Daily Archives

September 18, 2020

ଅକ୍ଟୋବର ୧୨ରୁ ୫୩ଟି କେନ୍ଦ୍ରରେ ହେବ ଓଜେଇଇ, ରାଜ୍ୟ ବାହା‌ରେ ୩ଟି ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ )ଅକ୍ଟୋବର ୧୨ରୁ ୧୯ ପର୍ଯ୍ୟନ୍ତ ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି। ତେବେ ଏହି ପରୀକ୍ଷା ଚଳିତ ବର୍ଷ ମଇ ମାସର ପ୍ରଥମ ସପ୍ତାହରେ ହେବାର ଥିଲା। କିନ୍ତୁ କୋଭିଡ - ୧୯ ମହାମାରୀ ପାଇଁ ଯେଭଳି ପରିସ୍ଥିତି…
ଅଧିକ ଖବର ଦେଖନ୍ତୁ...

ପୁଲିସ ଜାଲରେ ମଟର ସାଇକେଲ ଲୁଟେରା ଗ୍ୟାଙ୍ଗ: ୬ ବୁଲେଟ୍‌ ସହ ୧୦ ବାଇକ୍ ଜବତ 

ଜୟପୁର: ଜୟପୁର ଟାଉନ ପୁଲିସ ଜାଲରେ ପଡିଛି ଏକ ବାଇକ ଲୁଟେରା ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୫ଜଣଙ୍କୁ ଆଜି ଜୟପୁର ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ୧୬ଟି ବାଇକକୁ ଉଦ୍ଧାର କରିଛି। ଏଥିରେ ୬ଟି ବୁଲେଟ ରହିଥିବାବେଳେ ଏହାକୁ କୋରାପୁଟ, ସୁନାବେଢା, ଜୟପୁର ଟାଉନ ଓ କୋଟପାଡରୁ…
ଅଧିକ ଖବର ଦେଖନ୍ତୁ...

ଲୁଧିଆନାରେ କୁକୁରଙ୍କ ପାଇଁ ପ୍ରତିଷ୍ଠା ହେଲା ଉତ୍ତର ଭାରତର ପ୍ରଥମ ବ୍ଲଡ୍ ବ୍ୟାଙ୍କ

ଲୁଧିଆନା: ଲୁଧିଆନାର ଗୁରୁ ଅଙ୍ଗଦ ଦେବ  ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ କୁକୁରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରକ୍ତ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଉତ୍ତର ଭାରତରେ କୁକୁରମାନଙ୍କ ପାଇଁ ଏହା ହେଉଛି ପ୍ରଥମ ବ୍ଲଡ ବ୍ୟାଙ୍କ ବା ରକ୍ତ ଭଣ୍ଡାର | କୁକୁରମାନଙ୍କର ବଞ୍ଚିବାର ସମ୍ଭାବନାକୁ…
ଅଧିକ ଖବର ଦେଖନ୍ତୁ...

ରବିବାରଠାରୁ ଆମେରିକାରେ ନିଷିଦ୍ଧ ହେବ ଚୀନ ଆପ୍‌ ଟିକଟକ

ଓ୍ଵାସିଂଟନ : ଭାରତ ପରେ ଆମେରିକା ସରକାର ମଧ୍ୟ ଚୀନର କ୍ଷୁଦ୍ର ଭିଡିଓ ଆପ ଟିକଟକକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ମେସେଜିଂ ଆପ ସେୟାରଚାଟକୁ ମଧ୍ୟ ନିଷିଦ୍ଧ କରାଯିବ । ଏ ସମ୍ପର୍କରେ ଟ୍ରମ୍ପ ପ୍ରଶାସନ ଆସନ୍ତା ରବିବାରଦିନ ଏକ ନିର୍ଦ୍ଦେଶ ଜାରି କରିବାର ସମ୍ଭାବନା…
ଅଧିକ ଖବର ଦେଖନ୍ତୁ...

