Daily Archives

September 16, 2020

କରୋନାକୁ ଡରନା : କୋଭିଡ୍‌-୧୯କୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଲା ମାତ୍ର ୯୮୦ ଗ୍ରାମ୍‌ ଓଜନର ନବଜାତକ

ବେଙ୍ଗାଲୁର: କରୋନା ଭାଇରସ୍‌ ପାଇଁ ଆପଣଙ୍କ ମନରେ ଯେଉଁ ଭୟ ରହିଛି ତାହାକୁ ଧୀରେ ଧୀରେ କାଢ଼ିଦିଅନ୍ତୁ। ନିକଟରେ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି, ଯାହା ପ୍ରମାଣ କରୁଛି ଯେ କରୋନା ଆଉ ଏକ ମହାମାରୀ ହୋଇ ନାହିଁ। ଶିଶୁଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ଭାଇରସ୍‌କୁ ପରାଜିତ…
ଅଧିକ ଖବର ଦେଖନ୍ତୁ...

ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ଗିରଫ କଲା ପଞ୍ଜାବ ପୁଲିସ

ପଠାନକୋଟ: ପଞ୍ଜାବ ପୁଲିସ ପଠାନକୋଟରେ ଭାରତୀୟ କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କ ହତ୍ୟା ମାମଲାର ପର୍ଦାଫାଶ କରିଛି । ବୁଧବାର ଦିନ ପଞ୍ଜାବ ପୁଲିସ ଏହି ହତ୍ୟା ମାମଲାରେ ସମ୍ପୃ୍କ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ୩ଜଣ ଅଭିଯୁକ୍ତ ଆନ୍ତଃରାଜ୍ୟ ଲୁଟେରା…
ଅଧିକ ଖବର ଦେଖନ୍ତୁ...

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରେମଡେସିଭର୍‌ ଏବଂ ଫାବିପାରିଭିରର ବ୍ୟବହାର ଅନୁମୋଦିତ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଦେଶରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ରେମଡେସିଭର୍‌ ଏବଂ ଫାବିପାରିଭିର ଔଷଧର ବ୍ୟବହାର ଅନୁମୋଦିତ ଏବଂ ଏହାକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବା ଉଚିତ ନୁହେଁ ବୋଲି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌…
ଅଧିକ ଖବର ଦେଖନ୍ତୁ...

ସଂସଦରେ ରାଜନାଥ ସିଂହଙ୍କ ବିବୃତିରେ ବିରକ୍ତି ପ୍ରକାଶ କରି ଚୀନ୍ କହିଲା ଆମେ ଶାନ୍ତି ଓ ଯୁଦ୍ଧ ଲାଗି ପ୍ରସ୍ତୁତ ଅଛୁ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାନ୍ତ ଉତ୍ତେଜନା ଜନିତ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଦେଇଥିବା ବିବୃତିରେ ବେଜିଙ୍ଗ୍‌ ବିରକ୍ତି ପ୍ରକାଶ କରିଛି। ଚେତାବନୀ ଦେଇ ବେଜିଙ୍ଗ୍ କହିଛି ଯେ, ଉଭୟ ଶାନ୍ତି ଓ ଯୁଦ୍ଧ…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ ଯାଇପାରିଲାନି: ପକ୍ଷାଘାତ ରୋଗରେ ଆକ୍ରାନ୍ତ ମହିଳାଙ୍କୁ ୨ କିଲୋମିଟର ଷ୍ଟ୍ରେଚରରେ ନେଲେ ଗାଁ ଲୋକେ

ନବରଂଗପୁର: ଦୁର୍ଗମ ଅଂଚଳରେ ବିକାଶ କେମିତି ହୋଇଛି ତା’ର ଜ୍ୱଳନ୍ତ ଉଦାହରଣ ଆଜି ନବରଂଗପୁର ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକରେ ଦେଖିବାକୁ ମିଳିଛି । ଚାରି ଚକିଆ ଯାନବାହାନ ଯିବା ଲାଗି ରାସ୍ତା ନଥିବାରୁ ମାଝୀଗୁଡ଼ା ପଂଚାୟତର ମୁଣ୍ଡା ଗାଁକୁ ଆମ୍ବୁଲାନ୍ସ ଯାଇପାରି ନାହିଁ । ଫଳରେ ପକ୍ଷାଘାତ…
ଅଧିକ ଖବର ଦେଖନ୍ତୁ...

