Daily Archives

September 18, 2020

ଭଞ୍ଜନଗର ଉପଖଣ୍ଡର ୧୭୩ ବିଦ୍ୟାଳୟ ବନ୍ଦ ପାଇଁ ପ୍ରସ୍ତାବ, ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେବେ ଦୁର୍ଗମ ଇଲାକାର…

ଭଞ୍ଜନଗର: ରାଜ୍ୟ ସରକାର ପୂର୍ବରୁ ୧୦ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ୍‌କୁ ବନ୍ଦ କରି ନିକଟସ୍ଥ ସ୍କୁଲରେ ମିଶାଇଥିଲେ। ବର୍ତ୍ତମାନ ରାଜ୍ୟର ୨୦ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତାଲିକା ଗଣ ଶିକ୍ଷା ବିଭାଗ ସଂଗ୍ରହ କରିଛି। ସମ୍ଭବତଃ ୨୦ ଜଣରୁ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତରେ ପୁଲିସ ପକ୍ଷରୁ ମିଳିତ କମ୍ବିଂ ଅପରେସନ 

ଭବାନୀପାଟଣା: କଳାହାଣ୍ଡି- କନ୍ଧମାଳ ସୀମାନ୍ତର ମଦନ ପୁର ରାମପୁର ଥାନା ଅନ୍ତର୍ଗତ ଜାରକା ରିଜର୍ଭ ଜଙ୍ଗଲ ଓ ବୁରହାନି ରିଜର୍ଭ ଜଙ୍ଗଲରେ ଗତ ସେପ୍ଟେମ୍ବର ୧୫ ଓ ୧୬ ତାରିଖ ଦୁଇଦିନ ଧରି ଉଭୟ ଜିଲ୍ଲା ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିଲେ । ଏହି ସର୍ଚ୍ଚ ଅପରେସନରେ କନ୍ଧମାଳ ଜିଲ୍ଲା ପଟୁ ଦୁଇ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବାଉରୀବନ୍ଧୁ କରଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଶିକ୍ଷାବିତ ତଥା ଜଣାଶୁଣା ସାହିତ୍ୟ ସମୀକ୍ଷକ ପ୍ରଫେସର ବାଉରୀବନ୍ଧୁ କରଙ୍କର ଶୁକ୍ରବାର ପରଲୋକ ହୋଇଛି। ଆଜି ସଂଧ୍ୟାରେ ହୃଦଘାତରେ ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଥିବା ପରିବାର ସୂତ୍ରରୁ ପ୍ରକାଶ । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ସପ୍ତାହକୁ ଦିନେ କ୍ଷେତରେ କାମ କରନ୍ତି ଏହି ମହିଳା ସରକାରୀ ଅଧିକାରୀ

ହାଇଦ୍ରାବାଦ୍‌: କୌଣସି ବି କାମ ଛୋଟ ହୋଇ ନଥାଏ। ଯେକୌଣସି ବି କାମ କରିବାକୁ ଇଚ୍ଛାଶକ୍ତିର ଆବଶ୍ୟକତା ଥାଏ। ଏହାର ପ୍ରମାଣ ଦେଇଛନ୍ତି ଜଣେ ସରକାରୀ ଅଧିକାରୀ। ଆପଣ କେବେ କୌଣସି ସରକାରୀ ସବ୍‌-ରେଜିଷ୍ଟାର୍‌ଙ୍କୁ ବିଲରେ କାମ କରିବାର ଦେଖିଛନ୍ତି? ତେଲେଙ୍ଗାନାର ଦୁଇଟି ଜିଲ୍ଲା ମୁଲୁଗୁ…
ଅଧିକ ଖବର ଦେଖନ୍ତୁ...

ହରଭଙ୍ଗା : ଚାରିଛକ ରାଜପଥରେ ଗଛ ପଡି ରାସ୍ତା ଅବରୋଧ, ଅଟକିଲା ଆମ୍ବୁଲାନ୍ସ ଓ ଶବବାହକ ଗାଡି ସମେତ ଶତାଧିକ ଗାଡି

