Daily Archives

September 16, 2020

ଜୟାଙ୍କୁ ସମର୍ଥନ କଲେ ହେମା ମାଳିନୀ

ମୁମ୍ବାଇ: ବଲିଉଡର ଡ୍ରଗ୍ସ କନେକ୍ସନକୁ ନେଇ ଦେଶର ସଂସଦରେ ସଂଗ୍ରାମ ଆରମ୍ଭ ହୋଇସାରିଛି । ପ୍ରଥମେ ବିଜେପି ସାଂସଦ ତଥା ବଲିଉଡ ଅଭିନେତା ରବି କିଷନ ଏହି ପ୍ରସଙ୍ଗରେ ତଦନ୍ତ ଦାବି କରିଥିଲେ । ଆଉ ପରେ ସମାଜବାଦୀ ପାର୍ଟି ସାଂସଦ ତଥା ବିଗତ ଦିନରେ ବଲିଉଡ ଆକ୍ଟ୍ରେସ ଥିବା ଜୟା ବଚ୍ଚନ ଅସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୨୪୮ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ

କଟକ: ଆଜି କଟକ ସହରରୁ ମୋଟ ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୯୯ ଜଣ ଥିବା ବେଳେ ୧୪୯ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ଆକ୍ରାନ୍ତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସିର ସୂଚନା ଅନୁସାରେ ସରକାରୀ…
ଅଧିକ ଖବର ଦେଖନ୍ତୁ...

କୋଭିଡ ଯୁଦ୍ଧରେ ହାରିଗଲେ ବିଜୟାନନ୍ଦ କରକରା

ବଲାଙ୍ଗୀର: କରୋନା ଯୋଦ୍ଧା ସାଜି ମୁକାବିଳା କରୁଥିଲେ । ଏସପିଙ୍କ କାର୍ଯ୍ୟାଳୟରେ କରୋନା କଣ୍ଟ୍ରୋଲ ରୁମ ଦାୟିତ୍ୱ ନେଇଥିଲେ । ସବୁ କିଛି ଲକଡାଉନ ସମୟରେ ଠିକଠାକ ଚାଲିଥିଲା । ହେଲେ ଶେଷରେ ଆଗଧାଡିରେ ରହି କରୋନା ସହ ଲଢେଇ କରୁଥିବା ଯୋଦ୍ଧା ଇନିସ୍ପେକ୍ଟର ବିଜୟାନନ୍ଦ କରକରା ଶେଷରେ କରୋନା…
ଅଧିକ ଖବର ଦେଖନ୍ତୁ...

ଏଣିକି ଆପଣ ପିନ୍ଧିଥିବା ହାତଘଣ୍ଟାରୁ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ମଧ୍ୟରେ ଦେଶରେ ଅଧିକ ଡିଜିଟାଲ୍ କାରବାର ଏବଂ ସୁରକ୍ଷିତ ପେମେଣ୍ଟ ସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଟାଇଟନ୍ କମ୍ପାନୀ ଲିମିଟେଡ୍ ଏକ ସ୍ୱତନ୍ତ୍ର ଘଣ୍ଟା ଲଞ୍ଚ କରିଛି | କଣ୍ଟାକଟଲେସ ପେମେଣ୍ଟ ୱାଚ୍ ନାମରେ ନାମିତ ଏହି ଘଣ୍ଟା ପାଇଁ ଷ୍ଟେଟ୍ ବ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆତ୍ମବିଶ୍ବାସ ଭରା ରହିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବା ହେତୁ ଗୌରବାନ୍ବିତ ଅନୁଭବ କରିବେ। ବୃଷ: କୌଣସି କାମରେ ଅଧିକ ପରିଶ୍ରମ କରିବେ। କଥା ହେବା ବେଳେ ଉଚିତ ଶବ୍ଦ ଚୟନ ଉପରେ ଧୢାନ ଦିଅନ୍ତୁ। ସରକାରୀ କାମରେ ସଫଳତା…
ଅଧିକ ଖବର ଦେଖନ୍ତୁ...

