Daily Archives

September 16, 2020

ମହାପ୍ରୟାଣ ଗାଡ଼ି ମୂଲ୍ୟହୀନ: ଜମି ବନ୍ଧକ ରଖି ୮ ଶହ ଟଙ୍କା ଟ୍ରଲି ଭଡ଼ା କରି ସ୍ୱାମୀର ଶବ ଗ୍ରାମକୁ ନେଲେ ସ୍ତ୍ରୀ

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସୁଖ-ସମୃଦ୍ଧି ଓ ସୁବିଧା-ଅସୁବିଧା ନିମନ୍ତେ ମାଳମାଳ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଇଛନ୍ତିି । ଏପରିକି ମା’ର ଗର୍ଭ ଧାରଣଠାରୁ ଆରମ୍ଭ କରି ଜୁଇ ଜଳିବା ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ମଧ୍ୟରେ ଗରୀବ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲା ପ୍ରଶାସନକୁ ଘେରିଲେ ଠିକା ଏଏନଏମ ଓ ଷ୍ଟାଫ ନର୍ସ

କୋରାପୁଟ: କୋଭିଡ ପରିଚାଳନା ପାଇଁ ଠିକା ଭାବେ ନିଯୁକ୍ତ ପାଇଥିବା ଏଏନଏମ ଓ ଷ୍ଟାଫ ନର୍ସମାନେ ପୁନଃ ଥଇଥାନ ଦାବିରେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନକୁ ଘେରିଛନ୍ତି। ସେମାନଙ୍କୁ ଛଟେଇ କରାଯିବା ପ୍ରତିବାଦରେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପୁନଃ…
ଅଧିକ ଖବର ଦେଖନ୍ତୁ...

ହନୁମାନ ପଇସା ପାଇଁ ଅପହରଣର ରୋଚକ ମୋଡ଼, ଅପହର୍ତ୍ତାମାନଙ୍କ ସହ ଗିରଫ ହେଲେ ଅପହୃତ

ସୁନ୍ଦରଗଡ଼: ଦୁଇ ଦିନ ତଳେ ପୁରୀରେ ଓନିଡା, କୋଣାର୍କ ପରି ପୁରୁଣା ଟିଭିକୁ ନେଇ କୋଟି କୋଟି ଟଙ୍କାର ବେଟିଂ କଥା ଚର୍ଚ୍ଚାକୁ ଆସିଥିଲା। ଟିଭିରେ ଲାଗିଥିବା ନାଲି ବଲବ୍‌ ପାଇଁ ୫୦ ଲକ୍ଷରୁ କୋଟିଏ ଟଙ୍କା ଦେବାକୁ କ୍ରେତା ପ୍ରସ୍ତୁତ ଥିବା କୁହାଯାଇଥିଲା। ପୁରୀର ପୁରୁଣା ଟିଭି ପରି…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ଇଲାକାରେ ଇ-କମର୍ସ ! ୫୦ ଯୁବକଯୁବତୀ ମିଶି ଆରମ୍ଭ କଲେ ‘ଗୋ ଫଟାଫଟ୍’, ଘରେ ପହଞ୍ଚାଉଛନ୍ତି ବରାଦୀ ସାମଗ୍ରୀ

ମାଥିଲି: ଲକଡାଉନରେ ନିଜ ଉଦ୍ୟମକୁ ନେଇ ଚର୍ଚ୍ଚାରେ ଯୁବଗୋଷ୍ଠୀ । ଏବେ ଆଉ ଯିବାକୁ ପଡିବନି ବଜାର । ହାତ ପାହାନ୍ତାରେ ମିଳିବ ସାମଗ୍ରୀ। ମାଲକାନଗିରି ଜିଲା ଗୋବିନ୍ଦପାଲ୍ଲି ଯୁବଗୋଷ୍ଠୀ ଆରମ୍ଭ କରିଛନ୍ତି  ‘ଗୋ - ଫଟାଫଟ୍’ ୱେବସାଇଟ । ଏଣିକି ଅନଲାଇନରେ ଇ– କମର୍ସ ସର୍ଭିସରେ ପାଇପାରିବେ ମନ…
ଅଧିକ ଖବର ଦେଖନ୍ତୁ...

କାମ ଦେଉନି ଚୀନ ଉତ୍ପାଦ ବର୍ଜନ ସ୍ଲୋଗାନ: ଗୋଟିଏ ଦିନରେ ବିକ୍ରି ହେଲା ୧ ଲକ୍ଷ ୩୦ ହଜାର ଚାଇନା ଫୋନ

ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ଚୀନ ନିର୍ମିତ ସାମଗ୍ରୀକୁ ବର୍ଜନ ନେଇ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ବ୍ୟବସାୟୀ ସଂଘ ମାନେ ସ୍ୱର ଉତ୍ତୋଳନ କରିଥିଲେ | ଲଦାଖ ସୀମାରେ ଭାରତୀୟ ଯବାନ ଓ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ଭାରତ ସରକାର ମଧ୍ୟ ଚାଇନିଜ ଆପଗୁଡିକୁ ବ୍ୟାନ…
ଅଧିକ ଖବର ଦେଖନ୍ତୁ...

