Daily Archives

September 18, 2020

କଟକ ସହରରୁ ଆଜି ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୭୬ ଜଣ

କଟକ: ଆଜି କଟକ ସହରରୁ ମୋଟ ୩୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୧୪୯ ଜଣ ସଂଗରୋଧ ଓ ୧୭୬ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, ସରକାରୀ ସଂଗରୋଧରୁ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରୁ ୭୮୨ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୭୮୨ ଜଣଙ୍କ ସମେତ ରାଜ୍ୟରୁ ଆଜି କରୋନା ଭାଇରସ ମହାମାରୀରୁ ୪ ହଜାର ୧୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ୫୬୭ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨-୩ ଦିନ ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା, ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରିବ ଭାରତ

ନୂଆଦିଲ୍ଲୀ : ଅନେକ ଥର କଥାବାର୍ତ୍ତା ସତ୍ତ୍ୱେ ଲଦାଖରେ ଚୀନ ସହିତ ଉତ୍ତେଜନା ଜାରି ରହିଛି । ଭଳି ସ୍ଥିତିମଧ୍ୟରେ ଆସନ୍ତା ୨-୩ ଦିନ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଆଉ ଏକ କୋର କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ । ଏହା ପୂର୍ବରୁ ଏହି ଆଲୋଚନାରେ ଭାରତ ପକ୍ଷରୁ ରଖାଯିବାକୁ ଥିବା ଦାବି…
ଅଧିକ ଖବର ଦେଖନ୍ତୁ...

ବଗଲା ପାଇଁ ବିଜେପି କରିବ ପଦଯାତ୍ରା : ଗାନ୍ଧୀ ଜୟନ୍ତୀରେ ପୁରୀ ସିଂହଦ୍ବାରରୁ ନବୀନ ନିବାସ

ପୁରୀ : ପୁରୀରେ ବଗଲା ଧର୍ମଶାଳାକୁ ନେଇ ବିଜେପି ପକ୍ଷରୁ ଚାଲିଥିବା ଆନ୍ଦୋଳନ, ଧାରଣା ଆଜି ୨୬ ଦିନରେ ପହଞ୍ଚିଛି। ଏ ନେଇ ଡିଜିଟାଲ ଦସ୍ତଖାତ ଅଭିଯାନ ମଧ୍ୟ ଚାଲୁ ରହିଛି। ତେବେ ଦୀର୍ଘ ଦିନ ଧରି ଚାଲିଥିବା ଧାରଣାକୁ ସୌଜନ୍ୟତା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ସମ୍ମାନ ଦେଇ ନ ଥିବା, ଦାବିକୁ…
ଅଧିକ ଖବର ଦେଖନ୍ତୁ...

ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା: ୮ଟି ସ୍ଥାନରେ ଚଢ଼ାଉ କଲା ସିବିଆଇ

ଭୁବନେଶ୍ୱର: ପୁଣି ଆରମ୍ଭ ହେଲା ଚିଟଫଣ୍ଡ ଦୁର୍ନୀତି ନେଇ ଖୋଳତାଡ଼। ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଆଜି ୮ଟି ସ୍ଥାନରେ ଚଢ଼ାଉ କରିଥିବା ଖବର ହସ୍ତଗତ ହୋଇଛି। ଏଥିରୁ ଆଜି ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିବା ସୂଚନା ମିଳିଛି । ସିବିଆଇ ଆଜି ଭୁବନେଶ୍ୱର ସମେତ କଟକ, ମୁମ୍ବାଇ ଓ…
ଅଧିକ ଖବର ଦେଖନ୍ତୁ...

ଦ୍ବୀପାଞ୍ଚଳରେ ୧୮ଟି ଚୀନ୍ ବିମାନ ପଇନ୍ତରା ମାରିବାରୁ ଜେଟ୍‌ ପଠାଇ ଜବାବ ଦେଲା ତାଇୱାନ୍‌

ତାଇପେଇ/ବେଜିଙ୍ଗ୍: ତାଇୱାନ୍ ପ୍ରଣାଳୀର ସ୍ପର୍ଶକାତର ମଧ୍ୟ-ରେଖା ସମେତ ତାଇୱାନ୍ ଦ୍ବୀପରେ ୧୮ଟି ଚୀନ୍ ବିମାନ ପଇନ୍ତରା ମାରିବାରୁ ଶୁକ୍ରବାର ଦିନ ତାଇୱାନ୍ କେତେକ ଲଢୁଆ ଜେଟ୍‌ ପ୍ରେରଣ କରିଛି। ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବରିଷ୍ଠ ଅଧିକାରୀ ତାଇପେଇରେ ବୈଠକ କରିବା ପରେ ଉଭୟ ଦେଶ…
ଅଧିକ ଖବର ଦେଖନ୍ତୁ...

