Daily Archives

September 18, 2020

ରେଳଷ୍ଟେସନ ବ୍ୟବହାର କଲେ ଦେବାକୁ ପଡିପାରେ ଅତିରିକ୍ତ ଅର୍ଥ

ନୂଆଦିଲ୍ଲୀ: ଆଗାମୀ ଦିନରେ ରେଳ ଟିକେଟ୍ ମୂଲ୍ୟ ବୃଦ୍ଧି ହୋଇପାରେ | ପ୍ରକୃତରେ ଭାରତୀୟ ରେଳବାଇ ଦେଶର ବ୍ୟସ୍ତବହୁଳ ଷ୍ଟେସନରେ ୟୁଜର୍ ଚାର୍ଜ(ବ୍ୟବହାର ଶୁଳ୍କ) ଆଦାୟ କରିବାକୁ ଘୋଷଣା କରିଛି। ୟୁଜର୍ ଚାର୍ଜ ଲାଗୁ ହେବାର ଅର୍ଥ ହେଉଛି ରେଳ ଟିକେଟ୍ ମହଙ୍ଗା ହେବ। ଭାରତୀୟ ରେଳ ଚେୟାରମ୍ୟାନ୍…
ଅଧିକ ଖବର ଦେଖନ୍ତୁ...

ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କଠାରୁ ସାଇକେଲରେ ବୁଲି ବୁଲି ଚାଲାଣ କାଟିଲେ ଏସିପି

ନୂଆଦିଲ୍ଲୀ: ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କଠାରୁ ସାଇକେଲରେ ବୁଲି ବୁଲି ଚାଲାଣ କାଟିଲେ ଆସିଷ୍ଟାଣ୍ଟ ପୁଲିସ କମିଶନର | ନୂଆଦିଲ୍ଲୀର କନୌଟ ପ୍ଲେସରେ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ଦିଲ୍ଲୀରେ କରୋନା ସଂକ୍ରମଣ ବଢୁଥିବାବେଳେ ଲୋକମାନେ ଖାମଖିଆଲି ହୋଇ ବିନା ମାସ୍କରେ ଏଣେତେଣେ…
ଅଧିକ ଖବର ଦେଖନ୍ତୁ...

ସିଆରପିଏଫର କ୍ଷତାକ୍ତ ସିଂହ: ଦୁଇଟି ଗୁଳି ବାଜିଥିଲେ ବି ଆତଙ୍କବାଦୀଙ୍କୁ ନିପାତ କରିଥିଲେ

ଶ୍ରୀନଗର: ଦେହରେ ଗୁଳି ବାଜିବା ସତ୍ତ୍ୱେ ପଛକୁ ହଟିନଥିଲେ ଯବାନ ବରଂ ଆତଙ୍କବାଦୀଙ୍କ ଜୀବନ ନେଇଥିଲେ | ଏବେ ସିଆରପିଏଫର ଏହି ଯବାନଙ୍କୁ ନେଇ ଜୋରଦାର ଚର୍ଚ୍ଚା | କାରଣ ଆତଙ୍କବାଦୀଙ୍କ ଦ୍ୱାରା ଗୁଳିମାଡ଼ର ଶିକାର ହେବା ପରେ ବି ଦେଶ ପ୍ରତି ଥିବା ଭଲ ପାଇବା ଯୋଗୁଁ ଶତ୍ରୁଙ୍କୁ ନିପାତ କରିଥିଲେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ୪୮ ଘଣ୍ଟା ସଟଡାଉନ

ଭଦ୍ରକ: କରୋନା ପଜିଟିଭ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଜିଲ୍ଲାପାଳ ଜ୍ଞାନ ଦାସ ଏହି ଘୋଷଣା କରିଛନ୍ତି । ଜିଲ୍ଲାପାଳଙ୍କ ଘୋଷଣା ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଜି ସକାଳ ୫ଟାରୁ ୨୦…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ। ବିଭିନ୍ନ ପରିସ୍ଥିତିରେ ମୁକାବିଲା କରିବାର ସକ୍ଷମ ହେବେ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ବୃଷ: ଆପଣଙ୍କ ଭିତରେ ନୂଆ ଶକ୍ତି ସ˚ଚାର ହେବ। ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ କଥାକୁ ଧୢାନ ଦେଇ ଶୁଣିବେ।…
ଅଧିକ ଖବର ଦେଖନ୍ତୁ...

