Daily Archives

September 16, 2020

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅବସରପ୍ରାପ୍ତ ବିଏସଏଫ କର୍ମଚାରୀଙ୍କ ସହ ୩ ଗିରଫ

ଜୟପୁର: ୭୨୯ କେଜି ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପୁଲିସ ତିନିଜଣଙ୍କୁ ଗିରଫ କରିଥିବାବେଳେ ୩ଟି ମୋବାଇଲ, ୯୯୦୦ ଟଙ୍କା, ଗୋଟିଏ ବାଇକ(ଓଡି-୧୦-ଏନ-୧୨୧୯) ସହ ଗୋଟିଏ ଟ୍ରକ (ୟୁପି-୧୫-ସିଟି-୨୮୪୮) ଓ ଇନୋଭା(ଡିଏଲ-୪-ସିଏଇ-୮୬୧୭) ଜବତ କରିଛି। ଅଭିଯୁକ୍ତମାନେ ହେଲେ ବିଏସଏଫର ଅବସରପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ ସେନା ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚଳାଇଛନ୍ତି ୧୦୦-୨୦୦ ରାଉଣ୍ଡର ‘ଓ୍ଵାର୍ଣ୍ଣିଂ ସଟସ୍‌’: ରିପୋର୍ଟ

ନୂଆଦିଲ୍ଲୀ: ଚୀନ୍‌ ସେନା ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଭାରତୀୟ ସେନାକୁ ଚେତାବନୀ ଦେବା ଲକ୍ଷ୍ୟରେ ୧୦୦-୨୦୦ ରାଉଣ୍ଡର ‘ଓ୍ଵାର୍ଣ୍ଣିଂ ସଟସ୍‌’ ଚଳାଇଥିବା ଜାଣିବାକୁ ମିଳିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ମସ୍କୋରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ପ୍ରସ୍ତାବିତ…
ଅଧିକ ଖବର ଦେଖନ୍ତୁ...

‘ବୟସ ତ ଏକ ସଂଖ୍ୟା’ ବୋଲି ପ୍ରମାଣ କରି ଦେଖାଇଛନ୍ତି ଏହି ଦୁଇ ବୃଦ୍ଧା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏହି କିଛିଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିକୁ ଦେଖିଲେ ଆପଣଙ୍କ ମୁହଁରେ ବି ହସ ଫୁଟି ଉଠିବ। ଲୋକମାନେ ବି ଏହି ଭିଡିଓକୁ ବେଶ ପସନ୍ଦ କରିଛନ୍ତି। କଥାରେ ଅଛି 'ବୟସ ହେଉଛି ମାତ୍ର ଏକ ସଂଖ୍ୟା। ଏହାକୁ ଭାଇରାଲ ଭିଡିଓରେ…
ଅଧିକ ଖବର ଦେଖନ୍ତୁ...

ନୂଆ ସଂସଦ ଭବନ ନିର୍ମାଣ ଲାଗି ଟାଟା ଗ୍ରୁପ୍‌କୁ ମିଳିଲା ୮୬୨ କୋଟି ଟଙ୍କାର ଠିକା

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ନିର୍ମାଣ ନିମନ୍ତେ ‘ଟାଟା ପ୍ରୋଜେକ୍ଟ୍‌ ଲିମିଟେଡ୍‌’ ଠିକା ପାଇଛି। ୮୬୧. ୨ କୋଟି ଟଙ୍କାରେ ଟାଟା ଏହି ଠିକା ପାଇବାରେ ସମର୍ଥ ହୋଇଛି। ଗୋଟିଏ ବର୍ଷ ମଧ୍ୟରେ ନୂଆ ସଂସଦ ଭବନ ନିର୍ମାଣ ସରି ପାରେ ବୋଲି ଅନୁମାନ କରାଯାଉଛି। ନୂଆ ସଂସଦ ଭବନ ନିର୍ମାଣ ଓ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଛଟପଟ ହୋଇ ପ୍ରାଣ ହରାଇବା ଘଟଣା: ବିଦା ହେଲେ ଫାର୍ମାସିଷ୍ଟ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ଛଟପଟ ହୋଇ ପ୍ରାଣ ହରାଇବାର ହୃଦୟ ବିଦାୟକ ଦୃଶ୍ୟ ସମଗ୍ର ଜିଲ୍ଲା ସମେତ ରାଜ୍ୟକୁ ବ୍ୟଥିତ କରିଛି । ଏହି ଘଟଣାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଘଟଣା ଦିନ କାର୍ଯ୍ୟରତ…
ଅଧିକ ଖବର ଦେଖନ୍ତୁ...