ପୁଣି ଗୁଗୁଲ ପ୍ଲେ ଷ୍ଟୋରକୁ ଫେରିଲା ପେଟିଏମ

ନୂଆଦିଲ୍ଲୀ : ଗୁଗୁଲ ପ୍ଲେ ଷ୍ଟୋରକୁ ପୁଣି ଫେରିଲା ଲୋକପ୍ରିୟ ପେମେଣ୍ଟ ଓ ଇ-କମର୍ସ ଆପ ପେଟିଏମ୍‌ । ପେଟିଏମ୍‌ ନିଜର ବିବାଦୀୟ କ୍ରୀଡ଼ା ବେଟିଂକୁ ପ୍ରତ୍ୟାହାର କରିନେବା ପରେ ଗୁଗୁଲ ପେଟିଏମ ଉପରୁ ନିଷେଧାଜ୍ଞା ଉଠାଇନେଇଥିବା ଜଣାଯାଇଛି । ଏହା ପୂର୍ବରୁ ପେଟିଏମ କହିଥିଲା ଯେ ନିକଟରେ ଲଞ୍ଚ…
ଅଧିକ ଖବର ଦେଖନ୍ତୁ...

ଦେଶର ଅନ୍ୟ ରାଜଧାନୀ ସହର ତୁଳନାରେ ଭୁବନେଶ୍ବରରେ କରୋନା ସଂକ୍ରମଣ ସ୍ଥିତି ଭଲ : ବିଏମସି କମିସନର

ଭୁବନେଶ୍ବର: ଦେଶର ଅନ୍ୟ ରାଜ୍ୟର ରାଜଧାନୀ ସହର ତୁଳନାରେ ଭୁବନେଶ୍ବର କରୋନା ସଂକ୍ରମଣ ସ୍ଥିତି ତୁଳନାତ୍ମକ ଭାବେ ଭଲ ରହିଛି ‌ଏବଂ ବର୍ତ୍ତମାନ ଭୁବନେଶ୍ବରରେ ସଂକ୍ରମଣ ବୃଦ୍ଧି ପାଉ ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ମହାନଗର ନିଗମର କମିସନର ପ୍ରେମଚାନ୍ଦ ଚୌଧୁରୀ। ଆଜି ବିଏମସି…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ସ୍ଥାୟୀ କୁଳସଚିବ ଆସିବେ କେବେ? ଜାନୁୟାରିରୁ ନିଯୁକ୍ତି, ଏଯାଏଁ ଆସିନାହାନ୍ତି

ବାରିପଦା: ଆଦିବାସୀ ଅଧ୍ୟୁଷିତ ବୃହତ୍ ଜିଲ୍ଲା ମୟୂରଭଞ୍ଜରେ ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ସ୍ଥାୟୀ କୁଳସଚିବ ନାହାନ୍ତି । କାମଚଳା କୁଳସଚିବରେ ଚାଲିଛି ବିଶ୍ବବିଦ୍ୟାଳୟ। ଯାହାଫଳରେ ବିଶ୍ବବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ଶୋପିଆଁ ଏନ୍‌କାଉଣ୍ଟର୍‌ରେ ‘ଏଏଫ୍‌ଏସ୍‌ପିଏ’ ନିୟମ ଉଲ୍ଲଂଘନ କରିଛନ୍ତି ଯବାନ, କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ :…

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଏକ ଏନ୍‌କାଉଣ୍ଟର୍‌ ସମୟରେ ସମ୍ପୃକ୍ତ ଭାରତୀୟ ସେନା କର୍ମଚାରୀମାନେ ‘ଆର୍ମଡ୍‌ ଫୋର୍ସେସ୍ ସ୍ପେସାଲ୍ ପାୱାର୍ସ ଆକ୍ଟ୍‌’ (ଏଏଫ୍‌ଏସ୍‌ପିଏ) ଅଧୀନରେ ପ୍ରାପ୍ତ କ୍ଷମତାକୁ ଉଲ୍ଲଂଘନ କରିଛନ୍ତି ବୋଲି ପ୍ରାଥମିକ ପ୍ରମାଣ ମିଳିଛି। ତିନି ଜଣ…
ଅଧିକ ଖବର ଦେଖନ୍ତୁ...