Daily Archives

September 14, 2020

ଜମିରେ ହଠାତ ଏକ ପାରାଚ୍ୟୁଟ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ : ଭାରତ ସରକାର ଲେଖା ରହିବା ସହ ଅଶୋକ ସ୍ତମ୍ଭ…

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମପିଭି- ୮୩ ଗ୍ରାମରେ ଆଜି ଏକ ପାରାଚ୍ୟୁଟ ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ଏକ ଜମିରେ ଏହି ପାରାଚ୍ୟୁଟଟି ପଡିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଦେଖି ଆତଙ୍କିତ ହୋଇଯିବା ସହ ପୁଲିସକୁ ଖବର ଦେଇଥିଲେ। ପାରାଚ୍ୟୁଟରେ ଭାରତ ସରକାର ଲେଖା…
ଅଧିକ ଖବର ଦେଖନ୍ତୁ...

୧ ଟଙ୍କାର ଜରିମାନା ଜମା କଲେ ପ୍ରଶାନ୍ତ ଭୂଷଣ: କହିଲେ, ‘ଏହାର ଅର୍ଥ ନୁହେଁ ଯେ ମୁଁ ନିଷ୍ପତ୍ତି ଗ୍ରହଣ କରିଛି’…

ନୂଆଦିଲ୍ଲୀ: ଏକ ଅବମାନନା ମାମଲାର ରାୟ ଆଧାରରେ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ତାଙ୍କ ଉପରେ ଅଦାଲତଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୧ ଟଙ୍କାର ଜରିମାନା ରାଶିକୁ ଆଜି ସୁପ୍ରିମ କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସେପ୍ଟେଟର ୧୫…
ଅଧିକ ଖବର ଦେଖନ୍ତୁ...

ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସର ଚଢାଉ

ଚୌଦ୍ୱାର : ଆଜି ଚୌଦ୍ୱାରର ଏକ ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସ ଚଢାଉ କରିଛି । ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ନାମିଦାମୀ ବ୍ରାଣ୍ଡର ଘିଅ ଓ ସସ୍ ପୁଲିସ ଜବତ କରିଛି । ଏହି ଘଟଣାରେ ମାଲିକଙ୍କୁ ଅଟକ ରଖି କମିସନରେଟ୍ ପୁଲିସ ପଚରାଉଚରା ଜାରି ରଖିଛି। ସୂଚନାଯୋଗ୍ୟ, ୯ ନମ୍ବର…
ଅଧିକ ଖବର ଦେଖନ୍ତୁ...

ସେଲଫି ନେବା କାଳ ହେଲା: ନଦୀକୁ ଡେଇଁ ଇଂଞ୍ଜିନିୟରଙ୍କ ମୃତ୍ୟୁ

ବୌଦ୍ଧ : ଆଜି ସକାଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲୁଙ୍କୀ ଉପରେ ହୋଇଥିବା ପାଲଝାର୍ ଆନିକଟ୍ ନିକଟରେ ଏକ ଦୁଃଖଦାୟକ ଘଟଣା ଘଟି ଯାଇଛି । ପ୍ରକଳ୍ପ ନିକଟରେ ସେଲ୍ଫି ନେଉଥିବା ବେଳେ ଜଣେ ଯୁବକଙ୍କ ମୋବାଇଲ ଫୋନ ହାତରୁ ଖସିପଡି ଥିଲା । ଖସି ପଡ଼ିଥିବା ଫୋନକୁ ପାଣି ଭିତରୁ ଆଣିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେଲେ ୧୭ ଲୋକସଭା ସାଂସଦ

