Daily Archives

September 17, 2020

ମାଓବାଦୀଙ୍କ ଭୂସ୍ୱର୍ଗ ପାଲଟିଛି କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଅଂଚଳ, ୪ବର୍ଷ ହେଲା ପୁଲିସକୁ ଦେଉଛନ୍ତି ଖୋଲା…

ଭବାନୀପାଟଣା: କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତରେ ଗତ ୯ ତାରିଖରେ ହେଇଥିବା ମାଓବାଦୀ ଓ ପୁଲିସର ଗୁଳିବିନିମୟ ସିର୍କି ନିକଟରେ ଥିବା ଅଠାଲ ଡ଼ଙ୍ଗରରେ ହେଇଥିଲା ।  ଗତ ଦୁଇ ମାସ ମଧ୍ୟରେ କଳାହାଣ୍ଡି କନ୍ଧମାଳ ଅଂଚଳରେ ୧୨ଜଣ ମାଓବାଦୀ ନିହତ ହେବା ପରେ ମାଓ କ୍ୟାମ୍ପ ଏକ ପ୍ରକାର ଦୁର୍ବଳ…
ଅଧିକ ଖବର ଦେଖନ୍ତୁ...

ଆତ ତୋଳୁଥିବା ବେଳେ କାମୁଡ଼ି ଦେଲା ବିଷାକ୍ତ ପୋକ, ତଳେ ପଡ଼ି ଜୀବନ ହାରିଲେ ଯୁବତୀ

ପାଇକସାହି: ଗଛରେ ଚଢ଼ି ଆତ ତୋଳୁଥିବା ସମୟରେ ଜଣେ ଯୁବତୀଙ୍କୁ ଏକ ବିଷାକ୍ତ ପୋକ କାମୁଡି ଦେଇଛି । ଫଳରେ ଯୁବତୀ ଜଣକ ଗଛରୁ ପଡ଼ି ପ୍ରାଣ ହରାଇଛନ୍ତି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଠାକୁରଗଡ଼ ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଠାକୁରଗଡ଼ ଥାନା…
ଅଧିକ ଖବର ଦେଖନ୍ତୁ...

ଭାରତର ଦୃଢ ପ୍ରୟାସ ଯୋଗୁଁ ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ଗତିବିଧି ଉପରେ ଆନ୍ତର୍ଜାତୀୟ ସମୁଦାୟର ଚିନ୍ତା ବଢିଛି

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦୃଢ଼ ପ୍ରୟାସର ପରିଣାମ ସ୍ୱରୂପ ପାକିସ୍ତାନରୁ ଉପୁଜୁଥିବା ଆତଙ୍କବାଦୀ ଗତିବିଧି ଉପରେ ଆନ୍ତର୍ଜାତୀୟ ସମୁଦାୟର ଚିନ୍ତା ବଢିଛି। ଯେଉଁଥିରେ ଆନ୍ତର୍ଜାତୀୟସ୍ତରର କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଓ ବ୍ୟକ୍ତି-ଜମାତ୍-ଇଦ୍-ଦାୱା, ଲକ୍ସର-ଏ-ତୋଏବା, ଜୈସେ-ଏ-ମହମଦ,…
ଅଧିକ ଖବର ଦେଖନ୍ତୁ...

କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଜର୍ସି ପିନ୍ଧିବ ଆରସିବି

ବାଙ୍ଗାଲୋର: ବିରାଟ କୋହଲିଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳିବ ଏବଂ କରୋନା ହିରୋମାନଙ୍କ ସମ୍ମାନାର୍ଥେ ଖେଳାଳିଙ୍କ ଜର୍ସି ପଛରେ 'ମୋ କୋଭିଡ ହିରୋ' ଲେଖାଯିବ। ୟୁଏଇରେ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଆରସିବି ଅଧିନାୟକ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ‘ରାମଲୀଳା’ରେ ରାମ-ସୀତା ଭୂମିକାରେ ଅଭିନୟ କରିବେ ଏହି କଳାକାର 

ମୁମ୍ବାଇ: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କରିଥିଲେ। ଆଉ ଏହା ପରେ ଉତ୍ତରପ୍ରଦେଶ ସଂସ୍କୃତି ବିଭାଗ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଏଥର ଦଶହରା ଅବସରରେ ଅଯୋଧ୍ୟାରେ ଭବ୍ୟ ରାମଲୀଳା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି।…
ଅଧିକ ଖବର ଦେଖନ୍ତୁ...