ଯଶୀପୁରରୁ ଚୋରୀ କାର ସନ୍ଦେହଜନକ ଭାବେ ବାରିପଦାରୁ ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଅଟକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶୀପୁରରୁ ଚୋରୀ ହୋଇଥିବା ଏକ ଧଳା ଅଲ୍ଟୋ କାର ସନ୍ଦେହଜନ ଅବସ୍ଥାରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥ କଡ଼ରୁ ଉଦ୍ଧାର ହୋଇଛି। ଏହି ଚୋରୀ କାରକୁ କେହି ଦୁର୍ବୁତ୍ତ ପାଲବଣି ନିକଟରେ ଛାଡି ଚାଲିଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ…
ଅଧିକ ଖବର ଦେଖନ୍ତୁ...

୨୧ରୁ କୋରାପୁଟରେ କାର୍ଯ୍ୟକ୍ଷମ ହେବ କୋଭିଡ ଡାକ୍ତରଖାନା

କୋରାପୁଟ: ଆସନ୍ତା ୨୧ ତାରିଖରୁ କୋରାପୁଟରେ କାର୍ଯ୍ୟକ୍ଷମ ହେବ କୋଭିଡ ଡାକ୍ତରଖାନା। ଏସଏଲଏନ ମେଡିକାଲ କଲେଜରେ ହେବାକୁ ଥିବା ଏହି ଡାକ୍ତରଖାନାରେ ୭୦ଟି ଶଯ୍ୟା ରହିବ। ଏହି ଡାକ୍ତରଖାନା କାମ ଜୋରସାରରେ ଚାଲିଥିଲାବେଳେ ଏଠାରେ ୫ଟି ଆଇସିୟୁ ମଧ୍ୟ ରହିବ। କରୋନା ସଂକ୍ରମଣ ବଢି ବଢି…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ଅଧିକ ଖର୍ଚ୍ଚ କରିବାରୁ ସ୍ବାମୀ ଗାଳି ଦେବା ମହଙ୍ଗା ପଡ଼ିଲା 

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କୁ ନିଜ ସ୍ତ୍ରୀଙ୍କୁ ଅଧିକ ଖର୍ଚ୍ଚ ପାଇଁ ଗାଳି କରିବା ମହଙ୍ଗା ପଡ଼ିଛି। ଏଥିରେ ସ୍ତ୍ରୀ ଉତକ୍ଷିପ୍ତ ହୋଇ ଓ୍ବାଇପରରେ ପିଟି ପିଟି ସ୍ବାମୀଙ୍କୁ ଗୁରୁତର କରି ଦେଇଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା, ଦିଲ୍ଲୀର ମୟୁର ବିହାର ଅଞ୍ଚଳରେ ରହୁଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଲଦାଖରେ ପୂର୍ଣ୍ଣକାଳୀନ ଯୁଦ୍ଧ ନିମନ୍ତେ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ: ନର୍ଦର୍ଣ୍ଣ କମାଣ୍ଡ୍‌

ଜମ୍ମୁ: ଶୀତ ଦିନରେ ମଧ୍ୟ ପୂର୍ବ ଲଦାଖରେ ପୂର୍ଣ୍ଣକାଳୀନ ଯୁଦ୍ଧ କରିବାକୁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଘୋଷଣା କରି ବୁଧବାର ଦିନ ଭାରତୀୟ ସେନା କହିଛି ଯେ, ଚୀନ୍‌ ଯଦି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରେ, ସେମାନେ ଭଲଭାବେ ତାଲିମପ୍ରାପ୍ତ, ଭଲଭାବେ ପ୍ରସ୍ତୁତ, ପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଯାଜପୁରରେ ବନ୍ୟା ଅଂଚଳ ବୁଲିଲେ କେନ୍ଦ୍ରୀୟ ଟିମ

ଯାଜପୁର: ବନ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ ଯାଜପୁରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ। ଆଜି ଅପରାହ୍ନରେ ଏହି ଟିମ ରସୁଲପୁର ବ୍ଳକର ଖଣ୍ଡାସ ଠାରେ ସୃଷ୍ଟି ହୋଇଥିବା ଘାଇ ଅଞ୍ଚଳ ପରିଦର୍ଶନ କରିଛନ୍ତି। କେନ୍ଦ୍ରୀୟ ଟିମ ସଦସ୍ୟଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସାମିଲ ହୋଇ କ୍ଷୟକ୍ଷତି…
ଅଧିକ ଖବର ଦେଖନ୍ତୁ...