Daily Archives

September 19, 2020

ଶୁଖିଲା ଜମି ପାଇଁ କେନାଲ ଖୋଳିଥିଲେ: ଟ୍ରାକ୍ଟର ଉପହାର ଭାବେ ଦେବାକୁ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ଗୟା: ୩୦ ବର୍ଷର ସଂଘର୍ଷ ପରେ ମିଳିଲା ଉପହାର | ଏକୁଟିଆ ଜଙ୍ଗଲରୁ ନିଜ ଗାଁକୁ ପାଣି ଆଣିଥିବା ଲାଉଙ୍ଗିଙ୍କୁ ଟ୍ରାକ୍ଟର ଉପହାର ଭାବେ ଦେବେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା | ବିହାରର ଗୟ‌ା ଜିଲ୍ଲା ଲାଥୁଆ ଅଞ୍ଚଳର କୋଥିଲାୱା ଗ୍ରାମର ଲାଉଙ୍ଗି ଭୂୟାଁ ଦୀର୍ଘ ୩୦ ବର୍ଷ ଧରି …
ଅଧିକ ଖବର ଦେଖନ୍ତୁ...

ଗୋଟିଏ ମାତ୍ର କାରଣ ପାଇଗଲେ ଏହି ଦେଶକୁ ଅଧିକାର କରିନେବୁ: ଚୀନ 

ବେଜିଙ୍ଗ: ଚାଇନା କମ୍ୟୁନିଷ୍ଟ ପାର୍ଟି ସହ ଜଡିତ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଖୋଲାଖୋଲି ଭାବେ ସ୍ୱୀକାର କରିଛି ଯେ ତାଇୱାନ ଦଖଲ କରିବା ପାଇଁ ସେନା ଅଭ୍ୟାସ କରୁଛି। ଚୀନ୍ ସରକାରଙ୍କ ମୁଖପତ୍ର ଭାବରେ ବିବେଚନା କରାଯାଉଥିବା ଏହି ଖବରକାଗଜରେ କୁହାଯାଇଛି ଯେ ଶୁକ୍ରବାର ଦିନ ଯୁଦ୍ଧ ବିମାନ…
ଅଧିକ ଖବର ଦେଖନ୍ତୁ...

ବିଗବସ୍ ସିଜନ -୧୪ରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କ ପ୍ରତି ସପ୍ତାହରେ କରାଯିବ କରୋନା ଟେଷ୍ଟ

ନୂଆଦିଲ୍ଲୀ : ଟିଭିର ଲୋକପ୍ରିୟ ତଥା ବିବାଦୀୟ ରିୟଲିଟି ‌ସୋ’ ବିଗବସ୍ ସିଜନ -୧୪କୁ ନେଇ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଏହାର ପ୍ରଯୋଜକ ବିଗବସ ଘରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଚଳିତ ଥର ଦର୍ଶକ ସୋ’ରେ ପ୍ରତିଯୋଗୀଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ବିଚିତ୍ର ଚିକିତ୍ସା ବ୍ୟବସ୍ଥା: ସାପ କାମୁଡ଼ା ରୋଗୀ ହୋଇ ଆସିଥିଲେ, କରୋନାରେ ମଲେ

ବାରିପଦା: ସାପ କାମୁଡ଼ାରେ ଆକ୍ରାନ୍ତ ହୋଇ ପିଆରଏମ୍‌ ହସ୍ପିଟାଲ ଆସିଥିଲେ। ମାତ୍ର କରୋନାରେ ମଲେ। ଶେଷରେ ପରିବାରକୁ ଶବ ହସ୍ତାନ୍ତର କରାନଗଲାରୁ ପିଆରଏମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବାରିପଦା ସଦର ଥାନା ଅନ୍ତର୍ଗତ ଦୁଧିଆଶୋଳ ମନ୍ମଥ ସିଂ(୨୬) ସାପ କାମୁଡ଼ାରେ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇ ଆଗରେ ୧୬୩ ରନର ଲକ୍ଷ୍ୟ ରଖିଲା ମୁମ୍ବାଇ

ଆବୁଧାବି : ଆଜିଠାରୁ ୟୁଏଇରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ ଇଣ୍ଡିଆନ ପ୍ରମିୟର ଲିଗ ବା ଆଇପିଏଲର ୧୩ତମ ସଂସ୍କରଣ । ଆଜିର ଉଦଘାଟନୀ ମ୍ୟାଚ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ୧୬୩ ରନର ବିଜୟ ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ରିୟା ଚକ୍ରବର୍ତ୍ତୀ ଓ ମହେଶ ଭଟ୍ଟଙ୍କ ନୂଆ ଭିଡିଓ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡର ଡ୍ରଗ୍ସ ଲିଙ୍କରେ ଏନସିବି ଦ୍ୱାରା ଗିରଫ ରିୟା ଚକ୍ରବର୍ତ୍ତୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହ ନଜର ଆସିଛନ୍ତି ରିୟା । ପୂର୍ବରୁ ରିୟାଙ୍କ ସହ ମହେଶ ଭଟ୍ଟଙ୍କ କିଛି ଅନ୍ତରଙ୍ଗ…
ଅଧିକ ଖବର ଦେଖନ୍ତୁ...

