Daily Archives

September 15, 2020

ବାଦାମବାଡ଼ି ବସଷ୍ଟାଣ୍ଡରେ ବେଆଇନ ଦାଦାବଟି ଆଦାୟ ଅଭିଯୋଗରେ ୭ ଗିରଫ

କଟକ: ବାଦାମବାଡ଼ି ବସଷ୍ଟାଣ୍ଡ ଅଂଚଳରେ ବେଆଇନ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବାଦାମବାଡ଼ି ଥାନା ଅନ୍ତର୍ଗତ ଶଙ୍କରପୁର ଡିହ ସାହିର ଅନିଲ ନାୟକ (୨୫), ଶଙ୍କରପୁର ଉପରସାହିର ଦେବରାଜ ସେଠୀ (୪୧), ସଂଜୟ ନାୟକ (୪୪), ପାନିଆପଣ୍ଡାର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା‌ରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱାୟତ୍ତତା ସଂକୁଚିତ ଉଦ୍ୟମକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯କୁ ରାଜ୍ୟ ବିଧାନସଭାରେ ବିନା ଆଲୋଚନାରେ ରାଜ୍ୟ କ୍ୟ‌ାବିନେଟ୍ ଏଥିରେ ବ୍ୟାପକ ପରିବର୍ତନ ଆଣିବା ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପଖୋରିୟାଲ ନିଶଙ୍କଙ୍କ ପାଖକୁ ଚିଠି ଲେଖି ଏ ସମ୍ବନ୍ଧରେ ତାଙ୍କୁ ଅବଗତ…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟାଳୟ ଭଙ୍ଗା ଘଟଣାରେ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କଲେ କଙ୍ଗନା

ମୁମ୍ବାଇ: ବ୍ରିହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଘଟଣାରେ ନେଇ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି କଙ୍ଗନା। ବିଏମ୍‌ସି ତାଙ୍କ କାର୍ଯ୍ୟାଳୟକୁ ପ୍ରାୟ ୪୦ ପ୍ରତିଶତ ଭାଙ୍ଗି ଦେଇଥିବା ଦର୍ଶାଇ କଙ୍ଗନା ଏପରି…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍ ସମୟରେ ଦିବ୍ୟାଙ୍ଗଙ୍କ ଚାଲି ଯାଇଥିଲା ଚାକିରି; ଭାଙ୍ଗି ନପଡ଼ି ଛୋଟ ବ୍ୟବସାୟ ଆରମ୍ଭ କରି ଏବେ ଖୁସିରେ ଅଛନ୍ତି

ନୂଆଦିଲ୍ଲୀ: କରୋନାଭାଇରସ୍ ଏବଂ ଲକଡାଉନ୍ ଅନେକ ଲୋକଙ୍କୁ ଆତ୍ମନିର୍ଭରଶୀଳ କରି ଦେଇଛି।| ଲକଡାଉନ୍ ହେତୁ ଅନେକ ଲୋକ ଚାକିରି ହରାଇଥିବା ବେଳେ କିଛି ଲୋକ ହାର ନ ମାନି ନିଜର ଛୋଟବଡ଼ ବ୍ୟବସାୟ ଆରମ୍ଭ କରି ଥି‌ଲେ। ଆଉ ସେମାନେ ଏହି ବ୍ୟବସାୟ ଆରମ୍ଭ କରି ନିଜ ସ୍ୱପ୍ନକୁ ପୂରଣ ବି କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅରୁଣାଚଳ ପ୍ରଦେଶ ସୀମାନ୍ତରେ ସେନା ଠୁଳ କରୁଛି ଚୀନ, ହାଇ ଆର୍ଲଟରେ ଭାରତୀୟ ଯବାନ

ନୂଆଦିଲ୍ଲୀ: ଲଦାଖର ରେଜାଙ୍ଗ ଲା-ରେଚେନ ଲା ହାଇଟ୍ସ ନିକଟରେ ସମସ୍ୟାର ସମ୍ମୁଖୀନ ହେବା ପରେ ଚୀନ ସେନା ଏବେ ଅରୁଣାଚଳପ୍ରଦେଶର ୪ଟି ସ୍ଥାନରେ ନିଜର ସୈନ୍ୟ ନିୟୋଜିତ କରିଛି। ଭାରତୀୟ ଅଞ୍ଚଳଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଅରୁଣାଚଳ ସୀମାର ଆସଫିଲା, ଟୁଟିଙ୍ଗ୍ ଅକ୍ଷ, ଚାଙ୍ଗ୍ ଟେଜ୍…
ଅଧିକ ଖବର ଦେଖନ୍ତୁ...