କଙ୍ଗନାଙ୍କ ପର୍ଣ୍ଣ ବୟାନକୁ ନେଇ ସନି ଲିଓନି କହି‌‌ଲେ ଏଭଳି କଥା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମୁମ୍ବାଇରେ ହୋଇଥିବା ବିଏମସି କାର୍ଯ୍ୟାନୁଷ୍ଠାନ ପରେ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲିଥିଲେ। ଏହି ସମୟରେ ସେ ଅଭିନେତ୍ରୀରୁ ରାଜନେତା ହୋଇଥିବା ଉର୍ମିଲା ମାତୋଣ୍ଡକରଙ୍କୁ ଟାର୍ଗେଟ କରି କହିଛନ୍ତି କି, ‘ସେ ଜଣେ ସପ୍ଟ ପର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

କଟକ ଦୁର୍ଗା ପୂଜା ପ୍ରସଙ୍ଗରେ ପୁଲିସ କମିସନର କହିଲେ- ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ହେବ

ଭୁବନେଶ୍ୱର: ଆସନ୍ତା ଦୁର୍ଗାପୂଜା ସମୟରେ କଟକର ପୂଜା ମଣ୍ଡପ ଗୁଡ଼ିକରେ କେତେ ଉଚ୍ଚତାର ମୂର୍ତ୍ତି ପୂଜା କରାଯାଇପାରିବ, ସେ ନେଇ ହାଇକୋର୍ଟ ନିଷ୍ପତ୍ତି ନେବେ । ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ମୂର୍ତ୍ତିର ଉଚ୍ଚତା ବଦଳିବା ନେଇ ଏଯାବତ କୌଣସି…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ସପ୍ତାହରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ 

ନୂଆଦିଲ୍ଲୀ :  ଆସନ୍ତା ସପ୍ତାହରୁ ଦକ୍ଷିଣ ପଶ୍ଚିମ ମୌସୁମୀ ରାଜସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ମୌସୁମୀ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ହୋଇଯାଇଛି । ପୂର୍ବରୁ ଆଇଏମଡି…
ଅଧିକ ଖବର ଦେଖନ୍ତୁ...

ନିଜ ଯାତ୍ରୀଭଡ଼ା ନିଜେ ଧାର୍ଯ୍ୟ କରିବାକୁ ଘରୋଇ ରେଳ କମ୍ପାନିଙ୍କୁ ଅନୁମତି ‌ଦେବେ ସରକାର

ନୂଆଦିଲ୍ଲୀ: ଭାରତରେ ରେଳ ସେବା ଆରମ୍ଭ କଲେ ନିଜ ଯାତ୍ରୀ ଭଡ଼ା ନିଜେ ଧାର୍ଯ୍ୟ କରିବାକୁ ଘରୋଇ ରେଳ ସଂସ୍ଥାଙ୍କୁ ସରକାର ଅନୁମତି ଦେବେ ବୋଲି ଜଣାପଡ଼ିଛି। ରେଳବାଇ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ କହିଛନ୍ତି, ନିଜ ହିସାବରେ ଯାତ୍ରୀ ମାସୁଲ ଧାର୍ଯ୍ୟ କରିବାକୁ ଘରୋଇ ରେଳ କମ୍ପାନିମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କୁ ଡ୍ରଗ୍ସ ଦେଇ ରିୟା ନିଜ ଆୟତ୍ତରେ ରଖିଥିଲେ ! ଭିଡିଓରୁ ସାମ୍ନାକୁ ଆସିଲା ଏମିତି କଥା

ମୁମ୍ବାଇ: ଭିଡିଓରୁ ସାମ୍ନାକୁ ଆସିଲା ଗୁମର କଥା। ସୁଶାନ୍ତଙ୍କ ପରିବାର ଲୋକ ଯେଉଁ ଅଭିଯୋଗ ଆଣୁଥିଲେ ତା’ ପଛରେ ଅନେକ ସତ୍ୟତା ରହିଛି । କାରଣ ଏହି ଭିଡିଓ ଯେଉଁ ଦ୍ୱିତୀୟ ସ୍ୱରଟି ଶୁଣା ଯାଉଛି, ତାହା ରିଆଙ୍କ ସ୍ୱର ପରି ଲାଗୁଛି ଏବଂ ଭିଡିଓରୁ ଜଣାପଡୁଛି ସୁଶାନ୍ତଙ୍କୁ ରିଆ ଯାହା ଯାହା କରିବା…
ଅଧିକ ଖବର ଦେଖନ୍ତୁ...