ଜୀବିକା କାର୍ଯ୍ୟକ୍ରମ ଜରିଆରେ ଗାଁ ଲୋକଙ୍କ ରୋଜଗାର ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର :  କୋଭିଡ ଜନିତ ଆର୍ଥକ ମାନ୍ଦା ଅବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଦିନକରେ ସର୍ବାଧିକ ସୁସ୍ଥ, ଆଜି କରୋନାରୁ ଆରୋଗ୍ୟ ହେଲେ ୪୧୨୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବ୍ୟାପକ ପଦକ୍ଷେପ ଏବଂ କୋଭିଡ ଯୋଦ୍ଧାଙ୍କର ଲଗାତାର ଉଦ୍ୟମ ଯୋଗୁଁ ଆଜି ଗୋଟିଏ ଦିନରେ ସର୍ବାଧିକ ୪୧୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ଏଥି ସହିତ ରାଜ୍ୟରେ…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ମାସ୍କ ବଦଳରେ ବୃଦ୍ଧ ଅଜଗର ଗୁଡ଼ାଇ ହୋଇଛନ୍ତି

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ମାସ୍କ, ସାନିଟାଇଜର ଏବଂ ପିପିଇ କିଟ୍ ବ୍ୟବହାର କରୁଥିବା ‌ବେଳେ ଜଣେ ବ୍ୟକ୍ତି ସାପକୁ ନିଜର ମାସ୍କ ଭାବେ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ପ୍ରକାଶିତ ରିପୋର୍ଟ ମୁତାବକ, ମଞ୍ଚେଷ୍ଟରର ସାଲଫୋର୍ଡରେ ଏହି…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ୍‌ରୁ ଜୁନ୍‌ ମଧ୍ୟରେ ଭାରତୀୟ ଏୟାର୍‌ଲାଇନ୍‌ଗୁଡ଼ିକର ରାଜସ୍ବ ୮୫%ରୁ ଅଧିକ ହ୍ରାସ ପାଇଛି: ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁଁ ଭୀଷଣ ବାଧା ପାଇଥିବା କାରଣରୁ ଆର୍ଥିକ ବର୍ଷ ୨୧ର ପ୍ରଥମ ତିନି ମାସରେ ଭାରତୀୟ ଏୟାର୍‌ଲାଇନ୍ସ୍‌ର ରାଜସ୍ବ ୮୫%ରୁ ଅଧିକ ହ୍ରାସ ପାଇ ୩, ୬୫୧ କୋଟି ଟଙ୍କାକୁ ଖସି ଆସିଛି। ବୁଧବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକର ବନ୍ୟାଞ୍ଚଳ ବୁଲିଲେ କେନ୍ଦ୍ରୀୟ ଟିମ୍  

ଭଦ୍ରକ/ଧାମନଗର: ଲଘୁଚାପ ଜନିତ ବର୍ଷା ଓ  ବୈତରଣୀ ବନ୍ୟାରେ ଭଦ୍ରକ ଜିଲ୍ଲାର ୪ ଟି ବ୍ଲକରେ ବ୍ୟାପକ  କ୍ଷୟକ୍ଷତି ହୋଇଛି। ବୈତରଣୀ କୂଳବର୍ତ୍ତୀ  ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଲି ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡିଯାଇ ଧାନ ଚାଷ ଉଜୁଡି ଯାଇଥିବା…
ଅଧିକ ଖବର ଦେଖନ୍ତୁ...