Daily Archives

September 15, 2020

ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଭୁବନେଶ୍ବରକୁ କେବେ ଦୌଡିବ ହୀରାଖଣ୍ଡ ଏକ୍ସପ୍ରେସ ?

ଜୟପୁର(ଶ୍ରୀକାନ୍ତ ସାହୁ): ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଭୁବନେଶ୍ବରକୁ ହୀରାଖଣ୍ଡ ଏକ୍ସପ୍ରେସ କେବେ ଦୌଡିବ। ପ୍ରତିଦିନ ଚଳାଚଳ କରୁଥିବା ତଥା କୋରାପୁଟର ଜୀବନରେଖା କୁହାଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ କେବେ ଛତିଶଗଡର ଜଗଦ୍ଦଲପୁରରୁ ଭୁବନେଶ୍ବରକୁ ଯିବ। ରାଜ୍ୟର ଅନ୍ୟ ଜିଲ୍ଲାରେ ରେଳ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ପ୍ରଭାବ: ବ୍ଲକ ପ୍ରଶାସନର ପ୍ରତିଶ୍ରୁତି, ଶୁକ୍ରୁକୁ ମିଳିବ ଘର 

ଜୟପୁର: ଦୁଦୁର୍ନରେ କାଳ କାଟୁଥିବା ଆଦିବାସୀ ଶୁକ୍ରୁ ପରଜାଙ୍କୁ ମିଳିବ ଘର। ତାଙ୍କ ଦୁଇ ସନ୍ତାନଙ୍କ ସହ ଏହି ଘରେ ରହିବେ। ଏନେଇ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ବିଡିଓ ସୂରଜ କୁମାର ପଟ୍ଟନାୟକ, ଏବିଡିଓ ମନୋଜ ନାୟକ ଓ ପିଇଓ ଯାଇଁ ତାଙ୍କୁ ଭେଟିଛନ୍ତି। ଏହା ସହ ସରକାରୀ ଯୋଜନା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ମାଧୢମରେ ଲାଭ ମିଳିପାରେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ। ବୃଷ: ଆପଣଙ୍କ ମାନସିକ ଅବସ୍ଥା ଭଲ ରହିବ। ଜରୁରୀ କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ବାହାନ କିଣିବାର…
ଅଧିକ ଖବର ଦେଖନ୍ତୁ...

ଶିଖ ପୁଲିସକର୍ମୀଙ୍କ ନାମରେ ଆମେରିକାରେ ନାମିତ ହେବ ଡାକଘର

ନ୍ୟୁୟର୍କ: ଆମେରିକାର ହ୍ୟୁଷ୍ଟନରେ ଥିବା ଡାକଘର ଦିବଂଗତ ଭାରତୀୟ-ଆମେରିକୀୟ ଶିଖ୍ ପୋଲିସ୍ ସନ୍ଦୀପ ସିଂ ଧାଲିବାଲଙ୍କ ନାମରେ ନାମିତ ହେବ। ଆମେରିକାର ପ୍ରତିନିଧି ସଭାରେ ଏହା ସହ ଜଡିତ ବିଲ୍ ସର୍ବସମ୍ମତି କ୍ରମେ ଅନୁମୋଦନ ହୋଇଛି। ଏହି ବିଧେୟକରେ ୩୧୫ ଆଡିକ୍ସ ହାଭର ରୋଡରେ ଅବସ୍ଥିତ ଡାକ…
ଅଧିକ ଖବର ଦେଖନ୍ତୁ...

ବିହାର ନିର୍ବାଚନ ପୂର୍ବରୁ ଉପହାର, ନିର୍ମାଣ ହେବ ଦ୍ଵିତୀୟ ଏମ୍ସ

ପାଟନା: ବିଧାନସଭା ନିର୍ବାଚନ ଘୋଷଣା ହେବା ପୂର୍ବରୁ ବିହାରକୁ ଉପହାର ମିଳିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ଦରଭଙ୍ଗାରେ ଏମ୍ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ) ପ୍ରତିଷ୍ଠା ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି | ୧୨୬୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

ସୁଦର୍ଶନ ଟିଭି ସୋ’ର ପ୍ରସାରଣ ଉପରେ ସ୍ଥଗିତାଦେଶ ଜାରିକଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ସମ୍ବାଦ ପ୍ରସାରଣ କରୁଥିବା ସୁଦର୍ଶନ ଟିଭିରେ ପ୍ରସାରିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମର ଦୁଇଟି ଏପିସୋଡ୍‌ର ପ୍ରସାରଣ ଉପରେ ଆଜି (ମଙ୍ଗଳବାର) ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମ କୋର୍ଟ। ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁସଲମାନ ସମ୍ପ୍ରଦାୟକୁ ‘ଅପମାନିତ’…
ଅଧିକ ଖବର ଦେଖନ୍ତୁ...

