀ ଶ୍ରମିକଙ୍କୁ ସୁରତ ଫେରିବାକୁ କାରଖାନା ମାଲିକ ଫ୍ଲାଇଟ୍ ଟିକେଟ୍ ପଠାଇଛନ୍ତି। କରୋନା ମାଡରେ ଓଡ଼ିଶା ଫେରି ଆସିଥିଲେ ଗାଁର ୪ ଜଣ ବ୍ୟକ୍ତି । ହେଲେ ଗାଁରେ ନା କାମ ଅଛି, ନା ରୋଜଗାର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଆଉ ୩୩୮୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ୨୨ ହଜାର ଟପିଲା

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୩୩୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ୨୨ ହଜାର ୦୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ସୁସ୍ଥ ହୋଇଥିବା ୩୩୮୨…
ଅଧିକ ଖବର ଦେଖନ୍ତୁ...

ବାଘ ଚମଡା ଜବତ; ଜଣେ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବନାଞ୍ଚଳ ବାଲିପଡ଼ା ଅଞ୍ଚଳରୁ ଆଜି ବନ ବିଭାଗ ବାଘ ଚମଡା ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ବନବିଭାଗ ଗିରଫ କରିବା  ସହ ଏକ ମଟରସାଇକେଲ ଜବତ କରିଥିବା ନେଇ ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ୍‌ ନାଏକ ସୂଚନା ଦେଇଛନ୍ତି । ତେବେ କିଛିଦିନ ତଳେ ବନବିଭାଗ…
ଅଧିକ ଖବର ଦେଖନ୍ତୁ...

ପାଙ୍ଗୋଙ୍ଗ୍ ସୋ ହ୍ରଦର ଦକ୍ଷିଣ କୂଳରେ ଅପ୍‌ଟିକାଲ୍‌ ଫାଇବର୍ କେବଲ୍‌ ବିଛାଉଛି ଚୀନ୍: ଭାରତ

ଲେହ: ବିବାଦ ସମାଧାନ ନିମନ୍ତେ ଆଲୋଚନା ଚାଲିଥିବା ସତ୍ତ୍ବେ ଚୀନ୍ ସୈନିକମାନେ ଭାରତ ସହ ଲାଗିଥିବା ହିମାଳୟ ସୀମାନ୍ତରେ ଅପ୍‌ଟିକାଲ୍ ଫାଇବର୍ କେବଲ୍‌ ନେଟ୍‌ୱାର୍କ ବିଛାଉଥିବା କଥା ଦୁଇଜଣ ଭାରତୀୟ ସରକାରୀ ଅଧିକାରୀ କହିଛନ୍ତି। ଏହାଦ୍ବାରା ଫର୍‌ୱାଡ୍ ସୈନିକମାନେ ପଛରେ ଥିବା ବେସ୍ ସହ…
ଅଧିକ ଖବର ଦେଖନ୍ତୁ...

ଘରୋଇ ହସପିଟାଲ ପାଇଁ ସରକାରଙ୍କ ନୂଆ ନିୟମ, ସାଧାରଣ ଶଯ୍ୟାର ଅଧା ଓ ଆଇସିୟୁ ଶଯ୍ୟାର ୮୦% କରୋନା ଆକ୍ରାନ୍ତଙ୍କ ପାଇଁ…

ଭୁବନେଶ୍ବର : ଘରୋଇ ହସପିଟାଲରେ ହେଉଥିବା କରୋନା ଚିକିତ୍ସା ବାବଦରେ ଓଡ଼ିଶା ସରକାର କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରେକଲାରେ ଥିବା ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲମାନେ ନିଜ ସାଧାରଣ ଶଯ୍ୟା ବା ଜେନେରାଲ ବେଡର…
ଅଧିକ ଖବର ଦେଖନ୍ତୁ...

ସାମାଜିକ ସ୍ବୀକୃତି ନମିଳିବାରୁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେବାଗାଁ ପଞ୍ଚାୟତର ଚିକିଲାପାରା ଗ୍ରାମ ଶେଷ ମୁଣ୍ଡରେ ଥିବା ପାହାଡ଼ ତଳ ଜଙ୍ଗଲରୁ ଆଜି ସକାଳୁ ଏକ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଥିବା ଜଣାପଡିଛି l ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହେବ ରାଜ୍ୟରେ ଥିବା କୋଭିଡ୍‌ କେୟାର୍ ସେଣ୍ଟର୍, ଟେମ୍ପରାରି ମେଡିକାଲ୍ ସେଣ୍ଟର୍‌ ଓ କୋଭିଡ୍‌ କେୟାର୍ ହୋମ୍

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଓ ଆବଶ୍ୟକ ସଂଖ୍ୟକ ରୋଗୀ ଭର୍ତ୍ତି ହେଉ ନ ଥିବାରୁ ସମଗ୍ର ରାଜ୍ୟରେ ଥିବା ଟେମ୍ପରାରି ମେଡିକାଲ୍ ସେଣ୍ଟର୍ (ଟିଏମସି)‌ ଓ କୋଭିଡ୍‌ କେୟାର୍ ହୋମ୍‌/ ସେଣ୍ଟର ଗୁଡ଼ିକୁ ବନ୍ଦ କରିବାକୁ…
ଅଧିକ ଖବର ଦେଖନ୍ତୁ...