Daily Archives

September 17, 2020

ଝାରସୁଗୁଡ଼ା: ଜାତୀୟ ଫୁଟବଲର୍‌ ତନୁଜା ବାଗେଙ୍କୁ ମିଳିଲା ନିଯୁକ୍ତି 

ଝାରସୁଗୁଡ଼ା: ତନୁଜା ବାଗେ ତିନିଥର ଜାତୀୟ ମହିଳା ଫୁଟବଲ ଖେଳରେ ପ୍ରତିନିଧିତ୍ବ କରିଥିଲେ। ଜାତୀୟ ରଗ୍‌ବିରେ ମଧ୍ୟ ଅଂଶଗ୍ରହଣ କରିଥିବା ତନୁଜା ବାଗ‌େଙ୍କୁ ବିଳମ୍ବରେ ହେଲେ ମଧ୍ୟ ଆଜି ଏକ ଛୋଟ ନିଯୁକ୍ତି ମିଳିଛି। ଗତ ଅଗଷ୍ଟ ୨୯ ତାରିଖ ଦିନ ଜାତୀୟ କ୍ରିଡ଼ା ଦିବସ ଅବସରରେ ‘ସମ୍ବାଦ’ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ କାମ ଲାଗି ଦିନଟି ଶୁଭ। ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ମିଳିବ। ସନ୍ତାନଙ୍କର ବଢ଼ୁଥିବା ଦାବିକୁ ନେଇ ଚିନ୍ତିତ ରହିବେ। ବୃଷ: ଅଧିିକ ପରିଶ୍ରମ ଦ୍ବାରା ସବୁ କାମ ସ˚ପୂର୍ଣ୍ଣ କରିନେବେ। ବନ୍ଧୁମାନଙ୍କ ସହିତ ସମ୍ବନ୍ଧରେ ସୁଧାର ହୋଇପାରେ। ବ୍ୟବସାୟରେ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ଜିଲ୍ଲାରେ ଆଉଜଣେ କରୋନା ଯୋଦ୍ଧାଙ୍କ ଦେହାନ୍ତ 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଜଣେ କରୋନା ଯୋଦ୍ଧା କରୋନାରେ ମୃତ୍ୟୁ ହେବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ  ତିଳଯୋଡି ଗାଁର  ଦୟାନିଧି ସାହୁ(୫୩) ସଦର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୨୮ରେ ଯୋଧପୁର କୋର୍ଟରେ ହାଜର ହେବେ ସଲମାନ ଖାନ୍, ଚିନ୍ତାରେ ‘ବିଗବସ୍’ ପ୍ରଯୋଜକ

ମୁମ୍ବାଇ: ଟେଲିଭିଜନ ଜଗତର ବିବାଦୀୟ ତଥା ଲୋକପ୍ରିୟ ରିୟଲିଟି ସୋ’ ବିଗବସ୍ ସିଜନ -୧୪କୁ ଦର୍ଶକ ଅପେକ୍ଷା କରି ରହିଛନ୍ତି। ଏହି ସୋ’ର ପ୍ରିମିୟର୍ ହେବାକୁ କିଛି ସମୟ ବାକି ରହିଥିବା ବେଳେ ଏହାର ନିର୍ମାତାମାନେ ସୋ’ର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏବେ କିନ୍ତୁ ଲାଗୁଛି କି ଏହି ସୋ’…
ଅଧିକ ଖବର ଦେଖନ୍ତୁ...

ଫାର୍ମ ହାଉସରୁ ମିଳିଲା ସୁଶାନ୍ତଙ୍କ ହାତଲେଖା ନୋଟ୍; ପର୍ଦ୍ଦାଫାସ୍ ହେଲା ଅନେକ ଅଜଣା କଥା, ପଢ଼ନ୍ତୁ କ’ଣ ଲେଖାଥି‌ଲା…

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ତିନି ମାସ ବିତିଗଲାଣି, କିନ୍ତୁ ଅଭିନେତାଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ଧୀ‌ରେଧୀରେ ସାମ୍ନାକୁ ଆସୁଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ତେବେ ସୁଶାନ୍ତଙ୍କ ଏକ ନୋଟ୍ ମିଳିଛି। ଯାହାକୁ ସେ ତାଙ୍କ ପଭନା ଫାର୍ମ ହାଉସରେ ଥିବା…
ଅଧିକ ଖବର ଦେଖନ୍ତୁ...