ଫ୍ଲିପ୍‌କାର୍ଟ, ଆମାଜନ, ସ୍ନାପ୍‌ଡିଲ୍‌କୁ କହିଲେ କେନ୍ଦ୍ର ସରକାର: ନକଲି ଖଦୀ ଉତ୍ପାଦ ବିକ୍ରୟ ବନ୍ଦକର

ନୂଆଦିଲ୍ଲୀ: ନକଲି ଖଦି ଉତ୍ପାଦଗୁଡ଼ିକୁ ସ୍ଥାନ ନ ଦେବା ଲାଗି ଖଦି ଓ ଗ୍ରାମୀଣ ଶିଳ୍ପ କମିସନ୍ ଆମାଜନ୍, ଫ୍ଲିପ୍‌କାର୍ଟ, ସ୍ନାପ୍‌ଡିଲ୍‌ ଏବଂ ଅନ୍ୟାନ୍ୟ ଇ-କମର୍ସ ପୋର୍ଟାଲ୍‌ମାନଙ୍କୁ ଆଦେଶ ଦେଇଛନ୍ତି। ଉତ୍ପାଦ ବିକ୍ରି କରିବାକୁ ଖଦି ଇଣ୍ଡଆ ବ୍ରାଣ୍ଡ୍‌ ବ୍ୟବହାର କରୁଥିବା ଅନ୍ୟୂନ ୧୦୦୦…
ଅଧିକ ଖବର ଦେଖନ୍ତୁ...

ସଂସଦରେ ସାଂସଦ ଦେଖୁଥିଲେ ଅଶ୍ଳୀଳ ଫଟୋ; କ୍ୟାମେରାରେ ହେଲେ କୈଦ

ବ୍ୟାଙ୍କକ : ଥାଇଲ୍ୟାଣ୍ଡ ସଂସଦ ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସଂସଦରେ ବସି ମୋବାଇଲରେ ଆପତ୍ତିଜନକ ଚିତ୍ର ଦେଖୁଥିବା ବେଳେ ଜଣେ ସାଂସଦ କ୍ୟାମେରାରେ ଧରାପଡିଛନ୍ତି। ବଜେଟ୍ ଅଧିବେଶନରେ ସମସ୍ତ ସାଂସଦ ଡକ୍ୟୁମେଣ୍ଟ୍ ପରିଚାଳନାରେ ବ୍ୟସ୍ତ ଥିବାବେଳେ ସାଂସଦ…
ଅଧିକ ଖବର ଦେଖନ୍ତୁ...

ଗାଁ ମଶାଣିରେ ବିଜୟଙ୍କ ଜଳିଲା ଜୁଇ, ମୁଖାଗ୍ନି ଦେଲେ ପୁଅ ଡ.ସ୍ୱରୂପ ପଟ୍ଟନାୟକ

ଜଗତସିଂହପୁର ଟାଉନ୍ : ‘ସମ୍ବାଦ’ର ପ୍ରକାଶକ ବିଜୟ କୁମାର ପଟ୍ଟନାୟକ ଆଉ ନାହାନ୍ତି । ଏକଥା ପ୍ରଚାର ହେବା ପରେ ନିଜ ଗାଁ ଟିଟିଙ୍ଗା ସହ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିଲା । ଅତି ଆପଣାର ମଣିଷଙ୍କୁ ହାରାଇ ଗାଁ କାନ୍ଦୁଛି । ମରଶରୀର ଭୁବନେଶ୍ୱରୁ ଗାଁରେ ଅପରାହ୍ନ ପ୍ରାୟ ୪ଟାରେ…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୨୭୫ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୯୪ ଜଣ

କଟକ: ଆଜି କଟକ ସହରରୁ ମୋଟ ୨୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୧୮୧ ଜଣ ସଂଗରୋଧ ଓ ୯୪ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, ସରକାରୀ ସଂଗରୋଧରୁ ୮୩…
ଅଧିକ ଖବର ଦେଖନ୍ତୁ...