Daily Archives

September 15, 2020

ଦେଶର ପ୍ରଥମ ୮ଟି ‘ଖେଲୋ ଇଣ୍ଡିଆ ଷ୍ଟେଟ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ’ ତାଲିକାରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍

ନୂଆଦିଲ୍ଲୀ:  ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଦେଶର ପ୍ରଥମ ୮ଟି ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଅଫ୍ ଏକ୍ସଲେନ୍ସ (କେଆଇଏସସିଇ) ମଧ୍ୟରେ ସ୍ଥାନୀତ କରାଯାଇଛି। ଏହା ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଫ୍ଲାଗସିପ୍ ପ୍ରତିଭା ଚିହ୍ନଟ ଏବଂ ପୋଷଣ କାର୍ଯ୍ୟକ୍ରମ ଖେଲୋ ଇଣ୍ଡିଆର ଅନ୍ତର୍ଭୁକ୍ତ ହୋଇଛି…
ଅଧିକ ଖବର ଦେଖନ୍ତୁ...

ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ

ରାୟଗଡା/ ମାଲକାନଗିରି : ଆଜି ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଥିବା ମଧ୍ୟ ଜଣାପଡ଼ିଛି। ରାୟଗଡ଼ା ଶେଷଖାଲ ଥାନା ହଂସା ନିକଟରେ ଆଜି ଅପରାହ୍ନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା…
ଅଧିକ ଖବର ଦେଖନ୍ତୁ...

ସଂସଦରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ଖୁଲାସା: ୫୧୮୦ ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳକୁ ବେଆଇନ୍‌ ଭାବେ ଚୀନ୍‌କୁ…

ନୂଆଦିଲ୍ଲୀ: ଆଜି ସଂସଦର ଲୋକସଭାରେ ଏକ ବଡ଼ ଖୁଲାସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପାକିସ୍ତାନ ବେଆଇନ ଭାବେ ୫୧୮୦ ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳକୁ ଚୀନ୍‌କୁ ହସ୍ତାନ୍ତର କରିଦେଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଲୋକସଭାକୁ ଅବଗତ କରାଇଛନ୍ତି। ଭାରତ-ଚୀନ୍‌…
ଅଧିକ ଖବର ଦେଖନ୍ତୁ...

ଜମିରେ କୃଷକଙ୍କୁ ଖୁସିରେ ନୃତ୍ୟ କରିକରି ପାଣି ଦେଉଥିବା ଦେଖି ବିରେନ୍ଦ୍ର ସେହୱାଗ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ମଜାଳିଆ ଥଟ୍ଟା ଏବଂ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିଥାଆନ୍ତି। ଏଥର ସେ ଜଣେ କୃଷକଙ୍କ ଭିଡିଓ ସେୟାର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି। ଏହି…
ଅଧିକ ଖବର ଦେଖନ୍ତୁ...

ଅଢ଼େଇ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର: କ୍ରାଇମବାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଅଢ଼େଇ କୋଟି ଟଙ୍କାର ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ ବ୍ୟାଙ୍କର ମ୍ୟାନେଜର ତଥା ଆସେସମେଣ୍ଟ ଅଫିସର ଶ୍ରୀକାନ୍ତ ପୃଷ୍ଟି ଓ ଏକ ଘରୋଇ ସଂସ୍ଥା (ଭୁବନେଶ୍ୱର ନାଗେଶ୍ୱର ଟାଙ୍ଗୀସ୍ଥିତ ଏମ୍‌ଏସ୍…
ଅଧିକ ଖବର ଦେଖନ୍ତୁ...