ହୋମ୍ ଆଇସୋଲେସନରେ ରହି ଅଧିକ ଆକ୍ରାନ୍ତ କରୋନାରୁ ସୁସ୍ଥ ହେଉଛନ୍ତି: ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ୭୦ ପ୍ରତିଶତ କରୋନା ରୋଗୀ ହୋମ ଆଇସୋଲେସନରେ ଅଛନ୍ତି । ହୋମ ଆଇସୋଲେସନରେ ରହି ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ମନ୍ତ୍ରୀ, ବିଧାୟକ, ଅଧିକାରୀମାନେ ମଧ୍ୟ ହୋମ ଆଇସୋଲେସନରେ ରହୁଛନ୍ତି । ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଶିଶୁ ଓ କିଶୋରଙ୍କ ଦେହରେ କୋଭିଡ୍-୧୯ ଟିକା ପରୀକ୍ଷା କରିବ ଚୀନ୍‌ର ‘ସିନୋଭ୍ୟାକ୍ ବାୟୋଟେକ୍’

ନୂଆଦିଲ୍ଲୀ: ଏ ମାସ ଶେଷ ଭାଗ ଆଡ଼କୁ ଶିଶୁ ଓ କିଶୋରଙ୍କ ଦେହରେ କୋଭିଡ୍-୧୯ ଟିକା ପରୀକ୍ଷା ଆରମ୍ଭ କରିବା ନିମନ୍ତେ ଚୀନ୍‌ର ‘ସିନୋଭ୍ୟାକ୍ ବାୟୋଟେକ୍’ ଯୋଜନା କରୁଛି। ବୁଧବାର ପ୍ରକାଶିତ ରେଜିଷ୍ଟ୍ରେସନ୍ ରେକର୍ଡ ଅନୁସାରେ, ତିନିରୁ ସତର ବର୍ଷ ବୟସ ମଧ୍ୟଞରେ ୫୫୨ ଜଣ ସ୍ବାସ୍ଥ୍ୟବାନ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୩୦୫ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୫୧୭ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୩୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୯୦ ଜଣ ଓ ସ୍ଥାନୀୟ ଅଂଚଳରୁ ୨୧୫ ଜଣ ଅଛନ୍ତି । ସଂଗରୋଧରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଭୁବନେଶ୍ୱର…
ଅଧିକ ଖବର ଦେଖନ୍ତୁ...

ଏକ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଭୁବନେଶ୍ୱର ଜୁଡିସିଆଲ କଂପ୍ଲେକ୍ସ

ଭୁବନେଶ୍ୱର: ଦୀର୍ଘ ଏକ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି ଭୁବନେଶ୍ୱର ଜୁଡ଼ିସିଆଲ କଂପ୍ଲେକ୍ସ । ଲୁଇସରୋଡରେ ଥିବା ଏହି ଅଂଚଳକୁ ଆସନ୍ତାକାଲି ଠାରୁ ୨୫ ତାରିଖ ଯାଏଁ ୭ ଦିନ ଲାଗି କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ସିଭିଲ କୋର୍ଟରୁ ଅନେକ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ଟିକା ଆସୁ ବା ନ ଆସୁ, ୨୦୨୧ ମଧ୍ୟଭାଗ ସୁଦ୍ଧା ଦେଶର କରୋନା ସ୍ଥିତି ସ୍ୱାଭାବିକ ହୋଇଯାଇଥିବ : ବିଶେଷଜ୍ଞ

ନୂଆଦିଲ୍ଲୀ : ଟିକା ଆସୁ ବା ନ ଆସୁ, ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ଭାରତରେ କରୋନା ପରିସ୍ଥିତି ସ୍ୱାଭାବିକ ହୋଇଯାଇଥିବ । ସେପର୍ଯ୍ୟନ୍ତ ଆମକୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତ୍ୱ ପରି ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସର କମ୍ୟୁନିଟି ମେଡିସିନ…
ଅଧିକ ଖବର ଦେଖନ୍ତୁ...

ଗୋମାଂସ ବିବାଦ ମାମଲାରେ ହାଇକୋର୍ଟରୁ କ୍ଲିନ୍ ଚିଟ୍‌ ପାଇଲେ କଙ୍ଗନା ରଣାୱତ୍

ନୂଆଦିଲ୍ଲୀ: ଗୋମାଂସ ବିବାଦ ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କୁ କ୍ଲିନ୍‌ ଚିଟ୍‌ ପ୍ରଦାନ କରିଛନ୍ତି। ଏହି ବିବାଦ ତାଙ୍କୁ ଖୁବ୍ ଅଡୁଆରେ ପକାଇଥିଲା। ଗୋମାଂସ ଭକ୍ଷଣ ସଂକ୍ରାନ୍ତରେ କଙ୍ଗନାଙ୍କ ଏକ ପୁରାତନ ଟୁଇଟ୍‌ ସହ ଏହି ମାମଲା ଜଡ଼ିତ।…
ଅଧିକ ଖବର ଦେଖନ୍ତୁ...