ବେରୋଜଗାରଙ୍କ ପାଇଁ ଆଶ୍ୱସ୍ତି : ଇଏସଆଇସି ସଦସ୍ୟ ଥିବା ବ୍ୟକ୍ତି ଚାକିରି ହରାଇଥିଲେ କ୍ଷତିପୂରଣ ମିଳିବ

ନୂଆଦିଲ୍ଲୀ: ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ନିକଟରେ ସମ୍ପ୍ରସାରିତ ଅଟଳ ବୀମିତ କଲ୍ୟାଣ ଯୋଜନା ଅନ୍ତର୍ଗତ ଚାକିରି ହରାଇଥିବା କର୍ମଚାରୀମାନେ ସହାୟତା ପାଇବା ଲାଗି ଆବେଦନ ଦାଖଲ କରିବା…
ଅଧିକ ଖବର ଦେଖନ୍ତୁ...

କଙ୍ଗନା-ଜୟା ବୟାନ ବିବାଦରେ ପଶିଲେ ଜୟପ୍ରଦା

ନୂଆଦିଲ୍ଲୀ:ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ଚାଲିଥିବା ବିତର୍କ ସଂସଦରେ ପହଞ୍ଚିଛି, ଯେଉଁଠାରେ ରାଜ୍ୟସଭା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ଏକ ବିବୃତ୍ତି ଦେଇଥିଲେ |ମଙ୍ଗଳବାର ଦିନ ଜୟା ବଚ୍ଚନ ବିଜେପି ସାଂସଦ ରବି କିଶନ ଏବଂ କଙ୍ଗନାଙ୍କ ନାମ ନ ଉଠାଇ…
ଅଧିକ ଖବର ଦେଖନ୍ତୁ...

ବିହାର ବିଧାନସଭା ନିର୍ବାଚନରେ ୩୬ଟି ଆସନ ଦାବି କଲା ଏଲଜେପି

ପାଟନା: ବିହାର ବିଧାନସଭା ନିର୍ବାଚନରେ ​​ଏନଡିଏ ଗଠବନ୍ଧନ ଅପେକ୍ଷା ଅଧିକ ଆସନ ପାଇବା ପାଇଁ ଲୋକସଭା ପାର୍ଟି (ଏଲଜେପି) ଏକ ନୂଆ ଫର୍ମୁଲା ଘୋଷଣା କରିଛି। ଏହା ଅଧୀନରେ ଏଲଜେପି ୩୬ ଟି ଆସନ ଦାବି କରିଛି। ଏହି ଫର୍ମୁଲାରେ ଦର୍ଶାଯାଇଛି ଯେ ବିହାର ବିଧାନସଭାରେ ବିଜେପି ଏବଂ ଜେଡିୟୁରେ ବିଧାୟକ…
ଅଧିକ ଖବର ଦେଖନ୍ତୁ...

ଦେଶରେ ଲଗାତାର ଦୁଇ ଦିନ ଧରି ୮୨ ହଜାରରୁ ଅଧିକ ସୁସ୍ଥ ହେଲେ

ନୂଆଦିଲ୍ଲୀ:  ଲଗାତାର ଦୁଇ ଦିନ ଧରି ଦେଶରେ କୋଭିଡରୁ ଆରୋଗ୍ୟ ହାର ଅତି ଉଚ୍ଚରେ ରହିଛି। ବିଗତ ଦୁଇ ଦିନ ମଧ୍ୟରେ ୮୨ ହଜାରରୁ ଅଧିକ କୋଭିଡ ରୋଗୀ ଆରୋଗ୍ୟ ଲାଭ କରି ଛାଡ଼ ପାଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୮୨,୯୬୧ ଜଣ ସକ୍ରିୟ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଅଧିକ ସଂଖ୍ୟକ ରୋଗୀ…
ଅଧିକ ଖବର ଦେଖନ୍ତୁ...

‘ଅପରେସନ ମ୍ୟାଡ଼ାମ ଜୀ’ରେ ଧରାପଡିଲେ ସେନା କର୍ମଚାରୀ, ପାକିସ୍ତାନ ସୁନ୍ଦରୀଙ୍କୁ ଯୋଗାଇଥିଲେ ତଥ୍ୟ

ନୂଆଦିଲ୍ଲୀ: ଗୁପ୍ତଚର ବୃତ୍ତି ମାମଲାରେ ହରିୟାଣାର ରେୱାରୀର ସାମରିକ ଇଞ୍ଜିନିୟରିଂ ସେବା ର ଜଣେ ସାଧାରଣ କର୍ମଚାରୀଙ୍କୁ ଗିରଫ କରାଯାଇଛି | ଏହି ଯୁବକଙ୍କ ନାମରେ ଫେସବୁକ ମାଧ୍ୟମରେ ହନିଟ୍ରାପର ଶିକାର ହେବା ପରେ ପାକିସ୍ତାନୀ ସାମରିକ ଗୁପ୍ତଚର ବିଭାଗକୁ ଗୁପ୍ତ ସୂଚନା ପଠାଇଥିବାର ସଙ୍ଗୀନ…
ଅଧିକ ଖବର ଦେଖନ୍ତୁ...