ବାଳକାଟିରେ ଗୋଷ୍ଠୀ ସଂଘର୍ଷ: ୩ ଆହତ, ୫ ଥାନାରେ ଅଟକ

ଆଳି: ଆଜି ଅପରାହ୍ନରେ ଆଳିଥାନା ବାଳକାଟି ନିକଟସ୍ଥ ଗଡଗଡି ସେତୁ ନିକଟରେ ରକ୍ତାକ୍ତ ଗୋଷ୍ଠୀସଂଘର୍ଷ ଘଟି ଉଭୟ ପକ୍ଷର ୩ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଆହତ ମାନଙ୍କୁ ଚିକିତ୍ସା କରିବାରୁ ଆଳିସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମାନଙ୍କୁ ଗୋଟିଏ ପକ୍ଷ ଅକଥ୍ୟନୀୟ ଗାଳିଗୁଲଜ…
ଅଧିକ ଖବର ଦେଖନ୍ତୁ...

କରୋନା ପରିସ୍ଥିତିରେ ୪୨ ପରିବାରକୁ ନିଜ ଆପାର୍ଟମେଣ୍ଟରେ ମାଗଣାରେ ରହିବାକୁ ଦେଇ ଚର୍ଚ୍ଚାରେ ସୁରତ ବିଲ୍ଡର

ସୁରତ: ମହାମାରୀ କରୋନା ଭାଇରସ୍‌ ସମୟରେ ନିଃସହାୟ ୪୨ ପରିବାରକୁ ନିଜ ବିଲ୍ଡିଂରେ ରହିବାକୁ ସ୍ଥାନ ଦେଇ ଚର୍ଚ୍ଚା ପାଲଟିଛନ୍ତି ସୁରତର ଜଣେ ବିଲ୍ଡର। କୋଭିଡ୍‌-୧୯ ଆର୍ଥିକ ସଂକଟ ଦେଇ ଗତି କରୁଥିବା ଏହି ସବୁ ପରିବାର ଭଡ଼ା ଦେଇ ରହିବାକୁ ଅସମର୍ଥ ହୋଇଥିବା ବେଳେ ଈଶ୍ବରଙ୍କ ପରି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସି ଏନଫୋର୍ସମେଣ୍ଟ ଅଧିକାରୀଙ୍କ ମନ୍ତବ୍ୟଙ୍କୁ ନେଇ ଗୋସାଇଁ ନୂଆଗାଁରେ ଉତ୍ତେଜନା, ୧୪୪ ଧାରା ଜାରି

ବ୍ରହ୍ମପୁର: ଗୋସାାଇଁ ନୂଆଗାଁର ଆରାଧ୍ୟ ଦେବୀ ମା' କାଳୁଆଙ୍କ ଯାତ୍ରା ଆାଜି ମଧ୍ୟରାତ୍ରୀରୁୁ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମହାନଗର ନିଗମ ଏନଫୋର୍ସମେଣ୍ଟ ଅଧିକାରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଏପରିକି ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

‘କଲ୍‌ ଚାଟ୍‌ ମେସେଞ୍ଜର’ ଆପ୍‌ ପ୍ରସ୍ତୁତ କରିଥିବା ବାଳକ ଧିରଜ ଏବେ ଟିକ୍‌ଟକ୍‌ର ବିକଳ୍ପ ପ୍ରସ୍ତୁତିରେ ଲାଗିଛନ୍ତି

କୋଚି: କରୋନା ଭାଇରସ୍‌ ପାଇଁ ବିଦ୍ୟାଳୟଗୁଡ଼ିକ ଅନଲାଇନ୍ ପ୍ଲାଟଫର୍ମକୁ ସ୍ଥାନାନ୍ତରିତ ହେବା ସହିତ ପିଲାମାନେ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ସହ ଅଧିକ ସମୟ ବିତାଉଥିବାର ଦେଖିବାକୁ ମିଳୁଛି। ଅବଶ୍ୟ ସମସ୍ତ ପିଲା ଅନ୍‌ଲାଇନ୍‌ କ୍ଲାସ୍‌ ପରେ ମୋବାଇଲ୍‌ରେ ଗେମ୍‌ କିମ୍ବା ସୋସିଆଲ୍‌ ମିଡିଆ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ କରୋନା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀ ଗଡ଼କରୀ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ଗଡକରୀ ବୁଧବାର କହିଛନ୍ତି ଗତକାଲି ସେ ଅସୁସ୍ଥ ଅନୁଭବ କରିବା ପରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ନମୁନା…
ଅଧିକ ଖବର ଦେଖନ୍ତୁ...