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସମ୍ମୁଖ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ ରାସ୍ତା କଡରେ ଥିବା ଏକ ବଡ ଗଛ ଉପୁଡି ପଡିବାରୁ ରାସ୍ତା ଅବରୋଧ ହୋଇ ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ମୋଟର ଅଟକି ରହିଥିଲା। ଏଥି ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଖାଆନ୍ତୁ ‘ଟଚ୍ ମି ନଟ୍’ ଗୁପଚୁପ୍ ! ବିକାଳି ହାତର ବିନା ସ୍ପର୍ଶରେ ଗ୍ରାହକ ଖାଉଛନ୍ତି, ଖଟାପାଣି ଦେଉଛି ସ୍ବୟଂଚାଳିତ…

ରାୟପୁର: ମହାମାରୀ କରୋନା ପାଇଁ ସାମାଜିକ ଦୂରତ୍ବ ଅନିବାର୍ଯ୍ୟ ହୋଇ ପଡ଼ିଥିବା ବେ‌ଳେ ଲୋକମାନଙ୍କର ଖାଦ୍ୟ ଅଭ୍ୟାସ ବିଶେଷ ଭାବେ ପ୍ରଭାବିତ ହୋଇଛି। ନିକଟରେ ଛତିଶଗଡ଼ରେ ଦେଖିବାକୁ ମିଳିଛି ଏକ ସ୍ବୟଂଚାଳିତ ଗୁପ୍‌ଚୁପ୍‌ ମେସିନ୍‌, ଯାହାକି କରୋନା ସମୟରେ ବିଶେଷ ଉପକାରୀ ସାବ୍ୟସ୍ତ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ରେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନଙ୍କୁ ପାଠ ପଢ଼ାଉଛନ୍ତି ଆଇପିଏସ୍‌ ଅଧିକାରୀ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀମାନଙ୍କର ଏକମାତ୍ର ଭରସା ପାଲଟିଛି ଅନ୍‌ଲାଇନ୍‌ କ୍ଲାସେସ୍‌। ଏପରିସ୍ଥିତିରେ ୟୁପିଏସ୍‌ସି ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଆଶାୟୀମାନଙ୍କୁ ସପ୍ତାହକୁ ଥରେ ଅନ୍‌ଲାଇନ୍‌ କ୍ଲାସ୍‌ ଜରିଆରେ ପାଠ…
ଅଧିକ ଖବର ଦେଖନ୍ତୁ...

ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ କରୋନା ପଜିଟିଭ

ରାଉରକେଲା : ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଗତକାଲି ଠାରୁ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିଲେ l ଆଜି ଆଣ୍ଟିଜେନ ଟେଷ୍ଟ କରିବାରୁ ତାଙ୍କର କରୋନା ପଜିଟିଭ ଥିବା ଜଣାପଡିଛି l ବିଧାୟକ ଏବେ ସୁସ୍ଥ ଥିବା ଜଣାପଡିଛି l ଡାକ୍ତର ତାଙ୍କୁ ସତର ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ବିଏମସିର କରୋନା ପରିଚାଳନାରେ ଅବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର କରୋନା ପରିଚାଳନାରେ ଅବ୍ୟବସ୍ଥା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ବିଏମସି ଭୁବନେଶ୍ୱର ବାସିନ୍ଦାଙ୍କ ପ୍ରତି ଉଦାସୀନ ଓ ଦାୟିତ୍ୱହୀନ ଆଚରଣ…
ଅଧିକ ଖବର ଦେଖନ୍ତୁ...

ମଦ୍ୟପ ଡ୍ରାଇଭରଙ୍କୁ ଧରିବାକୁ ଧାଇଁଲେ ୬ଟି ପୁଲିସ ଷ୍ଟେସନର କର୍ମଚାରୀ 

ଜୟପୁର: ଜଣେ ମଦ୍ୟପ ଡ୍ରାଇଭରଙ୍କ ପାଇଁ ଝାଳନାଳ ହେଲେ ୬ଟି ପୁଲିସ ଷ୍ଟେସନର କର୍ମଚାରୀ | ଡ୍ରାଇଭରକୁ ଧରିବା ପାଇଁ ପାଖାପାଖି ୧୦୦ କିଲୋମିଟର ପର୍ଯ୍ୟନ୍ତ ଗୋଡ଼ାଇଲେ ପୁଲିସ କର୍ମଚାରୀ | ଏଭଳି ଏକ ଘଟଣା ରାଜସ୍ଥାନର ପର୍ବତସର ନିକଟରେ ଘଟିଛି | ମିଳିଥିବା ସୂଚନା ମୁତାବକ ପର୍ବତସର ନିକଟରେ ଏକ…
ଅଧିକ ଖବର ଦେଖନ୍ତୁ...