ହରଭଙ୍ଗାରେ ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: ୨ମୃତ, ୧ ଗୁରୁତର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ଚାରିଛକ-ହରଭଙ୍ଗା ପୂର୍ତ୍ତ ରାସ୍ତାରେ ବୁଧବାର ଅପରାହ୍ନରେ ଏକ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ଗୁରୁତର ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ…
ଅଧିକ ଖବର ଦେଖନ୍ତୁ...

ଯୁବତୀ ଦୁଷ୍କର୍ମର ଶିକାର ‌ହେବା ପରେ ଅସଂଯତ ଅବସ୍ଥାରେ ରାତି ସାରା ରାସ୍ତାରେ ପଡ଼ି ରହିବା ପରେ ଉଦ୍ଧାର

ରାଉରକେଲା: ଇସ୍ପାତ ସହରରେ ପୁଣି ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଗତ ରାତିରେ ଦୁଇଟି ବଲେରୋରେ ଗୁରୁଣ୍ଡିଆ ଅଞ୍ଚଳ‌ରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଆଣି ଗଣଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି। ରାତି‌ରେ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହେବା ପରେ ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...

ଏ ବର୍ଷ ଭବାନୀପାଟଣାରେ ଭକ୍ତଙ୍କ ବିନା ଆୟୋଜନ ହେବ ଛତରଯାତ୍ରା; ପଶୁବଳି ନିଷେଧ

ଭବାନୀପାଟଣା: ଚଳିତ ବର୍ଷ ପାଳନ ହେବ କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଛତର ଯାତ୍ରା।  କଳାହାଣ୍ଡି ଜିଲ୍ଲା ପ୍ରଶାସନ କୋଭିଡ୍ କଟକଣା ମଧ୍ୟରେ ପ୍ରସିଦ୍ଧ ଛତରଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଏ ସଂକ୍ରାନ୍ତରେ ଆଜି ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି ଯେ, କୋଭିଡ୍-୧୯…
ଅଧିକ ଖବର ଦେଖନ୍ତୁ...

କରୋନା: ଭୁବନେଶ୍ୱରରେ ଆଜି ୩୬୨ ପଜିଟିଭ, ସୁସ୍ଥ ହେଲେ ୪୦୬ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୭୬ ଜଣ ଥିବା ବେଳେ ଅନ୍ୟ ୨୮୬ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ଭାରତରେ ପରୀକ୍ଷା ଲାଗି ୧୦୦ ନିୟୁତ ଡୋଜ୍ ‘ସ୍ପୁଟ୍‌ନିକ୍-୫’ ଟିକା ଯୋଗାଇବାକୁ ଡକ୍ଟର୍ ରେଡ୍ଡୀସ୍‌ ଲ୍ୟାବ୍‌ ସହ…

ନୂଆଦିଲ୍ଲୀ: ଭାରତରେ ପରୀକ୍ଷା ଓ ବଣ୍ଟନ ନିମନ୍ତେ ‘ଡକ୍ଟର୍ ରେଡ୍ଡୀସ୍‌ ଲ୍ୟାବ୍‌’କୁ ୧୦୦ ନିୟୁତ ଡୋଜ୍ କୋଭିଡ୍-୧୯ ଟିକା ‘ସ୍ପୁଟ୍‌ନିକ୍-୫’ ଯୋଗାଇ ଦେବ ବୋଲି ବୁଧବାର ଦିନ ‘ରଷିଆନ୍ ଡାଇରେକ୍ଟ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ଫଣ୍ଡ୍‌’ (ଆର୍‌ଡିଆଇଏଫ୍) କହିଛି। ରୁଷ୍‌ର ସାର୍ବଭୌମ ସମ୍ପଦ…
ଅଧିକ ଖବର ଦେଖନ୍ତୁ...