Daily Archives

September 17, 2020

୧୦.୩୦ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଅଭିଯୁକ୍ତ ଗିରଫ

କଟକ: ବ୍ରାଉନ ସୁଗାର ବ୍ୟବସାୟ ସହ ଜଡ଼ିତ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ପୁଲିସ କହିଛି । ଏଥି ସହିତ ଅଭିଯୁକ୍ତ ଠାରୁ ୧୦.୩୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ବଜାରରେ ଏହାର ମୂଲ୍ୟ ୧୦ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି । ଅଭିଯୁକ୍ତ ଗିରଫ ବ୍ୟକ୍ତିର ନାମ ଘୁଙ୍ଗା ଓରଫ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଠାରୁ ଏସବିଆଇ ଏଟିଏମରୁ ଟଙ୍କା ଉଠାଣ ନିୟମ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଡିଜିଟାଲ ନେଣଦେଣରେ ଦ୍ରୁତ ପରିବର୍ତ୍ତନ ସହିତ ସାଇବର ଠକେଇ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଏବେ ଏଟିଏମରୁ ଟଙ୍କା ଉଠାଣକୁ ଆହୁରି ଅଧିକ ସୁରକ୍ଷିତ କରିଛି। ନୂତନ ନିୟମ ସେପ୍ଟେମ୍ବର ୧୮ରୁ ଲାଗୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟମାନ‌େ ପ୍ରସ୍ତୁତ ହେଲେ ପୁନଃଚଳାଚଳ କରିବ ଲୋକାଲ୍‌ ଟ୍ରେନ୍: ରେଳବାଇ ବୋର୍ଡ

ନୂଆଦିଲ୍ଲୀ: ସମ୍ପୃକ୍ତ ରାଜ୍ୟ ସରକାରମାନେ ପ୍ରସ୍ତୁତ ହୋଇ ଆମକୁ କହିବା ପରେ ଯାଇ ସବ୍‌ଅର୍ବାନ୍ ରେଳସେବା ପୁନଃଆରମ୍ଭ କଥା ବିଚାର କରିବୁ ବ‌ୋଲି ଗୁରୁବାର ଦିନ ରେଳବାଇ ବୋର୍ଡ ଅଧ୍ୟକ୍ଷ ଭିକେ ଯାଦବ କହିଛନ୍ତି। ନୀତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ ସହ ସେ ସାମ୍ବାଦିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୧୦୩୭ ଜଣଙ୍କ ସମେତ ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୩୬୦୭ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୩୭ ଜଣଙ୍କ ସମତେ ରାଜ୍ୟରେ ଆଜି ୩ ହଜାର ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୩ ହଜାର ୪୬୬ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ଅଧିକ ଖବର ଦେଖନ୍ତୁ...

‘ଡିୟର ନରେନ୍ଦ୍ର…’ ୭୦ ତମ ଜନ୍ମଦିନରେ ପିଏମ୍‌ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଶ୍ୱର ବହୁ ନାମୀଦାମୀ ନେତା

ନୂଆଦିଲ୍ଲୀ: ଜର୍ମାନୀର ଚାନସେଲର ଆଞ୍ଜେଲା ମର୍କେଲ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନ୍ନା ମାରିନଙ୍କ ଠାରୁ ଆରମ୍ଭ କରି ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ପର୍ଯ୍ୟନ୍ତ ବିଶ୍ୱର ବହୁ ନାମୀଦାମୀ ବିଶ୍ୱ…
ଅଧିକ ଖବର ଦେଖନ୍ତୁ...

‘ସପ୍ଟ ପର୍ଣ୍ଣ ଷ୍ଟାର’ ବୟାନକୁ ନେଇ କଙ୍ଗନାଙ୍କୁ ଘେରିଲେ ଉର୍ମିଳାଙ୍କ ସମର୍ଥକ, ଦିନେ କଙ୍ଗନା ବି ଯୌନୋଦ୍ଦୀପକ…

ମୁମ୍ବାଇ: ଗତକାଲି ସନ୍ଧ୍ୟାରେ କଙ୍ଗନା ରାଣାୱତ ଏକ ସାକ୍ଷାତକାରରେ ଉର୍ମିଲା ମାତୋଣ୍ଡକରଙ୍କୁ ସପ୍ଟ ପର୍ଣ୍ଣ ଷ୍ଟାର ବୋଲି କହିଥିଲେ। ଅନେକେ କଙ୍ଗନାଙ୍କ ଏହି ବିବୃତି ଉପରେ ଧ୍ୟାନ ଦେଇ ନଥିଲେ, କିନ୍ତୁ ଉର୍ମିଲାଙ୍କୁ ସମର୍ଥନ କରିବା ପାଇଁ କେତେକ ଆଗଇେ ଆସିଛନ୍ତି। ସେମା‌ନଙ୍କ ମତରେ କଙ୍ଗନା…
ଅଧିକ ଖବର ଦେଖନ୍ତୁ...

