Daily Archives

September 19, 2020

ଋଷିକୁଲ୍ୟାରୁ ବାଲି ଚୋରି, ମାଡ଼ି ଚାଲିଛି କାଶତଣ୍ତି: ଆଲୋଚନାରେ ସୀମିତ ଆରଡ଼ିଏ ଗଠନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜୀବନ ରେଖା ଭାବେ ପରିଚିତ ଋଷିକୁଲ୍ୟା ନଦୀ ଏବେ ବିପଦରେ। ନଦୀ ଶଯ୍ୟା ଓ ପଠାରୁ ବେଆଇନ ବାଲି ଉତ୍ତୋଳନ ହେଉଛି। ଅନ୍ୟପକ୍ଷରେ ଋଷିକୁଲ୍ୟା ପାଇଁ ବଡ଼ବିପଦ ସୃଷ୍ଟି କରିଛି କାଶତଣ୍ତି, ବେଣା ଗଛ ଓ ବଣ ଆଖୁ ଭଳି ଅନାବନା ଗଛ। ନଦୀ ଶଯ୍ୟାର ଶହ ଶହ ଏକର ଇଲାକରେ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡିରେ ବଢୁଛି ଦାଦନ ଦୁଃଖ: ରୋଜଗାର ପାଇଁ ବାହାର ରାଜ୍ୟକୁ ପୁଣି ବାହାରିଲେଣି

ଭବାନୀପାଟଣା: କୋଭିଡ ଯୋଗୁଁ ଗାଁ ମୁହାଁ ହୋଇଥିବା ପ୍ରବାସୀ ଶ୍ରମିକମାନେ ବର୍ତ୍ତମାନ ନୂଆଁଖାଇ ପରେ କାମଧନ୍ଦା ଅଭାବ ଯୋଗୁଁ ପର ରାଜ୍ୟକୁ ଦାଦନ ଖଟିବାକୁ ବାହାରିଲେଣି ।  କମ୍ପାନିମାନଙ୍କ ପକ୍ଷରୁ ଦାଦନମାନଙ୍କୁ ନେବା ପାଇଁ ବସ ପଠାଉଥିବା ବେଳେ ଆଉ କିଛି ଶ୍ରମିକଙ୍କୁ ବିମାନରେ ଯିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍-୨୦୨୦: ଉଦଘାଟନୀ ମ୍ୟାଚରେ ମୁମ୍ବାଇକୁ ୫ ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଚେନ୍ନାଇ

ଆବୁଧାବି : ଇଣ୍ଡିଆନ ପ୍ରମିୟର ଲିଗ ବା ଆଇପିଏଲର ୧୩ତମ ସଂସ୍କରଣର ପ୍ରଥମ ମ୍ୟାଚକୁ ଚେନ୍ନାଇ ୫ ୱିକେଟରେ ଜିତିଛି । ଅମ୍ବାତି ରାୟଡୁଙ୍କ ଦମ୍‌ଦାର  ୭୧ରନ୍‌ (୪୮) ଓ ଫାଫ୍ ଡୁପ୍ଳେସିସଙ୍କ ଅପରାଜିତ ୫୮ ରନ୍‌ (୪୪) ବଳରେ ଚେନ୍ନାଇ ୧୬୩ ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୨ ଓଭରରେ ପୂରଣ କରିଛି ।…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ କିପରି ଗୋଲାପ ଫୁଲରେ ଗୁଡ଼ାଇ ହୋଇ ବସିଛି ନୀଳ ରଙ୍ଗର ସାପ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ବିରଳ ନୀଳ ସାପ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଦୃଶ୍ୟ ଦେଖି ଏହାକୁ ବହୁତ ସୁନ୍ଦର ବୋଲି କହୁଛନ୍ତି | ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏକ ନୀଳ ସାପ ଲାଲ ରଙ୍ଗର ଗୋଲାପ ଉପରେ ବସିଥିବା ଦେଖିବାକୁ ମିଳୁଛି। ଲୋକମାନେ ଏହି ସାପକୁ…
ଅଧିକ ଖବର ଦେଖନ୍ତୁ...