ସାରା ଦେଶରେ ସଂକ୍ରମଣ ହାରରେ ଶୀର୍ଷରେ ରହିଛି ଖୋର୍ଦ୍ଧା !

ଭୁବନେଶ୍ବର: କରୋନା ସଂକ୍ରମଣ ହାରରେ ଆଜିର ଦିନରେ ଦେଶରେ ସର୍ବାଧିକ ହାର ଖୋର୍ଦ୍ଧା ଜିଲ୍ଲାରେ ରହିଛି । ଖୋର୍ଦ୍ଧାରେ ସଙ୍ଗୀନ ହୋଇଉଠିଛି କରୋନା ସ୍ଥିତି । ଜିଲ୍ଲାରେ ଗଂଜାମଠାରୁ ୧୯ଗୁଣା ଅଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ବରିଷ୍ଠ ଚିକିତ୍ସକ ମନୋଜ ସାହୁଙ୍କ ମତରେ ସାରା ଦେଶରେ ସଂକ୍ରମଣ…
ଅଧିକ ଖବର ଦେଖନ୍ତୁ...

ଶତ୍ରୁର ଗୁଳି ନୁହେଁ, କରୋନା ନେଲାଣି ୧୦୦ ଯବାନଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ଲକ୍ଷ ଅତିକ୍ରମ କରି ଯାଇଥିବା ବେଳେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ୮୦,୭୭୬କୁ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ୯,୯୦,୦୬୧ଟି ସକ୍ରିୟ ମାମଲା ଥିବାବେଳେ ୩୮,୫୯,୪୦୦ ରୋଗୀ ଦେଶର ବିଭିନ୍ନ ଡାକ୍ତରଖାନାରୁ ଆରୋଗ୍ୟ ଲାଭକରି ନିଜ…
ଅଧିକ ଖବର ଦେଖନ୍ତୁ...

ବାରିପଦାରୁ ପୁଣି ଲୁଟ୍: ଗାଡ଼ି ଡିକିରୁ ନିମିଷକେ ଲୁଟିନେଲେ ୪ଲକ୍ଷ ୨୦ହଜାର!

ବାରିପଦା: ବାରିପଦା ପୌରାଞ୍ଚଳରୁ ଜଣେ ବ୍ୟାକ୍ତିଙ୍କ ନିକଟରୁ ଆଜି ଦିନବେଳେ ପ୍ରାୟ ୪ଲକ୍ଷ ୨୦ହଜାର ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି। କୃଷ୍ଣଚନ୍ଦ୍ର ଗୋଲେଇରେ ଥିବା ଏକ ଘରୋଇ ବ୍ୟାଙ୍କକୁ ଟଙ୍କା ନେଇ ଆସିଥିବା ତୁଳସୀଚଉରା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଗାଡି ଡିକି ଭାଙ୍ଗି ମାତ୍ର କେଇ…
ଅଧିକ ଖବର ଦେଖନ୍ତୁ...

୧୩ଟି କୁକୁର ଯେମିତି ଭୋକିଲା ନ ରହିବେ ସେଥିପାଇଁ ଓଳିଏ ଖାଇଲେ ମୀନା

ଚେନ୍ନାଇ: କରୋନା ମହାମାରୀ ପାଇଁ ଭାରତରେ ଲାଗୁ ହୋଇଥିବା ବିଭିନ୍ନ ପର୍ଯ୍ୟାୟ ଲକଡାଉନ ଓ ସଟଡାଉନ ସମୟରେ ବହୁତ ଲୋକ ନିଜ ଜୀବନ, ଜୀବିକା ଓ ଚାଲିଚଳଣକୁ କିଛି ମାତ୍ରାରେ ପରିବର୍ତ୍ତନ କରିଛନ୍ତି | ଲକଡାଉନରେ ଲୋକ ଭୋକିଲା ଥିଲାବେଳେ କେତେକଙ୍କ ଚାକିରି ଚାଲିଯାଇଥିଲା ତ କେବେ ପୁଣି ହଜାର ହଜାର…
ଅଧିକ ଖବର ଦେଖନ୍ତୁ...