କ୍ରେମ୍‌ଲିନ୍ ସମାଲୋଚକ ଆଲେକ୍ସି ନାଭାଲ୍‌ନିଙ୍କ ହୋଟେଲ୍‌ ରୁମ୍‌ରେ ଥିବା ଖାଲି ପାଣି ବୋତଲ ଉପରେ ବିଷ ଲାଗିଥିଲା

ମସ୍କୋ: ସାଇବେରୀୟ ସହର ଟମ୍‌ସ୍କ୍‌ ହୋଟେଲ୍‌ ରୁମ୍‌ରୁ ମିଳିଥିବା ଗୋଟାଏ ଖାଲି ପାଣି ବୋତଲ ଉପରୁ କ୍ରେମ୍‌ଲିନ୍ ସମ‌ାଲୋଚକ ଆଲେକ୍ସି ନାଭାଲ୍‌ନିଙ୍କୁ ଦିଆଯାଇଥିବା ରାସାୟନିକ ବିଷ ‘ନର୍ଭ ଏଜେଣ୍ଟ୍‌’ର ସତ୍ତା ଚିହ୍ନଟ ହୋଇଥିବା କଥା ଗୁରୁବାର ଦିନ ତାଙ୍କ ଟିମ୍‌ କହିଛି। ତାଙ୍କୁ ବିମାନ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟ ପ୍ରାଣୀ, ମାଲକାନଗିରିରେ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ମାଲକାନଗିରି: ମାଲକାନଗିରି ସହରରେ ପୁଣି ୧୦ ଫୁଟର ଅଜଗର ଉଦ୍ଧାର କରାଯାଇଛି। ଖାଦ୍ୟ ଅନ୍ୱେଷଣରେ ବାହାରି ଜଂଗଲରୁ ଅଜଗର ସହର ମୁହାଁ ହେଉଛନ୍ତି। ଗତକାଲି ରାତିରେ ସ୍ଥାନୀୟ ପରଜାଗୁଡାରେ ଏକ ବିରାଟ ଅଜଗର ପଶିଥିବା ସାହି ବାସିନ୍ଦା ଦେଖିଥିଲେ। ତୁରନ୍ତ ବନ ବିଭାଗକୁ ଏନେଇ ଖବର ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ ଆଉ ୨ ଦିନ : ଏଥର ଅରେଞ୍ଜ କ୍ୟାପ ହାସଲ କରିପାରନ୍ତି ଏହି ବ୍ୟାଟସମ୍ୟାନ୍, ଜାଣନ୍ତୁ କିଏ ଅଛନ୍ତି…

ନୂଆଦିଲ୍ଲୀ:  ଆଇପିଏଲ ଆରମ୍ଭ ହେବାକୁ  ଆଉ ମାତ୍ର ୨ ଦିନ ରହିଛି । ଏହାର ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୯ ତାରିଖରେ ଆବୁଧାବିରେ ଖେଳାଯିବ । ପ୍ରଥମ ମ୍ୟାଚରେ ଚେନ୍ନାଇ ଓ ମୁମ୍ବାଇ ପରସ୍ପରକୁ ଭେଟିବେ । ତେବେ ଚଳିତ ବର୍ଷ କେଉଁ ବ୍ୟାଟସମ୍ୟାନ୍ ସର୍ବାଧିକ ସ୍କୋର କରିବା ସହ ଧମାକାଦାର ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

ଭାରତ ସରକାର ଓ ଶତାଧିକ ବିଦେଶୀ କମ୍ପାନିଙ୍କ କମ୍ପ୍ୟୁଟର୍‌ ହ୍ୟାକ୍‌ କରି ତଥ୍ୟ ଚୋରାଇଥିବା ୫ ଚୀନ୍ ନାଗରିକଙ୍କୁ…

ୱାସିଂଟନ୍: ଭାରତ ସରକାରଙ୍କ ନେଟ୍‌ୱାର୍କ ସମେତ ଆମେରିକା ଓ ବିଦେଶରେ ଶତାଧିକ କମ୍ପାନି ଏବଂ ପ୍ରତିଷ୍ଠାନର କମ୍ପ୍ୟୁଟର୍‌ ହ୍ୟାକିଙ୍ଗ୍ କରିବା ସହ ମୂଲ୍ୟବାନ୍ ସଫ୍ଟୱେର୍‌ ଡାଟା ଏବଂ ବ୍ୟବସାୟ କୌଶଳ ଚୋରି ଘଟଣାରେ ଯୁକ୍ତରାଷ୍ଟ୍ର ଆମେରିକାର ବିଚାର ବିଭାଗ ପାଞ୍ଚଜଣ ଚୀନ୍ ନାଗରିକଙ୍କୁ ଦୋଷୀ…
ଅଧିକ ଖବର ଦେଖନ୍ତୁ...