Daily Archives

September 19, 2020

ଅରୁଣାଚଳ ପ୍ରଦେଶସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା ନିକଟ ଛଅଟି ବିବାଦୀୟ ଅଞ୍ଚଳ‌ ଉପରେ ନଜର ରଖିଛି ପ୍ରତିରକ୍ଷା ବଳ

ଗୌହାଟୀ: ଛଅଟି ବିବାଦୀୟ ଅଞ୍ଚଳ ଓ ଚାରିଟି ସମ୍ବେଦନଶୀଳ ଅଞ୍ଚଳରେ ଚୀନ୍‌ର କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା ନିମନ୍ତେ ଭାରତର ପ୍ରତିରକ୍ଷା ବଳ ପ୍ରସ୍ତୁତି ଓ ସତର୍କତା ସ୍ତର ବୃଦ୍ଧି କରିଛି। ବିବାଦୀୟ ଅଞ୍ଚଳରୁ ଉପର ସୁବନଶିରି ଜିଲ୍ଲାର ଆସାପିଲା, ଲୋଙ୍ଗ୍‌ଜୁ, ବିସା ଏବଂ ମାଝା ଭଳି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୩୪୨ ନୂଆ କରୋନା ପଜିଟିଭ, ସୁସ୍ଥ ହେଲେ ୪୨୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୧୦୪ ଜଣ ଓ ସ୍ଥାନୀୟ ଅଂଚଳରୁ ୨୩୮ ଜଣ ଅଛନ୍ତି । ସଂଗରୋଧରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି…
ଅଧିକ ଖବର ଦେଖନ୍ତୁ...

ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟ ଯିବା ପ୍ରସଙ୍ଗ : ଅନୁଭବଙ୍କ ଓକିଲ କହିଲେ, ରୋଜଗାର ଅଛି ଦିଲ୍ଲୀ ଆସି ମାମଲା…

ନୂଆଦିଲ୍ଲୀ: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସାଂସଦ  ଅନୁଭବ ମହାନ୍ତି  କରିଥିବା ମାମଲାକୁ କଟକ ସ୍ଥାନାନ୍ତର ପାଇଁ ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଜି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ ଅଶ୍ୱନୀ ଦୁବେ । ସେ କହିଛନ୍ତି ବର୍ଷାଙ୍କ…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ: ଚିତି ସାପ କାମୁଡାରେ ମହିଳା ମୃତ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଂଚାୟତ ମଧୁପୁର ଗ୍ରାମର ଜଣେ ମହିଳା ବୌଦ୍ଧ ଡାକ୍ତରଖାନାରେ ସାପ କାମୁଡାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳେ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ଶୋଇଥିବା ବେଳେ ବୌଦ୍ଧ ବ୍ଲକ୍…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସିଆରପିଏଫ ଯବାନ, ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି:  ସିଆରପିଏଫ ଯବାନମାନେ ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଜାତୀୟ ରାଜ୍ୟପଥ କଡ଼ରୁ ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି । ମାଲକାନଗିରି ସୀମାନ୍ତ ତେଲେଙ୍ଗାନର ଭଦ୍ରାରି କୋତାଗୁଡାମ ଜିଲ୍ଲା କାଲବେରୁ ନିକଟରେ ଏଭଳି ଘଟଣା ଘଟିଛି । ଆଜି ସକାଳେ ସିଆରପିଏଫ…
ଅଧିକ ଖବର ଦେଖନ୍ତୁ...