ପୁରୀରେ ସେକ୍ସ ରାକେଟ ଠାବ : ଆପାର୍ଟମେଣ୍ଟରୁ ୨ ଯୁବତୀ ଉଦ୍ଧାର, ୩ ଯୁବକ ଗିରଫ

ପୁରୀ: ସ୍ଥାନୀୟ ବାଲିଆପଣ୍ଡା ଅଂଚଳରେ ଏକ ସେକ୍ସ ରାକେଟ ଠାବ ହୋଇଛି । ସେକ୍ସ ରାକେଟ ସହ ଜଡ଼ିତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବାଲିଆପଣ୍ଡା ଥାନା ପୁଲିସ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚିନ୍ମୟ ସ୍ୱରୂପ ପଣ୍ଡା, ଚିନ୍ମୟ ରଂଜନ ରାଉତ ଓ ସୁନୀଲ କୁମାର ସାମଲ…
ଅଧିକ ଖବର ଦେଖନ୍ତୁ...

ଦେଶରେ କୋଭିଡ୍‌-୧୯ ଆରୋଗ୍ୟ ହାର ୭୭.୮୮ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ରହିଛି ୧.୬୫ ପ୍ରତିଶତ: ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩,୮୦୯ ନୂତନ କୋଭିଡ୍‌-୧୯ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂକ୍ୟା ୪୯ ଲକ୍ଷ ଅତିକ୍ରମ କରି ଯାଇଥିବା ବେଳେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ୮୦,୭୭୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ଆଗରେ, ବିଶ୍ବକୁ ତାହାର ସହଯୋଗ ଦରକାର: ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଟୀକା ଉତ୍ପାଦନ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ଦେଖି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ତଥା ବିଶ୍ବର ଅନ୍ୟତମ ଧନୀବ୍ୟକ୍ତି ବିଲ୍‌ ଗେଟ୍‌ସ କହିଛନ୍ତି କି ବିଶ୍ବକୁ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତର ସାହାଯ୍ୟର ଆବଶ୍ୟକତା ରହିଛି। ଯେହେତୁ ଭାରତ ବିଶ୍ବର ଅନ୍ୟତମ ବୃହତ…
ଅଧିକ ଖବର ଦେଖନ୍ତୁ...

ଭାରତ- ଚୀନ୍‌ ବିବାଦ: ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ କହିଲେ, ସୀମାରେ ପାରମ୍ପାରିକ ବୁଝାମଣାକୁ ଚୀନ୍‌ ସମ୍ମାନ…

ନୂଆଦିଲ୍ଲୀ: ଭାରତ ଚୀନ୍‌ ସୀମା ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସଂସଦର ଲୋକସଭାରେ ନିଜର ବକ୍ତବ୍ୟ ରଖିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ସଂସଦରେ ଲଦାଖରେ ଚୀନ୍‌ ସହ ସୀମା ବିବାଦ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଭାରତ ସହିତ ସୀମାର…
ଅଧିକ ଖବର ଦେଖନ୍ତୁ...

ଜେପି ନାଡ୍ଡାଙ୍କ ‘ହିନ୍ଦୁ ବିରୋଧୀ’ ଆକ୍ଷେପର ୪ ଦିନ ପରେ ଏଭଳି ପଦକ୍ଷେପ ନେଲେ ମମତା; ଗରିବ ପୁରୋହିତଙ୍କୁ ମିଳିବ…

କୋଲକାତା: ପଶ୍ଚିମବଙ୍ଗର ମମତା ସରକାରଙ୍କୁ ବିଜେପି ସଭାପତି ଜେ ପି ନଡ୍ଡା ସିଧାସଳଖ ଆକ୍ଷେପ କରି ମମତାଙ୍କୁ ‘ହିନ୍ଦୁ ବିରୋଧୀ’ ବୋଲି ସମାଲୋଚନା କରିଥିଲେ । ଏହି ଘଟଣାର ଚାରି ଦିନ ପରେ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ହିନ୍ଦୁ ବ୍ରାହ୍ମଣଙ୍କ ପାଇଁ କେତକ ପଦକ୍ଷେପ ଘୋଷଣା କରିଛନ୍ତି…
ଅଧିକ ଖବର ଦେଖନ୍ତୁ...