Daily Archives

September 15, 2020

ବାସୁଦେବପୁର ତହସିଲଦାର କରୋନା ପଜିଟିଭ ଚିହ୍ନଟ ହେବା ପରେ ତହସିଲ କାର୍ଯ୍ୟାଳୟ ୪୮ ଘଣ୍ଟା ସଟଡାଉନ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ କରୋନ ସଂକ୍ରମଣ ହୋଇଥିବା ଜଣାଯାଇଛି । ତହସିଲ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ଯେ, ଶ୍ରୀ ପାଣିଗ୍ରାହୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି କରୋନା…
ଅଧିକ ଖବର ଦେଖନ୍ତୁ...

ପୁଲୱାମାରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-ବଦରର ୨ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ- କଶ୍ମୀରର ପୁଲୱାମା ଜିଲ୍ଲାରୁ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ ଆତଙ୍କବାଦୀ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-ବଦରର ସଦସ୍ୟ ଥିବା ଜଣାପଡ଼ିଛି। ଗିରଫ ୨ ଆତଙ୍କବାଦୀଙ୍କ ନିକଟରୁ ନଗଦ ୬ଲକ୍ଷ ଟଙ୍କ ମଧ୍ୟ ଜବତ ହୋଇଛି। ହସ୍ତଗତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ପୁଣି ୨୪୦ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୪୮ ଜଣ

କଟକ: ଆଜି କଟକ ସହରରୁ ୨୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୯୨ଜଣ ଓ ସ୍ଥାନୀୟ ଅଂଚଳରୁ ୧୪୮ ପଜିଟିଭ ଅଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, ଆଜି ସରକାରୀ ସଂଗରୋଧରୁ ୩୯ ଜଣ ଓ ଗୃହ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ନକଲି ମାନଚିତ୍ର ପ୍ରଦର୍ଶନ କରିବା ପରେ ଏସ୍‌ସିଓ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରୁ ଉଠି ଆସିଲେ ଅଜିତ…

ନୂଆଦିଲ୍ଲୀ: ମଙ୍ଗଳବାର ସଂଘାଇ କୋପରେସନ୍‌ ଅର୍ଗାନାଇଜେସନ୍‌(ଏସ୍‌ସିଓ)ର ସଦସ୍ୟ ରାଷ୍ଟ୍ରର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ନେଇ ହେଉଥିବା ଏକ ଭର୍ଚୁଆଲ୍ ‌ବୈଠକରେ ପାକିସ୍ତାନ ଭାରତ-ପାକ୍‌ ସୀମାକୁ ଭୁଲ ଭାବରେ ଚିତ୍ରଣ କରି ଏକ ମାନଚିତ୍ର ‌ଦେଖାଇବା ପରେ ସେହି ବୈଠକରୁ ଉଠି ଚାଲିଆସିଛି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆରମ୍ଭ ହେବ ଭର୍ଚୁଆଲ ଆଇସିୟୁ ସେବା, ଜିଲ୍ଲାପାଳ-ସିଡିଏମଓଙ୍କୁ ପତ୍ର ଲେଖିଲେ ସରକାର

ଭୁବନେଶ୍ୱର: କରୋନାଭାଇରସ ବା କୋଭିଡ୍‌-୧୯ ମହାମାରୀର ମୁକାବିଲା ଲାଗି ରାଜ୍ୟ ସରକାର ଭର୍ଚୁଆଲ ଆଇସିୟକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ଖୁବ ଶୀଘ୍ର ଭର୍ଚୁଆଲ ଆଇସିୟୁ ସେବା ଆରମ୍ଭ ହେବ । ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ,…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ସେଟରେ ସୁଟିଂ କରୁଥିବା ବେଳେ ଉଡ଼ିଗଲା ଅଭିନେତାଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: କେରଳର କୋଚିରେ ଏକ ଫିଲ୍ମ ସେଟରେ ମାଲାୟାଲମ ଅଭିନେତା ତଥା ଡବିଂ କଳାକାର ପ୍ରବୀଶ ଚକକାଲକଲଙ୍କ ଦେହାନ୍ତ ହୋଇଛି। ୪୪ବର୍ଷର ପ୍ରବୀଶ ୟୁଟୁବ ଚ୍ୟାନେଲ କୋଚିନ୍ କଲେଜ ପାଇଁ ସୁଟିଂ କରୁଥିଲେ। ଏହି ସମୟରେ ସେଟରେ ପଡ଼ି ଅଭିନେତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ପ୍ରବୀଶ ଏକ…
ଅଧିକ ଖବର ଦେଖନ୍ତୁ...