କାନରେ ମେସିନ୍ ଲାଗିବା ପରେ ପ୍ରଥମଥର ମା ’ଙ୍କ ସ୍ବର ଶୁଣି ଶିଶୁ ଦେଲା ଏଭଳି ହୃଦୟସ୍ପର୍ଶୀ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାଇରାଲ ସୋସିଆଲ ମିଡିଆରେ ଶିଶୁର ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଆପଣଙ୍କ ମୁହଁରେ ନିଶ୍ଚୟ ହସ ଫୁଟି ଉଠିବ | ତେବେ ଭିଡିଓରେ ଦେଖିବାକୁ ମିଳୁଥିବା ପିଲାଟି ଶୁଣି ପାରୁ ନଥିଲା। ଯେମିତି ହିଁ  ମା’ କାନରେ ଏକ ମେସିନ୍ ସାହାଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ବହୁରୋଗରେ ପୀଡ଼ିତ ଥିଲେ ହୋମ୍ ଆଇସୋଲେସନରେ ରହିପାରିବେନି କରୋନା ରୋଗୀ : ଡ. ଜୟନ୍ତ ପଣ୍ଡା

ଭୁବନେଶ୍ୱର: ବହୁରୋଗରେ ପୀଡ଼ିତ ଥିଲେ କରୋନା ପଜିଟିଭ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ । କରୋନାରେ ଆକ୍ରାନ୍ତ ବ୍ୟକ୍ତି ହୋମ୍ ଆଇସୋଲେସନରେ ଥିବା ସମୟରେ ସବୁବେଳେ ମାସ୍କ ଓ ଗ୍ଲୋଭସ ପିନ୍ଧିବାକୁ ହେବ । ରାଜ୍ୟ ସ୍ୱ।ସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡ. ଜୟନ୍ତ ପଣ୍ଡା ଆଜି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ, ୨୦ ଓ ୨୧ ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ସାଇକ୍ଲୋନିକ ସର୍କୁଲେସନ ଆସନ୍ତା କାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତି ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରିବା ସହ ଅଧିକ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟର ଜାହାଜଭଙ୍ଗା ୟାର୍ଡ ଅଭିମୁଖେ ସେବାନିବୃତ ଯୁଦ୍ଧପୋତ ‘ଆଇଏନ୍‌ଏସ୍ ବିରାଟ’; ଖୋଲାଯାଇ କବାଡ଼ିଆ ସାମଗ୍ରୀ ଭାବେ…

ମୁମ୍ବାଇ: ସେବା ନିବୃତ ହେବା ପରେ ବିମାନବାହୀ ଯୁଦ୍ଧପୋତ ‘ଆଇଏନ୍‌ଏସ୍ ବିରାଟ’ ଶନିବାର ଦିନ ମୁମ୍ବାଇର ‌ନେଭାଲ୍ ଡକ୍‌ୟାର୍ଡରୁ ବାହାରି ଗୁଜରାଟର ଜାହାଜଭଙ୍ଗା ୟାର୍ଡ ଅଭିମୁଖେ ଯାତ୍ରା କରିଛି। ସେଠାରେ ଏହାକୁ ଖୋଲାଯାଇ କବାଡ଼ିଆ ସାମଗ୍ରୀ ଭାବେ ବିକ୍ରୟ କରାଯିବ। ଦ୍ବିତୀୟ…
ଅଧିକ ଖବର ଦେଖନ୍ତୁ...

ବିଲକୁ ଯାଉଥିଲେ ଚାଷୀ, କୁକୁଡ଼ା ବୋଝେଇ ଗାଡ଼ି ଧକ୍କାରେ ମୃତ୍ୟୁ

ବିନିକା: କୁକୁଡ଼ା ବୋଝେଇ ଗାଡ଼ି ଧକ୍କାରେ ଆଜି ଜଣେ ବୟସ୍କ ଚାଷୀଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ତୁଲୁଣ୍ଡୁପାଲି ଗାଁର ପଂଚା ଷଣ୍ଢ (୫୫)ଙ୍କ ପ୍ରାଣହାନୀ ଘଟିଛି । ଦୁର୍ଘଟଣା ପରେ ଗାଡ଼ିଟି ସେଠାରୁ ଫେରାର ହୋଇଯାଇଥିଲା । ସୂଚନା…
ଅଧିକ ଖବର ଦେଖନ୍ତୁ...