ନୂଆଦିଲ୍ଲୀ: ସୋମବାର ଦିନ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୧୭ ଜଣ ଲୋକସଭା ସଦସ୍ୟ କରୋନାଭାଇରସ୍ ପଜିଟିଭ୍ ବାହାରିଥିବା ପରୀକ୍ଷାରୁ ଜଣାପଡ଼ିଛି। ଭୂତାଣୁବାହିତ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ୧୭ଜଣ ସାଂସଦଙ୍କ ମଧ୍ୟରେ ଅଛନ୍ତି ମୀନାକ୍ଷି ଲେଖି, ଅନନ୍ତ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ରହିଛି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ଏକ ‘ୱେଲ ମାର୍କଡ୍‌ ଲୋ ପ୍ରେସର ଏରିଆ’ରେ ପରିଣତ ହୋଇଛି। ଏହା କ୍ରମଶଃ ଏକ ଘୂର୍ଣ୍ଣିବଳୟରେ ରୂପାନ୍ତରିତ ହୋଇ ଦକ୍ଷିଣ-ପଶ୍ଚିମ ଦିଗକୁ…
ଅଧିକ ଖବର ଦେଖନ୍ତୁ...

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ବରିଷ୍ଠ ଆଇଏଏସ୍

ଭୁବନେଶ୍ବର: ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ବରିଷ୍ଠ ଆଇଏଏସ ହେମନ୍ତ କୁମାର ଶର୍ମା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ସେ ହାଜର ହୋଇଛନ୍ତି। ଆଇଏଏସ ହେମନ୍ତ ଶର୍ମା ତତ୍କାଳୀନ କ୍ରୟ କିମିଟିର ଅଧ୍ୟକ୍ଷ ରହିଥିଲେ । ତାଙ୍କ ସହ ରାଜ୍ୟ ଔଷଧ ନିଗମ…
ଅଧିକ ଖବର ଦେଖନ୍ତୁ...

ସିଞ୍ଜୋ ଆବେଙ୍କ ସ୍ଥାନରେ ଜାପାନର ପ୍ରଧାନମନ୍ତ୍ରୀ ହେବେ ୟୋଶିହିଡ଼େ ସୁଗା

ଟୋକିଓ: ସୋମବାର ଦିନ ୟୋଶିହିଡ଼େ ସୁଗା ଜାପାନର ଶାସକ ଦଳର ନୂତନ ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସିଞ୍ଜୋ ଆବେଙ୍କ ସ୍ଥାନରେ ସେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ସ୍ବାସ୍ଥ୍ୟ ସମସ୍ୟା କାରଣରୁ ଇସ୍ତଫା ଦେବେ ବୋଲି ଗତ ମାସରେ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍ ସମୟରେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, ଚାକିରି କ୍ଷତି ବିଷୟରେ କୌଣସି ତଥ୍ୟ ନାହିଁ: ସରକାର 

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଏଥର ବିରୋଧୀଙ୍କ ପକ୍ଷରୁ ଲିଖିତ ଆକାରରେ ପ୍ରଶ୍ନ ପଚରାଯାଉଛି। ଅଧିବେଶନରେ କରୋନା ସଙ୍କଟ ଅବଧି ଏବଂ ଲକଡାଉନ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ଉପରେ ଆସିଥିବା ଅନେକ ସଙ୍କଟ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ ପଚରାଯାଇଥିଲା | ସେପଟେ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ କାହିଁକି ବିଶ୍ବର ଟିକା ରାଜଧାନୀ?

ହାଇଦ୍ରାବାଦ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଅନ୍ତର୍ଜ‌ାତୀୟ ଟିକା ପ୍ରସ୍ତୁତକାରୀ କମ୍ପାନି ଭାରତ ଉପରେ ନଜର ରଖିଛନ୍ତି। କାରଣ ବିଶ୍ବ ଚାହିଦାର ୬୦ ପ୍ରତିଶତ ଟିକା ଭାରତ ପୂରଣ କରିଥାଏ। ହାଇଦ୍ରାବାଦ ହେଉଛି ବିଶ୍ବର ପ୍ରମୁଖ ଟିକା ଉତ୍ପାଦନକାରୀ ସହର। ଟିକା ଉତ୍ପାଦନ ପାଇଁ…
ଅଧିକ ଖବର ଦେଖନ୍ତୁ...