ସ୍ବାମୀଙ୍କ ଶବକୁ ଟ୍ରଲିରେ ବୋହିବା ଘଟଣା : ଜମି ମୁକୁଳାଇବା ପାଇଁ ସହଯୋଗର ହାତ ବଢ଼ାଇଲେ ‘ସମ୍ବାଦ’ର ଫିଚର ସମ୍ପାଦକ…

ବାରିପଦା: ହସ୍ପିଟାଲରେ ସ୍ବାମୀଙ୍କ ମୃତ୍ୟୁ ପରେ ମିଳିଲାନି ଗାଡି। ଫଳରେ ଜମି ବନ୍ଧକ ରଖି ଏକ ଟ୍ରଲିରେ ସ୍ବାମୀଙ୍କ ଶବକୁ ଘରକୁ ଆଣିବା ଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ସାରମୂଳା ପଞ୍ଚାୟତ ଗୋବରା ଗ୍ରାମରେ। ନିଜ ସ୍ବାମୀଙ୍କ ଶବକୁ ଘରକୁ ଆଣିବା…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୨୫୭ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୩୧ ଜଣ

କଟକ: ଆଜି କଟକ ସହରରୁ ମୋଟ ୨୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୧୨୬ ଜଣ ସଂଗରୋଧ ଓ ୧୩୧ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, ସରକାରୀ ସଂଗରୋଧରୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରର ନୂତନ କୃଷି ଚିଠାକୁ ବିରୋଧ କରି ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ହରସିମରତ କ‌ୌର୍ ବାଦଲ

ନୂଆଦିଲ୍ଲୀ: କୃଷି କ୍ଷେତ୍ରକୁ ଉଦାରୀକରଣ କରିବା ଉଦ୍ଦେଶ୍ୟରେ ଆଗତ କୃଷି ଚିଠାକୁ ବିରୋଧ କରି ଗୁରୁବାର ଦିନ ମୋଦୀ ସରକାରରୁ କେନ୍ଦ୍ର ମନ୍ତ୍ରୀ ହରସିମରତ୍ କ‌ୌର୍ ବାଦଲ ଇସ୍ତଫା ଦେଇଛନ୍ତି। କେନ୍ଦ୍ରର କୃଷକ ବିରୋଧୀ ପଦକ୍ଷେପ ବିରୋଧରେ ପ୍ରତିବାଦପୂର୍ବକ ମନ୍ତ୍ରୀ ଇସ୍ତଫା ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଟିକା ପାଇଁ ବିଶ୍ବବ୍ୟାପୀ ବ୍ୟଗ୍ରତା ମଧ୍ୟରେ ଧନୀ ଦେଶମାନେ ତୁରନ୍ତ କିଣି ନେଉଛନ୍ତି କୋଭିଡ୍-୧୯ ଟିକା ଷ୍ଟକ୍

ୱାଶିଂଟନ୍: ବିଶ୍ବ ଜନସଂଖ୍ୟାର କିଛି ଅଂଶର ପ୍ରତିନିଧିତ୍ବ କରୁଥିବା ଧନୀ ଦେଶମାନେ ଆଶାପ୍ରଦ କୋଭିଡ୍‌-୧୯ ଟିକାର ଅର୍ଦ୍ଧେକ ଖରିଦ କରିନେଇଥିବା କଥା ଏକ ଅଧ୍ୟୟନରୁ ଜଣାପଡ଼ିଛି। ବୁଧବାର ଦିନ ଇଉରୋପିଆନ୍ ୟୁନିୟନ୍‌ର ମୁଖ୍ୟ ଉର୍ସୁଲା ବନ୍ ଡର୍ ଲିୟେନ୍ ‘ଟିକା ଜାତୀୟତାବାଦ’ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଖଇନି ଭାବି ଉକୁଣୀ ମରା ଔଷଧ ଖାଇ ବୃଦ୍ଧ ମୃତ

ଭଞ୍ଜନଗର: ଖଇନି ଭାବି ଉକୁଣି ମରା ଔଷଧ ଖାଇବାରୁ ‌ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବଳନିୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ତାରସିଂ ଥାନା ଅଧିନ‌ କ୍ଷେତମୁଣ୍ଡଳୀ ପଞ୍ଚାୟତ ଲୁଣ୍ଡୁରିପଦର ଗ୍ରାମରେ। ଗ୍ରାମର ପାଣ୍ଡବ ଦଳବେହେରାଙ୍କ (୭୦) ଗତକାଲି ବିଳମ୍ବିତ ରାତିରେ ଭଞ୍ଜନଗର…
ଅଧିକ ଖବର ଦେଖନ୍ତୁ...