ସିସିଟିଭିରେ ‌କଏଦ ହେଲା ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ, ଆଗକୁ ଆସୁଛି ପାର୍ବଣ ଏବେଠୁ ମାତିଲେଣି ଚେନ୍‌ ଲୁଟେରା

ଭଞ୍ଜନଗର: କରୋନା କଟକଣା ପାଇଁ ସବୁକିଛି ବନ୍ଦ ରହିଥିଲା। ଦୀର୍ଘଦିନ ପରେ ଦୋକାନ ବଜାର ବର୍ତ୍ତମାନ ଖୋଲିଛି। ସହରରେ ଲୋକମାନଙ୍କ ଚଳପ୍ରଚଳ ମଧ୍ୟ ଆରମ୍ଭ ହୋଇଛି। ଆଉ ଏଥି ମଧ୍ୟରେ ଲୁଟେରା ଦଳ ମଧ୍ୟ ସକ୍ରିୟ ହେବାରେ ଲାଗିଥିବା ଜଣାପଡିଛି। ଆଜି ଦିନ ଦ୍ବିପ୍ରହରରେ ରାସ୍ତାରେ ଏକାକୀ…
ଅଧିକ ଖବର ଦେଖନ୍ତୁ...

ପୁଣି ଜଣେ ରାନୁ ମଣ୍ଡଳ! କୋରାପୁଟ ଝିଅ ନମିତାଙ୍କ ସଫଳ ରାସ୍ତାର ସହଯାତ୍ରୀ ହେବେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: କିଛି ଦିନ ହେବ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବେ ତାଙ୍କର ବଡ଼ପଣ ପାଇଁ ଚର୍ଚ୍ଚିତା ହୋଇଛନ୍ତି। ସେ କୋରାପୁଟସ୍ଥିତ ବନ୍ଧୁଗାଁ ବ୍ଲକ୍‌ ଅନ୍ତର୍ଗତ ଚିନ୍ତାଗୁଡ଼ା ଗାଁର ଆଦିବାସୀ ଝିଅ ନମିତା ମେଲେକାଙ୍କ ଲୁକାୟିତ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୭୪୪ ଜଣଙ୍କ ସମେତ ଆଜି ରାଜ୍ୟରୁ ସୁସ୍ଥ ହେଲେ ୩୭୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୭୪୪ ଜଣଙ୍କ ସମେତ ଆଜି ରାଜ୍ୟରୁ ମୋଟ ୩୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଭାଇରସ ମହାମାରୀରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୩୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ଯୁବତୀ ନେହୁରା ହୋଇ ‘ଭାଇ ମୋତେ ଛାଡ଼ି ଦିଅ ବୋଲି କହୁଥିଲେ’, ହେଲେ କେହି ତାଙ୍କ କଥା ନ ଶୁଣି କରିଥିଲେ ଦୁଷ୍କର୍ମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବାଲିଆରେ ଦିନଦ୍ବିପହରରେ ଏକ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ନେହୁରା ହୋଇ ହାତ ଯୋଡ଼ି ଦୁଷ୍କର୍ମକାରୀଙ୍କୁ ଛାଡ଼ି ଦେବାକୁ ବ୍ୟାକୁଳ ହୋଇ ଗୁହାରୀ କରୁଥିଲେ ହେଁ କେହି କିଛି ଶୁଣି ନ ଥିଲେ। ଯୁବତୀଙ୍କୁ ମାଡ଼ ମାରିବା ସହିତ ଜଣକ ପରେ ଜଣେ…
ଅଧିକ ଖବର ଦେଖନ୍ତୁ...