କରୋନା: ଭୁବନେଶ୍ୱରରେ ଆଜି ୩୪୨ ପଜିଟିଭ, ସୁସ୍ଥ ହେଲେ ୩୮୭ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୯୮ ଜଣ ଥିବା ବେଳେ ଅନ୍ୟ ୨୪୪ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ବିଏମସି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ପହିଲାରୁ ରାଜ୍ୟରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଲାଗୁ ହେବ ଇ-ମଷ୍ଟର ରୋଲ୍ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟ ସରକାର ବିଭିନ୍ନ ବିଭାଗ ଅଧିନରେ ଥିବା ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକମାନଙ୍କର  ଇ-ମଷ୍ଟର ରୋଲ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଆସନ୍ତା ଜାନୁଆରି ପହିଲାରୁ ଏହା ଲାଗୁ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆରମ୍ଭରୁ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯: ଜାଣନ୍ତୁ କେଉଁ ଫେସ୍‌ମାସ୍କର ସଂକ୍ରମଣ ରୋକିବା କ୍ଷମତା କେତେ ?

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ବଜାରରେ ବିଭିନ୍ନ ପ୍ରକାରର ଫେସ୍‌ମାସ୍କ ଉପଲବ୍ଧ ହେଉଛି। ନିକଟରେ ଡ୍ୟୁକ୍ ୟୁନିଭରସିଟିର ଗ‌ବେଷକମାନେ ମାସ୍କକୁ ନେଇ ଏକ ଗବେଷଣା କରିଛନ୍ତି। ଗବେଷଣାରୁ ଜାଣିବାକୁ ମିଳିିଛି ଯେ ୱେଲ୍‌ ଫିଟେଡ୍‌ ଭାଲ୍‌ବ-ଲେସ୍‌ ଏନ୍‌-୯୫ ମାସ୍କ, ଟ୍ରିପଲ୍-ଲେୟାର୍…
ଅଧିକ ଖବର ଦେଖନ୍ତୁ...

ଦେଶରେ କୋଭିଡ୍‌-୧୯ ଟିକାର ସ୍ଥିତି ସଂପର୍କରେ ସୂଚନା ଦେଲେ ଆଇସିଏମଆର ଡିଜି; ଜାଣନ୍ତୁ, କ’ଣ ରହିଛି ତାଜା ସ୍ଥିତି

ନୂଆଦିଲ୍ଲୀ: ସଂପ୍ରତି ଭାରତରେ ୩ଟି କୋଭିଡ୍‌-୧୯ ପ୍ରତିଷେଧକ ଟିକା କ୍ଲିନିକାଲ୍‌ ଟ୍ରାଏଲ୍‌ ପର୍ଯ୍ୟାୟରେ ରହିଛି। ଏ ସଂପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି ଆଇସିଏମଆର ଡିଜି ବଳରାମ ଭାର୍ଗଭ…
ଅଧିକ ଖବର ଦେଖନ୍ତୁ...

୨୧ ହଜାର ଲିଟର ପିଡିଏସ କିରାସିନି ଜବତ, ୩ ଅଟକ  

ଭୁବନେଶ୍ୱର: କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ପୁଲିସର ସହଯୋଗରେ ଚର୍ଚ୍ଚ ବଉଳ ଅଂଚଳରେ ଏସଟିଏଫ ଅତର୍କିତ ଭାବେ ଚଢ଼ାଉ କରି ୨୧ ହଜାର ଲିଟର ପିଡିଏସ କିରାସିନି ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏସଟିଏଫ କ୍ଷୀରୋଦ ଚନ୍ଦ୍ର ପାତ୍ରଙ୍କ ବେଆଇନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ…
ଅଧିକ ଖବର ଦେଖନ୍ତୁ...