ମାନବିକତା ଶିଖାଇ ଦେଲା କରୋନା: ବିପଦ ସମୟରେ ଦେବଦୂତ ସାଜିଲେ ତାମିଲ୍‌ ପଡ଼ୋଶୀ

ଚେନ୍ନାଇ: ବାଇବଲ୍‌ କହେ ‘ନିଜ ପଡ଼ୋଶୀଙ୍କୁ ନିଜ ପରି ଭଲପାଅ’। ଏହି ଉକ୍ତିଟିକୁ ଅତି ଗମ୍ଭୀର ଭାବରେ ନେଇଛନ୍ତି ତାମିଲନାଡୁର କିଛି ପଡ଼ୋଶୀ। କରୋନା ମହାମାରୀ ସମୟରେ ମାନବ ସମର୍ଥନ ସବୁଠାରୁ ବେଶି ଆବଶ୍ୟକୀୟ ହୋଇଥିବା ବେଳେ ସଂକ୍ରମଣ ଭୟରେ ସଂପର୍କୀୟ ବି ସାଥ୍‌ ଛାଡ଼ି ଦେଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବୁର୍ଲାରୁ ବୌଦ୍ଧ ଫେରିବା ବାଟରେ ରେଢ଼ାଖୋଲ ବସଷ୍ଟାଣ୍ଡରେ ମୃତ ଶିଶୁ ଜନ୍ମ ଦେଲେ ପ୍ରସୂତୀ

ରେଢ଼ାଖୋଲ: ମେଡିକାଲ ଚେକଅପ୍ ପରେ ଘରକୁ ଫେରୁଥିବା ସମୟରେ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ଆଜି ଜଣେ ପ୍ରସୂତୀ ବସଷ୍ଟାଣ୍ଡରେ ପ୍ରସବ କରିଛନ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବସଷ୍ଟାଣ୍ଡରେ ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଅଂଚଳର ଜଣେ ମହିଳା ମୃତ ଶିଶୁକୁ ଜନ୍ମ ଦେବା ପରେ ଗୁରୁତର ହୋଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ନିଜ ମାଆ ଓ ଭାଇଙ୍କ ଛବି ସେୟାର୍‌ କରି ଟ୍ବିଟର୍‌ରେ ଭାବପ୍ରବଣ ପୋଷ୍ଟ୍‌ ଲେଖିଲେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ

ମୁମ୍ବାଇ: ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପରେ ପୂରା ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାରର ସଦସ୍ୟ। ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ ସୁଶାନ୍ତଙ୍କର ଓ ତାଙ୍କ ମାଆଙ୍କର ଏକ ଛବି ଆଙ୍କି ଟ୍ବିଟର୍‌ରେ ଏକ ଭାବପ୍ରବଣ ଭରା ପୋଷ୍ଟ୍‌ କରିଛନ୍ତି। ସେ ଲେଖିଛନ୍ତି, ‘ମୋ ମାଆ ମୋ…
ଅଧିକ ଖବର ଦେଖନ୍ତୁ...

ଦିନେ ରବି କିଶନ ବି ଗଞ୍ଜେଇ ଟାଣୁଥିଲେ: ଅନୁରାଗ କଶ୍ୟପ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ବଲିଉଡରେ ଡ୍ରଗ୍ସ ବ୍ୟବହାର ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ବିଷୟରେ ବୟାନ ଦେଇଛନ୍ତି | ଏହି ଅବସରରେ ସେ ସାଂସଦ ରବି କିଶନଙ୍କ ନିଶା ସେବନ ସମ୍ପର୍କରେ ଦେଇଥିବା ବିବୃତ୍ତିରେ ଆପତ୍ତି କରିଛନ୍ତି। ସେ କହିଛନ୍ତି ଯେ ଏପରି ଏକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଅନ୍ୟମାନଙ୍କୁ ସହାୟତା କରିବେ। ମଙ୍ଗଳ ଓ ବୁଧବାର: ନୂଆ ସୁଯୋଗ ଲାଗି ପ୍ରସ୍ତୁତ ରହିବେ। ଗୁରୁ ଓ ଶୁକ୍ରବାର: ବେପାରରେ ଧନଲାଭ ହେବ। ଶନିବାର: ପ୍ରେମିକା ସହିତ ସମ୍ବନ୍ଧ ଭଲ ହେବ। ରବି ଓ ସୋମବାର: କୌଣସି ସମସ୍ୟାର ସମାଧାନ ପାଇବେ। ମଙ୍ଗଳ ଓ ବୁଧବାର:…
ଅଧିକ ଖବର ଦେଖନ୍ତୁ...

ସ୍କୁଟି ସହ ଜିଅନ୍ତା ଯୁବକଙ୍କୁ ଜାଳିଦେଲେ ଦୃବୁର୍ତ୍ତ

ଜୟପୁର: ସ୍କୁଟି ସହ ଜିଅନ୍ତା ଯୁବକଙ୍କୁ ଜାଳିଦେଲେ ଦୃବୁର୍ତ୍ତ | ରାଜସ୍ଥାନର ସିକର ଜିଲ୍ଲାରେ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ସ୍କୁଟି ସମେତ ଜଣେ ଯୁବକଙ୍କୁ ପୋଡି ଦେବା ଘଟଣା ସିକର ଜିଲ୍ଲାର ପାଲାସିଆ ଗ୍ରାମରେ ଘଟିଛି । ଶୁକ୍ରବାର ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...